ETV Bharat / state

ଗଜପତିରେ 'ସି ଟିମ' କରିବ ମହିଳାଙ୍କ ସୁରକ୍ଷା - women

ଗଜପତିରେ ମହିଳାଙ୍କ ସୁରକ୍ଷା କରିବ ସି ଟିମ । ଏବେ ନିଜକୁ ଅସୁରକ୍ଷିତ ମଣିବେ ନାହିଁ ଗଜପତିରେ ରହୁଥିବା କଲେଜ ଛାତ୍ରୀ ବା ମହିଳା । ଗଜପତି ପୋଲିସ ଦ୍ବାରା ଆରମ୍ଭ ହୋଇଛି ସି ଟିମ ଯୋଜନା ।

ଫଟୋ ସୌଜନ୍ୟ : ପ୍ରତିନିଧି,ଗଜପତି
author img

By

Published : Jun 26, 2019, 5:00 AM IST

ଗଜପତି: କିଶୋରୀ ଓ ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସି ଟିମ କାର୍ଯ୍ୟକ୍ରମ । ସୋମବାର ଏହାର ଲୋଗ ଉଦଘାଟନ ହୋଇଥିବା ବେଳେ ଏହାର ଗୀତ ଲୋକାର୍ପଣ ହୋଇଛି । ଏସପି ସାରା ଶର୍ମା ଏହାକୁ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଗଜପତି

ନାରୀର ସୁରକ୍ଷା ପାଇଁ କରିଛି ପଣ ଦେଶପାଇଁ ନିଜକୁ କରିଛି ପଣ । ଶୀର୍ଷକ ସଙ୍ଗୀତଟି ଖୋଦ ଏସପି ସାରା ଶର୍ମା ଗାଇଥିବା ବେଳେ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଗୁରୁ ରଘୁନାଥ ପାତ୍ର । ବିଭିନ୍ନ କାମରେ ମହିଳାମାନେ ନିୟୋଜିତ ହୋଇଥିବା ବେଳେ ସେମାନେ ଘର ବାହାରେ ରହିଥାନ୍ତି । ତେବେ ଅନେକ ସମୟରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ ସ୍କୁଲ କଲେଜରେ ମଧ୍ୟ ଛାତ୍ରୀମାନେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଥାନ୍ତି ।

ଏଭଳି ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଛି ସି ଟିମ । ଶିଶୁ ସୁରକ୍ଷା ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଜଣେ ମହିଳା ଇନସପେକ୍ଟରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଯେଉଁ ଟିମ ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କାର୍ଯ୍ୟାଳୟକୁ ଯାଇ ମହିଳାମାନଙ୍କୁ ସୁରକ୍ଷା ସଂପର୍କରେ ତଦାରଖ କରିବେ ବୋଲି ଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

SLUG - SHE TEAM PRESSMEET
FORMAT - AVB
REPORTER- HARIHARA PATNAIK
PLACE - GAJAPATI 
DATE - 25.06.2019

ଭିଓ - କିଶୋରୀ ଓ ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲସ ପକ୍ଷରୁ ଆରମ୍ଭ ହୋଇଛି ସି ଟିମ କାର୍ଯ୍ୟକ୍ରମ  । ସୋମବାର ଏହାର ଲୋଗ ଉଦଘାଟନ ହୋଇଥିବା ବେଳେ ଆଜି ଏହାର ଗୀତ ଲୋକାର୍ପଣ ହୋଇଛି  । ଏସପି ସାରା ଶର୍ମା ଏହାକୁ ଉଦଘାଟନ କରିଛନ୍ତି  । ନାରୀର ସୁରକ୍ଷା ପାଇଁ କରିଛି ପଣ ଦେଶପାଇଁ ନିଜକୁ କରିଛି ପଣ  । ଶୀର୍ଷକ ସଂଙ୍ଗୀତଟି ଖୋଦ ଏସପି ସାରା ଶର୍ମା ଗାଇଥିବା ବେଳେ ଏହାକୁ ସଂଙ୍ଗୀତରେ ସଜାଇଛନ୍ତି ଗୁରୁ ରଘୁନାଥ ପାତ୍ର  । ବିଭିନ୍ନ କାମରେ ମହିଳାମାନେ ନିୟୋଜିତ ହୋଇଥିବା ବେଳେ ସେମାନେ ଘର ବାହାରେ ରହିଥାନ୍ତି  । ତେବେ ଅନେକ ସମୟରେ ସେମାନେ ବିଭି୍ନ୍ନ କ୍ଷେତ୍ରରେ ନିର୍ଯ୍ୟତନାର ଶିକାର ହେଉଥିବା ଅଭିଯୋଗ ହେଉଛି  । କେବଳ ସେତିକି ନୁହେଁ ସ୍କୁଲ କଲେଜରେ ମଧ୍ୟ ଛାତ୍ରୀମାନେ ବିଭିନ୍ନ୍ ପ୍ରକାର ନିର୍ଯ୍ୟାତନାର ଶିକାର ହୋଇଥାନ୍ତି  । ଏଭଳି ମହଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଛି ସିଟିମ  । ଶିଶୁ ସୁରକ୍ଷା ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଜଣେ ମହଳା ଇନସପେକ୍ଟରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି  । ଯେଉଁ ଟିମ ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କାର୍ଯ୍ୟାଳୟକୁ ଯାଇ ମହିଳାମାନଙ୍କୁ ସୁରକ୍ଷା ସଂପର୍କରେ ତଦାରଖ କରିବେ ବୋଲି ଏସପି କହିଛନ୍ତି  । 
ବାଇଟ 1 - ସାରା ଶର୍ମା ( ଏସପି, ଗଜପତି)
        ବାଇଟ 2- ଗୁରୁ ରଘୁନାଥ ପାତ୍ର(ସଙ୍ଗୀତ ନିର୍ଦେଶକ)

VISUAL AND BYTE SENT BY FTP..........

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.