ETV Bharat / state

ଏମକେସିଜିରେ ଅଚାନକ ପହଞ୍ଚିଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ - ଦକ୍ଷିଣ ଓଡିଶାବାସୀ

ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଚାନକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 8, 2019, 11:40 PM IST

ବ୍ରହ୍ମପୁର: ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଚାନକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା । ଉଭୟ ସାଂସଦ ଓ ବିଧାୟକ ମେଡିକାଲର ମେଡିସିନ ବିଭାଗ, ଶିଶୁ ରୋଗ ବିଭାଗର ଏସଏନସିୟୁ, ସୁପର ସ୍ପେଶାଲିଟି ବ୍ଳକ, ଇଣ୍ଡୋର୍‌ ସମେତ ବିଭିନ୍ନ ୱାର୍ଡ଼କୁ ବୁଲି ଦେଖିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ଏହାଛଡ଼ା କିଛି ୱାର୍ଡ଼ର କୋଠାର ଅବସ୍ଥା ଦେଖି କିଭଳି ଖୁବ୍‌ ଶୀଘ୍ର ମରାମତି କରାଯିବ ସେ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି । ଅନ୍ୟପଟେ କିଭଳି ଭାବେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି ସେ ନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ ।

ଏପରିକି ଡାକ୍ତର ଓ କର୍ମଚାରୀଙ୍କ ଅଭାବକୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ କହିଛନ୍ତି ବୋଲି ସାଂସଦ ଓ ବିଧାୟକ କହିଛନ୍ତି । ଏହି ଅବସରରେ ମେଡିକାଲର ଅଧିକ୍ଷକ ପ୍ରଫେସର ରାଧା ମାଧବ ତ୍ରିପାଠୀ , ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା , ମେଡିକାଲର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଚାନକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା । ଉଭୟ ସାଂସଦ ଓ ବିଧାୟକ ମେଡିକାଲ ର ମେଡିସିନ ବିଭାଗ, ଶିଶୁ ରୋଗ ବିଭାଗର ଏସଏନସିୟୁ, ସୁପର ସ୍ପେସାଲିଟି ବ୍ଳକ, ଇନ୍‌ଡୋର୍‌ ସମେତ ବିଭିନ୍ନ ଓ୍ୱାର୍ଡ଼କୁ ବୁଲି ଦେଖିଛନ୍ତି । ଏହାଛଡ଼ା କିଛି ଓ୍ୱାର୍ଡ଼ରେ କୋଠାର ଅବସ୍ଥା ଦେଖି କିଭଳି ଖୁବ୍‌ ଶୀଘ୍ର ମରାମତି କରାଯିବ ସେ ନେଇ ମେଡିକାଲ କର୍ତ୍ତୁପକ୍ଷ ଙ୍କ ସହ ଆଲୋଚନା କରାଯିବା ସହ କିଭଳି ଭାବେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି ସେ ନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ । ଏପରିକି ଡାକ୍ତର ଓ କର୍ମଚାରି ଅଭାବ କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ କହିଛନ୍ତି ।ଏହି ଅବସରରେ ମେଡିକାଲ ର ଅଧିକ୍ଷକ ପ୍ରଫେସର ରାଧା ମାଧବ ତ୍ରୀପାଠୀ , ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା , ମେଡିକଲର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ କୁ ଭି.ଓ ଦେବା ସହିତ ଏଡିଟିଙ୍ଗ୍ କରି ପଠାଇଛି ।ଏହାକୁ ବ୍ୟବହାର କରିବାକୁ ଅନୁରୋଧ । Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.