ETV Bharat / state

ମାଟ୍ରିକ ରେଜଲ୍ଟ ହେବ ସୁପର, ଗଜପତିରେ ସୁପର-30 ମିଶନ - gajapati super-30 mission

ଗଜପତି ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଭଲ କରିବାକୁ ଆରମ୍ଭ ହୋଇଛି ସୁପର-30 । ଜିଲ୍ଲାର ବଛାବଛା 30 ଛାତ୍ରଛାତ୍ରୀଙ୍କୁ ନେଇ ପରୀକ୍ଷା ପାଇଁ କରାଯାଉଛି ପ୍ରସ୍ତୁତ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

SUPER 30
ଗଜପତି ଜିଲ୍ଲାରେ ସୁପର-30 ମିଶନ
author img

By

Published : Jan 7, 2020, 8:40 PM IST

Updated : Jan 7, 2020, 11:14 PM IST

ଗଜପତି: ମାଟ୍ରିକ ରେଜଲ୍ଟ ହେବ ସୁପର । ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ କରିବେ କମାଲ । ଏଥିପାଇଁ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି ଗଜପତି ପ୍ରଶାସନ । ମାଟ୍ରିକରେ ପଢୁଥିବା ବଛାବଛା 30ଜଣ ପିଲାଙ୍କୁ ନେଇ ଜିଲ୍ଲାପ୍ରଶାସନ ଆରମ୍ଭ କରିଛି ସୁପର-30 ମିଶନ । ଯାହାକୁ ଜିଲ୍ଲାପାଳ ଅନୁପମ ସାହା ଉଦଘାଟନ କରିଛନ୍ତି ।

ମାଟ୍ରିକ ରେଜଲ୍ଟ ହେବ ସୁପର, ଗଜପତିରେ ସୁପର-30 ମିଶନ

କଣ ଏହି ସୁପର-30 ମିଶନ ?

ଗତ କିଛି ବର୍ଷ ଧରି ମାଟ୍ରିକ ଫଳାଫଳ ନିରାଶଜନକ ରହିଛି । ଏପରିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏ୧ କିମ୍ବା ଏ୨ ପାଇବା ସ୍ବପ୍ନ ହୋଇଯାଇଛି । କିଛି ବେସରକାରୀ ସ୍କୁଲର ପିଲା ଏହି ସ୍ଥାନରେ ରହୁଛନ୍ତି । ଏପରିକି କିଛି ସରକାରୀ ସ୍କୁଲର ଫଳାଫଳ ଶୂନ ମଧ୍ୟ ରହିଥିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଆରମ୍ଭ କରିଛି ସୁପର-30ମିଶନ । ଏହି ମିଶନରେ ଚଳିତ ଥର ମାଟ୍ରିକ ପରୀକ୍ଷା ଦେବାକୁ ଥିବା ବଛାବଛା 30ଜଣ ଛାତ୍ରଛାତ୍ରୀଙ୍କୁ ନିଆଯାଇଛି । ଏଥିପାଇଁ ଏକ ସ୍ବତନ୍ତ୍ର ଶିବିର ପ୍ରସ୍ତୁତ କରାଯାଇଛି । ଏହି ଶିବିରରେ ପିଲାଙ୍କୁ ରଖାଯାଇ ଆସନ୍ତା ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି ।

ଶିବିରରେ ରହୁଥିବା ପିଲାମାନେ ପ୍ରତିଦିନ ଭୋର 5ଟାରେ ଉଠିବା ସହ ନିତ୍ୟକର୍ମ ସାରୁଛନ୍ତି । ଏହାପରେ ନିୟୋଜିତ ହୋଇଥିବା ଖେଳ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯୋଗଶିକ୍ଷା ନେଉଛନ୍ତି । ପ୍ରାୟ 1 ଘଣ୍ଟାର ଯୋଗାଭ୍ୟାସ ପରେ ସାଢେ ୬ଟାରୁ ସାଢେ 8ଟା ଯାଏଁ ପିଲାମାନେ ନିଜ ନିଜେ ପଢୁଛନ୍ତି । ସେହି ସମୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ପ୍ରତି ଧ୍ୟାନ ରଖୁଛନ୍ତି । ଏହାପରେ ପିଲାମାନଙ୍କୁ ଦିଆଯାଉଛି ଜଳଖିଆ । ସକାଳ ସାଢେ ୯ଟାରୁ ୫ଟା ଯାଏଁ ସ୍କୁଲ କରାଯାଉଛି । ଏହା ମଧ୍ୟରେ କିଛି ସମୟ ମଧ୍ୟାହ୍ନ ଭୋଜନ ବିରତି ପ୍ରଦାନ କରାଯାଉଛି । ସେହିଭଳି ସନ୍ଧ୍ୟା 6ଟାରୁ ରାତି 9ଟା ଯାଏଁ ପିଲାମାନଙ୍କ ପଢା ସମୟ ରଖାଯାଇଥିବା ସୂଚନା ଦେଇଛନ୍ତି ଏହି ଶିବିରରେ ନିୟୋଜିତ ଶିକ୍ଷୟିତ୍ରୀ । ଏଥିପାଇଁ ୪ ଜଣ ୱାଡେନଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ୪ ଜଣ ଖେଳ ଶିକ୍ଷକ ଏବଂ ବିଭିନ୍ନ ବିଷୟର ୨୮ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ।

