ETV Bharat / state

ଗଜପତି ଜିଲ୍ଲାରେ ପଲସ ପୋଲିଓ ଟୀକାକରଣର ଶୁଭାରମ୍ଭ - Pulse polio vaccination program started

ଗଜପିତ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ 574ଟି ବୁଥରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢନ୍ତ...

ପଲସ ପୋଲିଓ ଟୀକାକରଣର ଶୁଭାରମ୍ଭ
ପଲସ ପୋଲିଓ ଟୀକାକରଣର ଶୁଭାରମ୍ଭ
author img

By

Published : Jan 31, 2021, 10:47 AM IST

ଗଜପତି: ଆଜି ସାରା ଦେଶରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଜପିତ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ତରୀୟ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ପଲସ ପୋଲିଓ ଟୀକାକରଣର ଶୁଭାରମ୍ଭ

ଜିଲ୍ଲାରେ 574ଟି ବୁଥରେ ଏହି ଟୀକାକରଣ ଆରମ୍ଭ ହୋଇଛି । ଏହା ସହିତ ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀ ଜନ୍ମରୁ ପାଞ୍ଚ ବର୍ଷର ଶିଶୁଙ୍କୁ ବର୍ଷର ପ୍ରଥମ ପଲସ ପୋଲିଓ ଟିକା ଦେଇଛନ୍ତି । ଟିକା ଦେବା ସମୟରେ ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ ଦେଉଛନ୍ତି ରାଜ୍ୟ ସରକାର ।

ଜିଲ୍ଲାରେ ପୋଲିଓ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ପାତ୍ର ଓ ରାଜ୍ୟ ଟୀକାକରଣ ସଂଯାଜକ ବିଶ୍ବଜିତ୍ ମୋଦୋକ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆଗାମୀ ତିନି ଦିନ ଧରି ଚାଲିବ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.