ETV Bharat / state

ପୋଲିସ ମାଡରେ ଯୁବକଙ୍କ ମୃତ୍ଯୁ ଅଭିଯୋଗ - ପୋଲିସ ମାଡରେ ଯୁବକଙ୍କ ମୃତ୍ଯୁ

କୋରୋନାକୁ ନେଇ ରାଜ୍ୟରେ ନାଇଟ କର୍ଫ୍ୟୁ । ଏହା ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ସମ୍ମୁଖରେ ମୃତଦେହ ରଖି ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

ପୋଲିସ ମାଡରେ ଯୁବକଙ୍କ ମୃତ୍ଯୁ ଅଭିଯୋଗ
ପୋଲିସ ମାଡରେ ଯୁବକଙ୍କ ମୃତ୍ଯୁ ଅଭିଯୋଗ
author img

By

Published : May 1, 2021, 7:36 AM IST

ଭଞ୍ଜନଗର: କୋରୋନାକୁ ନେଇ ରାଜ୍ୟରେ ନାଇଟ କର୍ଫ୍ୟୁ । ଏହା ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ସମ୍ମୁଖରେ ମୃତ ଦେହ ରଖି ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସହରର ଅନିଲ ମୁନି ନାମକ ଜଣେ ବ୍ୟକ୍ତିଙ୍କୁ ଏକ ମାମଲାରେ ଗଲା ତିନି ଦିନ ହେବ ଥାନାରେ ଅଟକ ରଖିଥିଲେ ।

ପୋଲିସ ମାଡରେ ଯୁବକଙ୍କ ମୃତ୍ଯୁ ଅଭିଯୋଗ

ପରେ ଶୁକ୍ରବାର ଅନିଲଙ୍କୁ ଘରକୁ ଛାଡିଥିଲେ ପୋଲିସ ମାତ୍ର ଘରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପୋଲିସର ଅତ୍ୟଧିକ ମାଡରେ ଅନିଲଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଶତାଧିକ ଉତ୍ତ୍ୟକ୍ତ ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତ ଦେହକୁ ଏକ ଟଲିରେ ଧରି ଥାନା ଘେରାଉ କରିଥିଲେ । ଏପଟେ ଜିଲ୍ଲା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.