ଏହି ଶିବିରରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ରହିଛନ୍ତି । ସେମାନେ ଏହାକୁ ନେଇ ବେଶ୍ ଉତ୍ସାହିତ । ବିଶେଷ କରି ଗ୍ରାମାଞ୍ଚଳରୁ ଆସିଥିବା ପିଲା ବେଶ୍ ଖୁସି ପ୍ରକାଶ କରିଛନ୍ତି । ଏଠାରେ କେବଳ ପଢିବା ପାଇଁ ନୁହେଁ ରହିବା ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବାରୁ ସମସ୍ତେ ବେଶ୍ ଖୁସି । ଅନ୍ୟପଟେ ପ୍ରଶାସନର ଏଭଳି ପଦକ୍ଷେପ ପାଇଁ କେବଳ ଅଭିଭାବକ କିମ୍ବା ଶିବିରାର୍ଥୀ ନୁହନ୍ତି ସାଧାରଣ ଲୋକେ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG — SUPER 30
FORMAT — PKG
REPORTER- HARIHARA PATNAIK
PLACE — GAJAPATI
DATE — 07.01.2020
ଆଙ୍କର - ମାଟ୍ରିକ ପରୀକ୍ଷାରେ ଗତ କିଛି ବର୍ଷ ହେଲା ଗଜପତି ଜିଲ୍ଲାରେ ଫଳ ଉତ୍ସାହ ଜନକ ନୁହେଁ । ସରକାରୀ ବିଦ୍ୟାଳୟର ପିଲାମାନେ ଏ୧ କିମ୍ବା ଏ୨ ପାଇବା ସ୍ବପ୍ନ ହୋଇଯାଇଛି । ଜିଲ୍ଲାରେ କିଛି ବେସରକାରୀ ସ୍କୁଲର ପିଲା ଏହି ସ୍ଥାନରେ ରହୁଛନ୍ତି । ଏପରିକି କିଛି ସରକାରୀ ସ୍କୁଲର ଫଳାଫଳ ଶୂନ ମଧ୍ୟ ରହିଥିବାର ନଜିର ରହିଛି । ତେବେ ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏକ ଭିନ୍ନ ପ୍ରୟାସ ସୁପର ୩o ।
ଭିଓ 01- ମାଟ୍ରିକ ପରୀକ୍ଷାରେ ଗତ କିଛି ବର୍ଷ ହେଲା ଗଜପତି ଜିଲାର ଫଲ ଉତ୍ସାହ ଜନକ ହେଉନଥିବା ବେଳେ ସରକାରୀ ବିଦ୍ୟାଳୟର ସ୍ଥିତି ଅତ୍ୟନ୍ତ ଦୟନୀୟ । ଏପରିକି କିଛି ସରକାରୀ ସ୍କୁଲର ଫଲାଫଳ ଶୂନ ମଧ୍ୟ ରହିଥିବାର ନଜିର ରହିଛି । ତେବେ ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏକ ଭିନ୍ନ ପ୍ରୟାସ ସୁପର ୩o । ଏହାକୁ ଜିଲ୍ଲାପାଳ ଉଦଘାଟନ କରିବା ସହ ଆସନ୍ତା ପରୀକ୍ଷା ପାଇଁ ପିଲାଙ୍କୁ ସ୍ବତନ୍ତ୍ର ଶିବିର ମାଧ୍ୟମରେ ପ୍ରସ୍ତୁତ କରାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ସ୍ବତନ୍ତ୍ର ପରୀକ୍ଷା ମାଧ୍ୟମରେ ବଛାଯାଇଥିବା ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏହି ଶିବିରରେ ରହି ନିଜର ପଢା ଆରମ୍ଭ କରିଛନ୍ତି । ସେମାନେ ପ୍ରତିଦିନ 5ଟାରେ ଉଠିବା ସହ ନିତ୍ୟକର୍ମ ସାରୁଛନ୍ତି । ଏହାପରେ ନିୟୋଜିତ ହୋଇଥିବା ଖେଳ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯୋଗଶିକ୍ଷା କରୁଛନ୍ତି । ପ୍ରାୟ 1ଘଂଟାର ଯୋଗାଭ୍ୟାସ ପରେ ସାଢେ ୬ଟାରୁ ସାଢେ 8ଟା ଯାଏଁ ପିଲାମାନେ ନିଜ ନିଜେ ପଢୁଛନ୍ତି । ସେହି ସମୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ପ୍ରତି ଧ୍ୟାନ ରଖୁଛନ୍ତି । ଏହାପରେ ପିଲାମାନଙ୍କୁ ଦିଆଯାଉଛି ଜଳଖିଆ । ସକାଳ ସାଢେ ୯ଟାରୁ ୫ଟା ଯାଏଁ ସ୍କୁଲ କରାଯାଉଛି । ଏହା ମଧ୍ୟରେ କିଛି ସମୟ ମଧ୍ୟାହ୍ନ ଭୋଜନ ବିରତି ପ୍ରଦାନ କରାଯାଉଛି । ସେହିଭଳି ସନ୍ଧ୍ୟା 6ଟାରୁ ରାତି 9ଟା ଯାଏଁ ପିଲାମାନଙ୍କ ପଢା ସମୟ ରଖାଯାଇଥିବା ସୁଚନା ଦେଇଛନ୍ତି ଏହି ଶିବିରରେ ନିୟୋଜିତ ଜଣେ ଶିକ୍ଷୟିତ୍ରୀ । ଏଥିପାଇଁ ୪ ଜଣ ୱାଡେ଼ନଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ୪ ଜଣ ଖେଳ ଶିକ୍ଷକ ଏବଂ ବିଭିନ୍ନ ବିଷୟର ୨୮ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି ।
