ETV Bharat / state

ଶେଷ ଦିନରେ ହାଇଭୋଲଟେଜ ପ୍ରଚାର

ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ଆସନ ଅନ୍ତର୍ଗତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର । ବିଜେଡି ଦଳର ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ ଓ ବିଜେପି ଦଳର ପ୍ରାର୍ଥନୀ ଭାରତୀ ବେହେରା ନିଜର ସମର୍ଥକଙ୍କ ସହ ଖଲ୍ଲିକୋଟ ସହର ସମେତ ଆଖପାଖ ଅଞ୍ଚଳରେ ନିଜର ପ୍ରଚାର ଜୋରଦାର କରିଛନ୍ତି।

author img

By

Published : Apr 16, 2019, 6:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ଚଳିତ ସାଧାରଣ ନିର୍ବାଚନକୁ ନେଇ ସମଗ୍ର ଦେଶରେ ମାହୋଲ ସରଗରମ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ 11 ତାରିଖରେ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ଶେଷ ଦିନ। ଶେଷ ଦିନରେ ସବୁ ରାଜନୈତିକ ଦଳ ପ୍ରଚାର ମୈଦାନରେ ନିଜ ନିଜର ଦମ ଦେଖାଇଛନ୍ତି।

ଭିଡିଓ ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ଏନେଇ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଅନ୍ତର୍ଗତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜମିଥିଲା ପ୍ରାର୍ଥୀଙ୍କ ପ୍ରଚାର । ବିଜେଡି ଦଳର ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ ନିଜର ସମର୍ଥକଙ୍କ ସହ ଖଲ୍ଲିକୋଟ ସହର ସମେତ ଆଖପାଖ ଅଞ୍ଚଳରେ ନିଜର ପ୍ରଚାର କରିଛନ୍ତି।

ଅନ୍ୟପଟେ ବିଜେପି ଦଳର ପ୍ରାର୍ଥୀ ଭାରତୀ ବେହେରା ମଧ୍ୟ ନିଜର ସମର୍ଥକଙ୍କ ସହ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଖଲ୍ଲିକୋଟ ସହର ସମେତ ଆଖପାଖ ଅଞ୍ଚଳରେ ପରିକ୍ରମା କରି ନିଜର ପ୍ରଚାର କରିଛନ୍ତି। ତେବେ ଏହି ହାଇଭୋଲଟେଜ ପ୍ରଚାର ପରେ ସାଧାରଣ ଜନତା କେଉଁ ଦଳ ଓ ପ୍ରାର୍ଥୀଙ୍କ ଆଡକୁ ଢଳୁଛନ୍ତି ତାହା ସମୟ କହିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.