ETV Bharat / state

ରାସ୍ତାକଡରୁ ନବଜାତକର ମୃତଦେହ ଉଦ୍ଧାର

author img

By

Published : Mar 19, 2021, 2:58 PM IST

ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଅଭାବନୀୟ ଘଟଣା । ଡାକ୍ତରଖାନା ସାମ୍ନା ରାସ୍ତାକଡରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ରାସ୍ତା କଡରୁ ନବଜାତ ଶିଶୁ ଉଦ୍ଧାର
ରାସ୍ତା କଡରୁ ନବଜାତ ଶିଶୁ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଅଭାବନୀୟ ଘଟଣା । ଆଜି ସକାଳୁ ମେଡିକାଲ ସମ୍ମୁଖ ରାସ୍ତା କଡରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ପଡିଥିବା ଦେଖିବାକୁ ମିଳିଛି ।

ରାସ୍ତା କଡରୁ ନବଜାତ ଶିଶୁ ଉଦ୍ଧାର

ମୃତଦେହକୁ କୁକୁର ଘୋଷାଡୁ ଥିବାର ଦେଖିବାକୁ ମିଳିଥିଲା । ଗତକାଲି ବିଳମ୍ବିତ ରାତିରେ କେହି ଶିଶୁଟିକୁ ଫୋପାଡି ଦେଇଥିବା ଅନୁମାନ କରାଯାଇଛି । ଶିଶୁଟିକୁ ରାସ୍ତା ଉପରେ ଏପରି କିଏ ଓ କାହିଁକି ଫୋପାଡିଛି ତାହା ଜଣାପଡିନାହିଁ । ଘଟଣାର ଖବର ପାଇ ବୁଗୁଡା ପୋଲିସ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.