ETV Bharat / state

ବାଲୁକା ଆନିମେସନରେ ବିଶ୍ବ ସୁରକ୍ଷାର ବାର୍ତ୍ତା

ବାଲୁକା ଶିଳ୍ପୀ ସତ୍ୟ ମହାରଣା ସ୍ୟାଣ୍ଡ ଆନିମେସନରେ ଦେଇଛନ୍ତି ଧରିତ୍ରୀ ଦିବସର ଶୁଭେଚ୍ଛା । ଏହାସହ ବିଶ୍ବ ସୁରକ୍ଷାର ଦେଇଛନ୍ତି ବାର୍ତ୍ତା । ଅଧିକ ପଢନ୍ତୁ...

ବାଲୁକା ଆନିମେସନରେ ବିଶ୍ବ ସୁରକ୍ଷାର ବାର୍ତ୍ତା
ବାଲୁକା ଆନିମେସନରେ ବିଶ୍ବ ସୁରକ୍ଷାର ବାର୍ତ୍ତା
author img

By

Published : Apr 23, 2020, 12:37 AM IST

Updated : Apr 23, 2020, 3:43 PM IST

ବ୍ରହ୍ମପୁର: ବୁଧବାର ଥିଲା ବିଶ୍ବ ଧରିତ୍ରୀ ଦିବସ । ଏହି ଦିବସରେ ପୃଥିବୀର ସୁରକ୍ଷା ପାଇଁ ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁର ବାଲୁକା ଶିଳ୍ପୀ । ଏହି ଅବସରରେ ବାଲିରେ ଆନିମେସନ ତିଆରି କରିଛନ୍ତି ।

ବ୍ରହ୍ମପୁରର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସତ୍ୟ ମହାରଣା । ସ୍ୟାଣ୍ଡ ଆନିମେସନରେ ଦେଇଛନ୍ତି ଧରିତ୍ରୀ ଦିବସର ଶୁଭେଚ୍ଛା । ଏହାସହ ବିଶ୍ବ ସୁରକ୍ଷାର ମଧ୍ୟ ଦେଇଛନ୍ତି ବାର୍ତ୍ତା ।

ବାଲୁକା ଆନିମେସନରେ ବିଶ୍ବ ସୁରକ୍ଷାର ବାର୍ତ୍ତା

ଏହାସହ ସେ ପୃଥିବୀରେ ବାସ କରୁଥିବା ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମନୁଷ୍ୟ ପ୍ରଭୃତିଙ୍କୁ ଧରିତ୍ରୀର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି । ଅନ୍ୟପଟେ କୋରୋନା ଭଳି ମହାମାରୀକୁ ରୋକିବା ପାଇଁ ସମସ୍ତେ ନିଜ ଘରେ ରହିବାକୁ ଆହ୍ବାନ କରିଛନ୍ତି ସତ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 23, 2020, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.