ETV Bharat / state

ଗଜପତି ସୀମା ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଡିଆଇଜି

author img

By

Published : Apr 28, 2020, 8:28 PM IST

ଗଜପତି ଜିଲ୍ଲାର ସୀମାନ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ।

southern  DIG inspected the southern border of gajapati  district
ଗଜପତି ଜିଲ୍ଲା ସୀମା ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଡିଆଇଜି

ଗଜପତି: କରୋନା ମୁକାବିଲାରେ ଗଜପତି ଜିଲ୍ଲା ସୀମାର ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଆଜି ଜିଲ୍ଲା ଗସ୍ତରେ ଆସି ସେ ଜିଲ୍ଲାର ସମସ୍ତ ପ୍ରବେଶ ପଥ, ବିଶେଷ କରି ଆନ୍ତଃରାଜ୍ୟ ସୀମାରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଅନୁଧ୍ୟାନ କରିଥିଲେ । ଏହାପରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସପି ସାରା ଶର୍ମାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ସେ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ଥିବା ଚେକପୋଷ୍ଟ ଯାଞ୍ଚ କରିଥିଲେ । ଜିଲ୍ଲା ଏବଂ ପୋଲିସ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସନ୍ତେଷଜନକ ବୋଲି ସେ କହିଛନ୍ତି। ଅନ୍ୟପଟେ ଲୋକେ କୌଣସି ଗୁଜବକୁ ବିଶ୍ବାସ ନକରି କେବଳ ପ୍ରଶାସନର ଘୋଷଣାକୁ ହି ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଥିବା ବେଳେ ଲକଡାଉନ ସମସୟରେ ସରକାରୀ ନିୟମକୁ ପାଳନ କରି ସତର୍କ ରହିବାକୁ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.