ETV Bharat / state

ଗଜପତି ଏସ୍‌ପି ଭାବେ ଦାୟିତ୍ବ ନେଲେ ସାରା ଶର୍ମା - sharma

ମଙ୍ଗଳବାର ଗଜପତି ଏସ୍‌ପି ଭାବେ ସାରା ଶର୍ମା ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ କାର୍ଯ୍ୟରତ ଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Feb 13, 2019, 8:12 PM IST

ଗଜପତି: ରାଜ୍ୟ ସରକାର ସୋମବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମୋଟ ୨୯ ଜଣଙ୍କୁ ନୂତନ ଦାୟିତ୍ବ ଦିଆଯାଇଛି । ନୂତନ ଦାୟିତ୍ବ ମିଳିବା ପରେ ଏହି କ୍ରମରେ ମଙ୍ଗଳବାର ଗଜପତି ଏସ୍‌ପି ଭାବେ ସାରା ଶର୍ମା ନୂତନ ଦାୟତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ କାର୍ଯ୍ୟରତ ଥିଲେ ।

ଜଣାଯାଇଛି ଯେ ବଦଳି ନିର୍ଦେଶ ପାଇବା ପରେ ସାରା ଶର୍ମା ମଙ୍ଗଳବାର ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି । ସେଠାରେ ଏସ୍‌ପି ଅମୂଲ୍ୟ କୁମାର ଦାସଙ୍କଠାରୁ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି
undefined

ଜିଲ୍ଲାରେ ଅପରାଧ ଅନୁସନ୍ଧାନ, ଅପରାଧ ରୋକିବା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ଫୋକସ କରିବା ପାଇଁ ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବରେ ସମାପନ କରିବା ଉପରେ ସର୍ବାଧିକ ଗୁରୁତ୍ୱ ରହିବ ବୋଲି ସେ କହିଛନ୍ତି । ଏହାସହ ଜିଲ୍ଲାରେ ଶାନ୍ତିଶୃଙ୍ଖଳାକୁ ବଜାୟ ରଖିବା ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଗତିବିଧି ଉପରେ କଡା ପଦଷେପ ନେବା ଦିଗରେ ସେ ଚେଷ୍ଟିତ ହେବେ ବୋଲି କହିଛନ୍ତି । ସାଧାରଣ ଜନତାଙ୍କ ବିଶ୍ୱାସଭାଜନ ହେବା ପାଇଁ ପୋଲିସ କାମ କରିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

ପତ୍ନୀଙ୍କୁ ନୁହେଁ, ରାକ୍ଷୀଙ୍କୁ ଲଭ ୟୁ କହିଲେ ରଣଭୀର

ମୁମ୍ବାଇ: ରଣଭୀର ସିଂହ ନିଜ ଅପକମିଂ ଫିଲ୍ମ 'ଗଲି ବୟ'ର ପ୍ରମୋଶନରେ ଜୋରସୋରରେ ଲାଗିଛନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ବିବାହ ପରେ ଏହା ତାଙ୍କର ଦ୍ବିତୀୟ ଫିଲ୍ମ । ଜଣାଇ ଦେଇଛୁ ଯେ ଦୁଇଜଣଙ୍କ ବିବାହଙ୍କୁ ମାତ୍ର ତିନି ମାସ ହୋଇଛି । ଇତିମଧ୍ୟରେ ରଣଭୀରଙ୍କ ମନଭରି ଯାଇଛି ଦୀପିକାଙ୍କ ପାଖରୁ  । ସେ ବର୍ତ୍ତମାନ ଆଉ ଏକ ଅଭିନେତ୍ରୀଙ୍କୁ କହିଛନ୍ତି ଆଇ ଲଭ ୟୁ । ତେବେ ଏକଥା ଆମେ କହୁନାହୁଁ । କଥାଟି ଜଣା ପଡିଛି ଏକ ଚାର୍ଟ ଶୋରେ । ଏହି ଚାର୍ଟ ଶୋରେ ରଣଭୀର ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କୁ ଆଇ ଲଭ ୟୁ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଆଇ ଲଭ ୟୁର କାହାଣୀ ।

ରଣଭୀର ଟ୍ରେଡ ଆନାଲିଷ୍ଟ କୋମଲ ନହାଟାଙ୍କ ଚାର୍ଟ ଶୋରେ ପ୍ରଶ୍ନ କରିଥିଲେ କି ତାଙ୍କ ଶୋରେ ସାକ୍ଷାତକାରରେ ସବୁଠାରୁ ଖରାପ ଅନୁଭୂତି କେଉଁ ସେଲିବ୍ରିଟିଙ୍କ ସହ ଥିଲା । ଏହାରର ଜବାବରେ କୋମଲ, ରାକ୍ଷୀଙ୍କ ନାଁ ନେଇଥିଲେ । ଏହାପରେ ଆଉ କଣ ଥିଲେ ସଙ୍ଗେ ସଙ୍ଗେ ରଣଭୀର କହିଥିଲେ କି ରାକ୍ଷୀ ରକଷ୍ଟାର । ଖାଲି ଏତିକି ନୁହେଁ ରଣଭୀର ଆହୁରି ମଧ୍ୟ କହିଥିଲେ କି ରାକ୍ଷୀ ଆଇ ଲଭ ୟୁ । ଏହି କଥାଟି ହୁଏତଃ ରଣଭୀର ମଜାମସ୍ତିରେ କହୁଥିବାର ଦେଖାଯାଇଥିଲେ । କିନ୍ତୁ ଏହା ଶୁଣି ପତ୍ନୀ ଦୀପଙ୍କ କିପରି ପ୍ରତିକ୍ରିୟା ରହିଥିବା ତାହା କେବଳ ରଣଭୀର ହିଁ ଜାଣିଥିବେ ।

ଯଦି କଥା ହେବା ନିର୍ଦ୍ଦେଶିକା ଜୋୟା ଅଖତରଙ୍କ ଫିଲ୍ମ 'ଗଲି ବୟ' ବିଷୟରେ, ତେବେ ରିଲିଜ ପୂର୍ବରୁ ହିଁ ହିଟ୍ ହୋଇସାରିଲାଣି ଏହି ଫିଲ୍ମ । ଫିଲ୍ମରେ ରଣଭୀରଙ୍କ ସହ ପ୍ରଥମଥର ମୁଖ୍ୟ ଭୂମିକାରେ ନଜର ଆସିବେ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ । ଫିଲ୍ମଟି ଷ୍ଟ୍ରିଟ ରାପର ଭିବିୟାନ ଫର୍ଣ୍ଣାଡିଜ ଏବଂ ନାବେଦଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମରେ ରଣଭୀର ରାପର ଭୂମିକାରେ ଅଭିନୟ ସହ ଗୀତ ଗାଇଥିବାର ମଧ୍ୟ ଦେଖାଯିବେ ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.