ETV Bharat / state

ଜାଲ ପ୍ରମାଣପତ୍ରରେ 16 ବର୍ଷରୁ ଅଙ୍ଗନବାଡିରେ ଦିଦି - fake certificate

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବିଲେଇଝୁରି ଗାଁରେ ଜାଲ ପ୍ରମାଣପତ୍ର ଦେଇ ବିଜ୍ଞାନୀ ପ୍ରଧାନ ନାମକ ଜଣେ ମହିଳା ଅଙ୍ଗନବାଡି କର୍ମୀ ଭାବେ ଚାକିରି କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Nov 22, 2019, 8:12 PM IST

ଭଞ୍ଜନଗର: ଅଙ୍ଗନବାଡି ଚାକିରିରେ ଚଞ୍ଚକତା ଅଭିଯୋଗ । ଜାଲ ପ୍ରମାଣ ପତ୍ର ଦେଖାଇ ଅଙ୍ଗନବାଡିରେ ଚାକିରି ପାଇଛନ୍ତି ମହିଳା । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବିଲେଇଝୁରି ଗାଁରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ବିଲେଇଝୁରି ଗାଁର ଅଙ୍ଗନବାଡି କେନ୍ଦ୍ରରେ ବିଜ୍ଞାନୀ ପ୍ରଧାନ ନାମକ ମହିଳା ନକଲି ପ୍ରମାଣ ପତ୍ର ଦେଖାଇ ଚାକିରି ପାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଜ୍ଞାନୀ ମିଛ ଜନ୍ମ ପ୍ରମାଣପତ୍ର ଦେଖାଇ ଚାକିରି ପାଇଛନ୍ତି । ଆଜିକୁ 16 ବର୍ଷ ହେଲା ଚଞ୍ଚକତା ଦେଖାଇ ସେ ଚାକିରି କରିଆସୁଛନ୍ତି । ତେଣୁ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଗଂଜାମ ଜିଲ୍ଲା ପୋଲସରା ବ୍ଲକ ବିଲେଇଝୁରି ଗ୍ରାମରେ ଜାଲି ସାର୍ଟିପିକେଟ ଦେଇ ବିଜ୍ଞାନୀ ପ୍ରଧାନ ନାମକ ଜଣେ ମହିଳା ଅଙ୍ଗନବାଡି କର୍ମୀ ଭାବେ ଚାକିରୀ କରୁଥିବା ଅଭିଯୋଗ ହୋଇଛି ଅଙ୍ଗନବାଡି କର୍ମୀ ବିଜ୍ଞାନୀ ପ୍ରଧାନ ନିଯୁକ୍ତି ସମୟରେ ବୟସ କମ ଥିବାସତ୍ୱେ ନିଜର ପ୍ରକୃତ ଜନ୍ମ ତାରିଖକୁ ଲୁଚାଇ ଜାଲି ସାର୍ଟିପିକେଟ ତିଆରି କରି ଅତି ଚଞ୍ଚକତାର ସହ ଅଙ୍ଗନବାଡି କର୍ମୀ ଚାକିରି ହାତେଇ ନେଇଛନ୍ତି ଆଜକୁ ଷୋହଳ ବର୍ଷ ହେଲା ବିଜ୍ଞାନୀ ପ୍ରଧାନ ଚାକିରୀ ରେ ରହି ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ପାଇଆସୁଛନ୍ତି ହେଲେ ସେହି ଗ୍ରାମର କ୍ରିଷ୍ନା ସ୍ୱାଇଁ ସୂଚନା ଅଧିକାର ଆଇନ ବଳୟରେ ଜାଣିବାକୁ ପାଇଲେ ଯେ ବିଜ୍ଞାନୀ ପ୍ରଧାନ ଜାଲି ସାର୍ଟିପିକେଟ ଦେଇ ଅଙ୍ଗନବାଡି କର୍ମୀ ଚାକିରୀ ହାତେଇ ଛନ୍ତି ତୁରନ୍ତ ସରକାର ଏହିଦିଗରେ ପଦକ୍ଷେପ ନେଇ ଚାକିରିରୁ ବହିଷ୍କାର କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ଅନ୍ୟପଟେ ରାଜ୍ୟ ସରକାର ଜାଲି ସାର୍ଟିପିକେଟ ଯାଞ୍ଚ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଏହି ଅଙ୍ଗନବାଡି କର୍ମୀ ଙ୍କ ସାର୍ଟିପିକେଟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଏହି ଘଟଣା ବିଷୟରେ ପୋଲସରା ସିଡିପିଓ ଙ୍କୁ ଯୋଗାଯୋଗ କରିବାରୁ ସେ ଏବିଷୟରେ କିଛି କହିବାକୁ ମନାକଲେ
ବାଇଟ-କ୍କ୍ରିଷ୍ଣା ସ୍ୱାଇଁ (ଅଭିଯୋଗକାରୀ)
ବାଇଟ-କୁନ୍ତଳା କୁମାରୀ ନାୟକ (ସିଡିପିଓ ,ପୋଲସରା)

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.