ETV Bharat / state

ଯୋଗ ଶିବିରରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ପାରଳାଖେମୁଣ୍ଡିରେ ଅଘଟଣ । ଯୋଗ କରୁଥିବା ବେଳେ ହଠାତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ । ପାରଳାଖେମୁଣ୍ଡି ହାଇଟେକ ପଡିଆରେ ଆୟୋଜିତ ହୋଇଥିବା ତିନି ଦିନିଆ ଯୋଗ ଶିବିରରେ ସାମିଲ ହୋଇଥିଲେ ଉକ୍ତ ବ୍ୟକ୍ତି ।

author img

By

Published : Feb 17, 2019, 1:24 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଗଜପତି

ଗଜପତି: ପାରଳାଖେମୁଣ୍ଡିରେ ଅଘଟଣ । ଯୋଗ କରୁଥିବା ବେଳେ ହଠାତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ । ପାରଳାଖେମୁଣ୍ଡି ହାଇଟେକ ପଡିଆରେ ଆୟୋଜିତ ହୋଇଥିବା ତିନି ଦିନିଆ ଯୋଗ ଶିବିରରେ ସାମିଲ ହୋଇଥିଲେ ଉକ୍ତ ବ୍ୟକ୍ତି । ଯୋଗ କରୁଥିବା ବେଳେ ହଠାତ ଅଚେତ ହୋଇ ପଡିଥିଲେ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଗଜପତି
undefined

ବର୍ତ୍ତମାନ ସୁଦ୍ଧା ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ତେବେ ଆଶ୍ଚର୍ଯ୍ୟରେ ବିଷୟ ଯେ ଶିବିରର ଆୟୋଜକ ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗକୁ ଘଟଣା ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । କି ଘଟଣାସ୍ଥଳରେ ପୋଲିସ କିମ୍ବା ସ୍ବାସ୍ଥ୍ୟ ବିଭାଗର କେହି ମଧ୍ୟ ଉପସ୍ଥିତ ନଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

ଇନ୍ଦିରାଆବାସ ପାଇଁ ମହାଭାରତ,  5 ଗୁରୁତର 

ବାଲେଶ୍ବର: ଇନ୍ଦିରାଆବାସ ପାଇଁ ସୃଷ୍ଟି ହେଲା ମହାଭାରତ । ନିର୍ମାଣ ଓ ଜମିବାଡି ଭାଗକୁ ନେଇ ପିଟାପିଟି ହେଲେ ଦୁଇ ଗୋଷ୍ଠୀ । ଫଳରେ 5ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଘଟଣାଟି ବାଲେଶ୍ବର ଜିଲ୍ଲା ସୋର ଥାନା ଦିଗୀଭଅଁରା ଗାଁର  । 

ସୂଚନା ଅନୁଯାୟୀ, ଇନ୍ଦିରା ଆବାସ କେଉଁଠି ନିର୍ମାଣ ହେବ ଏବଂ ଜମି ଭାଗବଣ୍ଟାକୁ ନେଇ ଗାଁର 2 ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା ହେବାର ଥିଲା । ହେଲେ ସମାଧାନ ବଦଳରେ  ଆରମ୍ଭ ହୋଇଥିଲା  ଗଣ୍ଡଗୋଳ । ଏଥିରେ ୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।  

ଅନ୍ୟପକ୍ଷରେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି 2ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଜଣାପଡିଛି । 

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.