ETV Bharat / state

ଲଗାଣ ବର୍ଷାରେ କାନ୍ଥ ପଡି ଯୁବକ ମୃତ

ଲଗାଣ ବର୍ଷା ହେବା ଫଳରେ ଗଜପତି ଜିଲ୍ଲାର ଗୋଶାଣି ବ୍ଲକ ଅଧିନସ୍ଥ କଇଠଡା ଗ୍ରାମରେ କାନ୍ଥ ପଡି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

author img

By

Published : Sep 26, 2019, 10:06 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଲଗାଣ ବର୍ଷା ଫଳରେ ଗଜପତିର ଗୋଶାଣି ବ୍ଲକ ଅଧିନସ୍ଥ କଇଠଡା ଗ୍ରାମରେ କାନ୍ଥ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଏମ୍‌ ରାଜା । ଏ ଖବର ପାଇ ଘଟଣାସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

କଇଠଡା ଗ୍ରାମରେ ଗତ ବୁଧବାର ଠାରୁ ବର୍ଷା ଲାଗି ରହିଥିବା ବେଳେ ରାତିରେ ହଠାତ୍‌ ମୃତକ ରାଜାଙ୍କ ଝାଟିମାଟି ଘରର କାନ୍ଥ ଭୁଷୁଡି ପଡିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୋଶାଣି ବ୍ଲକ କଇଠଡ଼ା ଗ୍ରାମରେ କାନ୍ଥ ପଡି ଜଣେ ଯୁବକର ମୃତ୍ୟୁ । ମୃତ ଯୁବକର ନା ଏମ୍ ରଜା ଗତକାଲି ର୍ବିଲମ୍ବିତ ରାତିରେ ଘରେ ଖାଇ ସୋଇଥିବା ସମୟରେ ଝାଟିମଟି ଘରର କାନ୍ଥ ପଡିଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ରାଜାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ ଘଟଣା ସ୍ଥଳେ ଗୁରାଣ୍ଡି ପୋଲିସ ପହଂଚି ତଦନ୍ତ କରି ସବ ଉଦ୍ଧାର କରିବା ସହ ସବ ବ୍ୟବଛେଦ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପାଠ ଯାଇଛି ।Body:ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୋଶାଣି ବ୍ଲକ କଇଠଡ଼ା ଗ୍ରାମରେ କାନ୍ଥ ପଡି ଜଣେ ଯୁବକର ମୃତ୍ୟୁ । ମୃତ ଯୁବକର ନା ଏମ୍ ରଜା ଗତକାଲି ର୍ବିଲମ୍ବିତ ରାତିରେ ଘରେ ଖାଇ ସୋଇଥିବା ସମୟରେ ଝାଟିମଟି ଘରର କାନ୍ଥ ପଡିଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ରାଜାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ ଘଟଣା ସ୍ଥଳେ ଗୁରାଣ୍ଡି ପୋଲିସ ପହଂଚି ତଦନ୍ତ କରି ସବ ଉଦ୍ଧାର କରିବା ସହ ସବ ବ୍ୟବଛେଦ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପାଠ ଯାଇଛି ।Conclusion:ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୋଶାଣି ବ୍ଲକ କଇଠଡ଼ା ଗ୍ରାମରେ କାନ୍ଥ ପଡି ଜଣେ ଯୁବକର ମୃତ୍ୟୁ । ମୃତ ଯୁବକର ନା ଏମ୍ ରଜା ଗତକାଲି ର୍ବିଲମ୍ବିତ ରାତିରେ ଘରେ ଖାଇ ସୋଇଥିବା ସମୟରେ ଝାଟିମଟି ଘରର କାନ୍ଥ ପଡିଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ରାଜାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ ଘଟଣା ସ୍ଥଳେ ଗୁରାଣ୍ଡି ପୋଲିସ ପହଂଚି ତଦନ୍ତ କରି ସବ ଉଦ୍ଧାର କରିବା ସହ ସବ ବ୍ୟବଛେଦ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପାଠ ଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.