ETV Bharat / state

ଶିକ୍ଷକଙ୍କ ମାଡରେ ଆଇଟିଆଇ ଛାତ୍ର ଗୁରୁତର

ଗଜପତି ଜିଲ୍ଲା ରାୟଗଡ ବ୍ଲକସ୍ଥିତ ସରକାରୀ ଆଇଟିଆଇ କଲେଜର ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ । ଛାତ୍ର ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Oct 20, 2019, 4:08 AM IST

ଗଜପତି: ଗୁରୁ ଶିଷ୍ୟ ପରମ୍ପରା ଉପରେ ପୁଣି ଉଠିଛି ଆଙ୍ଗୁଳି । ଜଣେ ଶିକ୍ଷକଙ୍କ ମାଡରେ ଆଇଟିଆଇ ଛାତ୍ର ଗୁରୁତର । ଗଜପତି ଜିଲ୍ଲା ରାୟଗଡ ବ୍ଲକର ଏଭଳି ଏକ ଘଟଣା ଏବେ ଲୋକଲୋଚନକୁ ଆସିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଥିବା ସରକାରୀ ଆଇଟିଆଇ କଲେଜର ଦ୍ବିତୀୟ ବର୍ଷର ଛାତ୍ର ଧର୍ମପଦ ନାୟକଙ୍କୁ ସେହି କଲେଜର ଜଣେ ଶିକ୍ଷକ ମାଡ ମାରିଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ପଡି ରହିଥିବା ଧର୍ମପଦକୁ ଅନ୍ୟ ଛାତ୍ରମାନେ ଉଦ୍ଧାର କରି ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡ୍ୟୁଟିରେ ଥିବା ଡ଼ଃ ଶ୍ରବଣ କୁମାର ତାଙ୍କ ଚିକିତ୍ସା କରିଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ସ୍ଥାନାନ୍ତର କରିଛନ୍ତି ।

108 ଆମ୍ବୁଲାନ୍ସ ନମିଳିବାରୁ ଏକ ସ୍ବତନ୍ତ୍ର ଗାଡିରେ ଛାତ୍ର ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି । ତେବେ ଘଟଣା ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜର ଅଧ୍ୟକ୍ଷ ପ୍ରକାଶ ରଞ୍ଜନ ସୋରେନ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - STUDENT INJURE
FORMAT - AVB
REPORTER- HARIHARA PATNAIK
PLACE - GAJAPATI
DATE - 19.10.2019
ଭିଓ - ଗୁରୁ ଶିଷ୍ୟ ପରମ୍ପରା ଉପରେ ପୁଣି ଆଙ୍ଗୁଳି ନିର୍ଦ୍ଦେଶ । ଜଣେ ଶିକ୍ଷକଙ୍କ ମାଡରେ ଆଇଟିଆଇ ଛାତ୍ର ଗୁରୁତର । ଏଭଳି ଏକ ଘଟଣା ଲୋକ ଲୋଚନକୁ ଆସିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକରେ । ଏଠାରେ ଥିବା ସରକାର ଆଇଟିଆଇ କଲେଜର ଫିଟର ବ୍ରାଞ୍ଚର ଦ୍ବୀତୀୟ ବର୍ଷର ଛାତ୍ର ଧର୍ମପଦ ନାୟକଙ୍କୁ ସେହି କଲେଜର ଜଣେ ଶିକ୍ଷକ ମାରିଥିବା ଛାତ୍ରଙ୍କ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ପଡି ରହିଥିବା ଧର୍ମପଦକୁ ଅନ୍ୟ ଛାତ୍ରମାନେ ଉଦ୍ଧାର କରି ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡ୍ୟୁଟିରେ ଥିବା ଡା.ଶ୍ରବଣ କୁମାର ତାଙ୍କ ଚିକିତ୍ସା କରିଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତରନ୍ତ ପାରଳାଖେମୁଣ୍ଡି ସ୍ଥାନାନ୍ତର କରିଥିଲେ । ତେବେ 108 ଆମ୍ବୁଲାନ୍ସ ନମିଳିବାରୁ ଏକ ସ୍ବତନ୍ତ୍ର ଗାଡିରେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି । ତେବେ ଘଟଣା ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କିନ୍ତୁ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ତାଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଆଯାଇଥିବା କଲେଜର ଅଧ୍ୟକ୍ଷ କହିଛନ୍ତି ।
         ବାଇଟ - ପ୍ରକାଶ ରଂଜନ ସୋରେନ ( ଅଧ୍ୟକ୍ଷ, ରାୟଗଡ ଆଇଟିଆଇ)Body:SLUG - STUDENT INJURE

         ବାଇଟ - ପ୍ରକାଶ ରଂଜନ ସୋରେନ ( ଅଧ୍ୟକ୍ଷ, ରାୟଗଡ ଆଇଟିଆଇ)Conclusion:SLUG - STUDENT INJURE

         ବାଇଟ - ପ୍ରକାଶ ରଂଜନ ସୋରେନ ( ଅଧ୍ୟକ୍ଷ, ରାୟଗଡ ଆଇଟିଆଇ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.