ETV Bharat / state

ସନ୍ଦେହଜନକ ଅବସ୍ଥାରେ 2 ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁରୁବାର ମଧ୍ୟରାତ୍ରରେ 2ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର । ଅଜଣା ଗାଡି ଧକ୍କା ଦେଇଥିବା ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jul 12, 2019, 4:33 PM IST

ଭଞ୍ଜନଗର: ରାସ୍ତାକଡରୁ 2ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁଶାପଲ୍ଲୀ ଗାଁର ଛକ ଠାରେ ଗତକାଲି ମଧ୍ୟରାତ୍ରରେ 2ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ରାମ ଗୌଡ ଓ କୃଷ୍ଣ ନାୟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ମୁତାବକ, ଗତକାଲି ରାତିରେ 2ଜଣ ମୋଟରସାଇକେଲ ଯୋଗେ ଆସୁଥିବାବେଳେ ଅଜଣା ଗାଡି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛି । ତେବେ ଏହା ବାସ୍ତବରେ ଦୂର୍ଘଟଣା ନା ଷଡଯନ୍ତ୍ର କରି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁଶାପଲ୍ଲୀ ଗ୍ରାମ ର ଛକ ଠାରେ ମଧ୍ୟ ରାତ୍ରରେ ଦୁଇଜଣ ବ୍ୟକ୍ତି ଙ୍କ ସନ୍ଧେହ ଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଛି ମୃତକ ମାନେ ହେଲେ ରାମ ଗୌଡ଼ ଓ କୃଷ୍ଣ ନାୟକ ଗତ କାଲିରାତିରେ ମୋଟରସାଇକେଲ ଯୋଗେ ଆସୁଥିବାବେଳେ ଅଜଣା ଗାଡି ଧକା ଦେଇଥିବା ଅନୁମାନ କରାଯାଉଛି ତେବେ ଏହା ବାସ୍ତବରେ ଦୃଘଟଣା ନା ଷଡଯନ୍ତ୍ର କରି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବାସହିତ ଉଭୟଙ୍କ ମୃତଦେହ ଉଦ୍ଧାର କରି ପଞ୍ଚନାମା ନିମନ୍ତେ ପଠାଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.