ETV Bharat / state

ପୁଣି ବିପଜ୍ଜନକ ଜଳଯାତ୍ରା, ଚେନ୍ନାଇରୁ ଜଳପଥରେ ଗଞ୍ଜାମ ଫେରିଲେ ଶ୍ରମିକ - ଗଞ୍ଜାମ ର ରାମେୟାପାଟଣା ପହଞ୍ଚିଲେ ଶ୍ରମିକ

ଘରକୁ ଫେରିବା ପାଇଁ 3 ଦିନର ବିପଜ୍ଜନକ ଜଳଯାତ୍ରା କରିଛନ୍ତି 39 ଜଣ ଶ୍ରମିକ । ଏହାକୁ ମିଶାଇ ତୃତୀୟ ବୋର୍ଟ ଆସି ପହଞ୍ଚିଛି ଗଞ୍ଜାମ ଓ ଆନ୍ଧ୍ର ସୀମାନ୍ତ ଭଳି ଅଞ୍ଚଳରେ । ଅଧିକ ପଢନ୍ତୁ...

39 labour and fisherman reach odisha  by motor boat
ପୁଣି ବିପଜ୍ଜନକ ଜଳଯାତ୍ରା, ମୋଟର ବୋର୍ଟରେ ଗଞ୍ଜାମରେ ପହଞ୍ଚିଲେ 39 ଶ୍ରମିକ
author img

By

Published : Apr 27, 2020, 11:47 PM IST

Updated : Apr 28, 2020, 12:00 AM IST

ବ୍ରହ୍ମପୁର: ଲକଡାଉନ ମଧ୍ୟରେ ପୁଣି ଏକ ଦୁଃସାହାସିକ ଜଳଯାତ୍ରା । ନିଜ ଜୀବନକୁ ବାଜି ଲଗାଇ ମୋଟର ବୋଟରେ ଚେନ୍ନାଇରୁ ଗଞ୍ଜାମ ଜିଲ୍ଲାର ରାମେୟାପାଟଣା ସମତେ ଓଡ଼ିଶା ଏବଂ ଆନ୍ଧ୍ର କୂଳରେ ପହଞ୍ଚିଛନ୍ତି ମୋଟ ୩୯ଜଣ ଶ୍ରମିକ ଓ ମତ୍ସଜୀବି ।

39 labour and fisherman reach odisha  by motor boat
ପୁଣି ବିପଜ୍ଜନକ ଜଳଯାତ୍ରା, ମୋଟର ବୋର୍ଟରେ ଗଞ୍ଜାମରେ ପହଞ୍ଚିଲେ 39 ଶ୍ରମିକ
39 labour and fisherman reach odisha  by motor boat
ପୁଣି ବିପଜ୍ଜନକ ଜଳଯାତ୍ରା, ମୋଟର ବୋର୍ଟରେ ଗଞ୍ଜାମରେ ପହଞ୍ଚିଲେ 39 ଶ୍ରମିକ
39 labour and fisherman reach odisha  by motor boat
ପୁଣି ବିପଜ୍ଜନକ ଜଳଯାତ୍ରା, ମୋଟର ବୋର୍ଟରେ ଗଞ୍ଜାମରେ ପହଞ୍ଚିଲେ 39 ଶ୍ରମିକ

ଏହି ଯାତ୍ରାର ଅଧାବାଟରେ ଆନ୍ଧ୍ରର ଶ୍ରମିକମାନେ ଓହ୍ଲାଇ ପଡିଥିଲେ । ବୋଟ ମେୟାପାଟଣାରେ ଲାଗିବା ପୂର୍ବରୁ ପାତିସୁନାପୁରରୁ ଆଉ କିଛି ଓହ୍ଲାଇ ଯାଇଥିବା ବେଳେ ରମେୟାପାଟଣାରେ ବେଳକୁ ମାତ୍ର ୧୨ଜଣ ଶ୍ରମିକ ଥିବା ଦେଖାଯାଇଥିଲା । ସେମାନଙ୍କ ଉଦ୍ଧାର ପରେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ କ୍ବାରେଣ୍ଟାଇନରେ ଭର୍ତ୍ତି କରାଯାଇଛି ।

ଗତ ତିନି ଦିନ ତଳେ ଚେନ୍ନାଇରୁ କିଛି ମତ୍ସଜୀବୀ ଏଭଳି ବୋଟରେ ଗଞ୍ଜାମ ଫେରିଥିଲେ । ଏପଟେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ଅଧାବାଟରୁ ଓହ୍ଲାଇ ପଡ଼ିଥିବା ଶ୍ରମିକଙ୍କୁ ଖୋଜିବା ପ୍ରଶାସନ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଥିବା ଓଡିଆ ଶ୍ରମିକଙ୍କ ପାଇଁ ଜୀବନ ବିତାଇବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଏଥିଯୋଗୁଁ କିଏ କେଉଁ ଉପାୟରେ ଘର ବାହୁଡା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଜଳପଥରେ ଶହ ଶହ କିଲୋମିଟର ଆସିବା ସମୟରେ ରାସ୍ତାରେ ବର୍ଷା- ତୋଫାନ ମଧ୍ୟରେ ନାନା ଆଶା ଆଶଙ୍କା ମଧ୍ୟରେ ଭୋକ ଉପାସରେ ତିନିଦିନ ପରେ ଓଡିଶା ପହଞ୍ଚିଛନ୍ତି ସମସ୍ତେ । ଏହାକୁ ମିଶାଇ ତୃତୀୟ ବୋର୍ଟ ଆସି ପହଞ୍ଚିଛି ଗଞ୍ଜାମ ଓ ଆନ୍ଧ୍ର ସୀମାନ୍ତ ଭଳି ଅଞ୍ଚଳରେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 28, 2020, 12:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.