ETV Bharat / state

ତୃତୀୟ ଦିନରେ ବୋହୂର ଧାରଣା: ମୁହଁଖୋଲିଲେ ଶ୍ୱଶୁର, କହିଲେ ମାନିବୁ କୋର୍ଟଙ୍କ ନିର୍ଦ୍ଦେଶ - berhampur bride protest

ନିଜ ଶ୍ବଶୁର ଘରେ ରହିବାକୁ ଦାବି କରି ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ବିତୀୟ ଲାଇନରେ ଚାଲିଥିବା ଯୁବତୀଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ

କ୍ତରୀ ବୋହୂର ଧାରଣା ତୃତୀୟ ଦିନରେ: ମୁହଁ ଖୋଲିଲେ ଶ୍ୱଶୁର, କୋର୍ଟର ନିର୍ଦ୍ଦେଶ ମାନିବୁ

author img

By

Published : Nov 24, 2021, 10:49 PM IST

ବ୍ରହ୍ମପୁର: ନିଜ ଶ୍ବଶୁର ଘରେ ରହିବାକୁ ଦାବି କରି ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ବିତୀୟ ଲାଇନରେ ଚାଲିଥିବା ଯୁବତୀଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି ।

ସେପଟେ ନିଜ ବୋହୂର ଦୁଇ ଦିନର ଧାରଣା ପରେ ତୃତୀୟ ଦିନରେ ମୁହିଁ ଖୋଲିଛନ୍ତି ଶ୍ବଶୁର ପ୍ରମୋଦ କୁମାର ସାହୁ । ଧାରଣା ଦେଉଥିବା ଯୁବତୀ ଜଣଙ୍କ ତାଙ୍କ ପୁଅକୁ ବିବାହ କରିଥିବା ବିଷୟକୁ ସେ ସ୍ବୀକାର କରିଛନ୍ତି । ଏଥସହିତ ବୋହୂ ପୂର୍ବରୁ ଅଭିଯୋଗ ଆଣି ତାଙ୍କ ପରିବାର ନାମରେ ଏତଲା ଦେଇଥିବା ବେଳେ ତାହା ବିଚାରଧିନ ରହିଛି ଏବଂ ପୁଅ-ବୋହୂ ଛାଡପତ୍ର ମାମଲାରେ କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ମାନିବେ ବୋଲି କହିଛନ୍ତି ।

କ୍ତରୀ ବୋହୂର ଧାରଣା ତୃତୀୟ ଦିନରେ: ମୁହଁ ଖୋଲିଲେ ଶ୍ୱଶୁର, କୋର୍ଟର ନିର୍ଦ୍ଦେଶ ମାନିବୁ

ହେଲେ ବୋହୂ ଜଣଙ୍କ ନିଜ ଘର ସମ୍ମୁଖରେ ଏପରି ଧାରଣାରେ ବସିଥିବା ବେଳେ ଏହାକୁ ନେଇ ତାଙ୍କ ଘରେ ରହିଥିବା ପତ୍ନୀ ଏବଂ ମା’ ଏକପ୍ରକାର ଗୃହବନ୍ଦୀ ହୋଇ ରହିଥିବା କହିଛନ୍ତି ।

ଗୋଟିଏ ପଟେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ରୋକଠୋକ ଯୁବତୀ ଜଣଙ୍କ କହୁଥିବା ବେଳେ ସେପଟେ ତୃତୀୟ ଦିନରେ ନିଜ ବୋହୂ ଦେଉଥିବା ଧାରଣା ନିକଟରେ ପହଞ୍ଚିଥିବା ଶ୍ବଶୁର ଏବଂ ବୋହୂଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତନିଧି ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.