ETV Bharat / state

NDA ପରୀକ୍ଷାରେ ବ୍ରହ୍ମପୁର ବିଦ୍ୟାର୍ଥୀଙ୍କ କୃତିତ୍ୱ, ବିଭିନ୍ନ ମହଲରୁ ଶୁଭେଚ୍ଛା - ବ୍ରହ୍ମପୁର ଛାତ୍ର ସୌମ୍ୟରଞ୍ଜନ ସାହୁ

ନ୍ୟାସନାଲ ଡିଫେନ୍ସ ଏକାଡେମୀର ଚୂଡାନ୍ତ ପରୀକ୍ଷାରେ ବ୍ରହ୍ମପୁର ବିଦ୍ୟାର୍ଥୀଙ୍କ କୃତିତ୍ୱ । ବ୍ରହ୍ମପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ସାହୁ ଭାରତୀୟ ସୈନ୍ୟବାହିନୀର ଏହି ପ୍ରବେଶିକା ପରୀକ୍ଷାରେ ଜାତୀୟ ସ୍ତରରେ ୮୩ ନମ୍ୱର ରାଙ୍କରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ...

ଏନ.ଡି.ଏ ପରୀକ୍ଷାରେ ବ୍ରହ୍ମପୁର ବିଦ୍ୟାର୍ଥୀଙ୍କ କୃତିତ୍ୱ, ବିଭିନ୍ନ ମହଲରୁ ଶୁଭେଚ୍ଛା

author img

By

Published : Jul 8, 2021, 11:01 PM IST

ବ୍ରହ୍ମପୁର: ନ୍ୟାସନାଲ ଡିଫେନ୍ସ ଏକାଡେମୀର ଚୂଡାନ୍ତ ପରୀକ୍ଷାରେ ବ୍ରହ୍ମପୁର ବିଦ୍ୟାର୍ଥୀଙ୍କ କୃତିତ୍ୱ । ବ୍ରହ୍ମପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ସାହୁ ଭାରତୀୟ ସୈନ୍ୟବାହିନୀର ଏହି ପ୍ରବେଶିକା ପରୀକ୍ଷାରେ ଜାତୀୟ ସ୍ତରରେ ୮୩ ନମ୍ୱର ରାଙ୍କରେ ସ୍ଥାନ ପାଇଛନ୍ତି । ଏହା ଜଣା ପଡିବା ପରେ ବିଭିନ୍ନ ମହଲରୁ ସୌମ୍ୟଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ଏନ.ଡି.ଏ ପରୀକ୍ଷାରେ ବ୍ରହ୍ମପୁର ବିଦ୍ୟାର୍ଥୀଙ୍କ କୃତିତ୍ୱ, ବିଭିନ୍ନ ମହଲରୁ ଶୁଭେଚ୍ଛା

ଦେଶରେ ପ୍ରାୟ ପାଞ୍ଚ ଲକ୍ଷ ବିଦ୍ୟାର୍ଥୀ ଯୁକ୍ତ ଦୁଇ ଶେଷ ପରେ ସୈନ୍ୟବାହିନୀରେ ଜଣେ ଅଧିକାରୀ ଭାବେ ଯୋଗ ଦେବା ପାଇଁ ଏହି ପରୀକ୍ଷାରେ ଦେଇଥିଲେ । ଏଥିରେ ସୌମ୍ୟ ପ୍ରଥମଥରରେ ଏଭଳି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବାରୁ ଦୀର୍ଘ ଦିନ ଧରି ତାଙ୍କୁ ତାଲିମ ଦେଉଥିବା ଶିକ୍ଷକଙ୍କ ଠାରୁ ଆରମ୍ଭ କରି ତାଙ୍କ ପରିବାର ସମସ୍ତେ ବେଶ ଖୁସି ଅନୁଭବ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁରରେ ଏହି ବିଦ୍ୟାର୍ଥୀଙ୍କ ସମେତ ତାଙ୍କ ପ୍ରଶିକ୍ଷକ ଏବଂ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ଇଟିଭି ଭାରତ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.