ETV Bharat / state

ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର - କୋରୋନା

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଞ୍ଜନଗର ସହରର ଭଞ୍ଜମାର୍ଗ ସ୍ଥିତ ଥିବା ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରିବା ନିମନ୍ତେ ସାହି ବାସିନ୍ଦା ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଅଧିକ ପଢନ୍ତୁ...

A letter of demand to the sub-district commissioner for relocation the Quarantine center
ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
author img

By

Published : May 4, 2020, 8:41 PM IST

ଭଞ୍ଜନଗର: ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ପ୍ରର୍ଯ୍ୟନ୍ତ ସମସ୍ତେ ତତ୍ପର । ତେବେ ସରକାର ସୁରକ୍ଷାକୁ ଆଖିରେ ରଖି ପ୍ରତ୍ୟେକ ଜିଲ୍ଲାରେ କ୍ବାରେଣ୍ଟାଇନ ସେଣ୍ଟର ଖୋଲିଛନ୍ତି । କିନ୍ତୁ ଜନବସତି ପାଖରେ ଏହି କ୍ବାରେଣ୍ଟାଇନ ସେଣ୍ଟରକୁ କିଛି ଲୋକ ପ୍ରତିବାଦ କରିଛନ୍ତି ।

ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଞ୍ଜନଗର ସହରର ଭଞ୍ଜମାର୍ଗ ସ୍ଥିତ ଥିବା ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରିବା ନିମନ୍ତେ ସାହି ବାସିନ୍ଦା ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ସାହି ମଝିରେ ସ୍କୁଲଟି ରହିଛି ଏବଂ ସ୍କୁଲକୁ ଲାଗିଛି ଘର । ଭଞ୍ଜମାର୍ଗଟି ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ସମସ୍ତ ସାହି ବାସିନ୍ଦା ଚଳପ୍ରଚଳ କରୁଛନ୍ତି । କାଳେ କରୋନା ସଂକ୍ରମଣର ଶିକାର ହେବେ ସେନେଇ ସଙ୍ଗରୋଧ କେନ୍ଦ୍ରଟିକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.