         ବାଇଟ 01- ଅନୁପମ ସାହା ( ଜିଲ୍ଲାପାଳ, ଗଜପତି)
         ବାଇଟ 02- ସୁଲତା ଶୁଭଦର୍ଶିନୀ ( ଦାୟତ୍ବରେ ଥିବା ଶିକ୍ଷୟତ୍ରୀ )
ଭିଓ 02- ଏହି ଶିବିରରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ରହିଛନ୍ତି । ସେମାନେ ଏହାକୁ ନେଇ ବେଶ୍ ଉତ୍ସାହିତଶିବିରରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ରହିଛନ୍ତି । ସେମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । ବିଶେଷ କରି ଗ୍ରାମାଂଚଳରୁ ଆସିଥିବା ପିଲା ବେଶ୍ ଖୁସି ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଭଲ ଟ୍ୟୁସନ ଶିକ୍ଷକ ନଥିବାରୁ ସେମାନେ ପଢିପାରୁନଥିଲେ । ସ୍କୁଲରେ ଯାହା ପଢାଯାଉଥିଲା ତାହାକୁ ସେମାନେ ନିଜେ ହି ଘରେ ପଢି ଯାହା କରିପାରୁଥିଲେ । କିନ୍ତୁ ଏଠାରେ ଭଲ ପଢା ହେଉଥିବା ବେଳେ ସେମାନଙ୍କ ଖାଇବା ଏବଂ ରହିବା ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆସି ପଢାଉଛନ୍ତି ଏବଂ ସେମାନଙ୍କ ସନ୍ଦେହ ଦୂର ହୋଇପାରୁଛି । ତେଣୁ ସେମାନେ ଅଗାମି ପରୀକ୍ଷାରେ ନିଶ୍ଚିତ ଭାବେ ଏ୧ ପାଇବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ପାରଳାଖେମୁଣ୍ଡି ସହରର କିଛି ପିଲା ମଧ୍ୟ ଏହି ଶିବିରରେ ରହିଛନ୍ତି । ଯାହାକୁ ନେଇ ଅଭିଭାବକମାନେ କହିଛନ୍ତି ଯେ, ପ୍ରଶାସନର ଏଭଳି ଉଦ୍ୟମ ଦ୍ଵାରା ଆମ ପିଲା ଭଲ କରିବ ବୋଲି ଆଶା ରହିଛି । ତେବେ ପ୍ରଶାସନ ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ବୋଲି ସେମାନେ କହିଛନ୍ତି ।
         ବାଇଟ 03- ମୋନାଲିସା ପାତ୍ର ( ଛାତ୍ରୀ )
         ବାଇଟ 04- ପ୍ରଶାନ୍ତ ପାଣିଗ୍ରାହୀ ( ଅଭିଭାବକ )
ଫାଭିଓ - କେବଳ ଅଭିଭାକ କିମ୍ବା ଶିବିରାର୍ଥୀ ନୁହନ୍ତି ସାଧାରଣ ଲୋକେ ମଧ୍ୟ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ସାରା ଓଡିଶାରେ ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ତାହାପୁଣି ଆଦିବାସୀ ଅଧୁସିତ ଗଜପତି ଜିଲ୍ଲାରେ ଆରମ୍ଭ କରିବା ଜିଲ୍ଲାପାଳଙ୍କ ଉଦ୍ୟମରୁ ହିଁ ସମ୍ଭବ ହୋଇପାରିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।
……….ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭରତ ।... ।..................Body:SLUG — SUPER 30

……….ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭରତ ।... ।..................Conclusion:SLUG — SUPER 30

……….ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭରତ ।... ।..................
Last Updated : Jan 7, 2020, 11:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.