ETV Bharat / state

ପୁଣି ଚର୍ଚ୍ଚାରେ ଗଜପତି ଏସପି: କିନ୍ନରଙ୍କ ପାଇଁ ଖୋଲିଲେ ଓମଫେଡ ପାର୍ଲର

କିନ୍ନରଙ୍କ ଦୁଃଖ ବୁଝିଲେ ଗଜପତି ଏସପି ସାରା ଶର୍ମା । ସରକାରୀ ହସ୍ପିଟାଲ ସମ୍ମୁଖରେ ଖୋଲିଲେ ଓମଫେଡ ପାର୍ଲର । ଅଧିକ ପଢନ୍ତୁ...

author img

By

Published : Dec 26, 2019, 2:07 PM IST

Omfed parlour
କିନ୍ନରଙ୍କ ପାଇଁ ଖୋଲିଲା ଓମ୍ଫେଡ ପାର୍ଲର

ଗଜପତି: ସାଧାରଣତଃ କିନ୍ନରଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖିଆସିଛି । ଏପରିକି ପରିବାର ଲୋକେ ମଧ୍ୟ ସେମାନଙ୍କୁ ନିଜ ଠାରୁ ଦୂରେଇ ଦେବାକୁ ପଛାଉ ନାହାଁନ୍ତି । ଏଭଳି ସ୍ଥିତିରେ ନିଜର ଜୀବନ ଜୀବିକା ସଂଗ୍ରହ ପାଇଁ କିନ୍ନରମାନେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି ଭଳି କୁତ୍ସିତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ଏଭଳି ସ୍ଥିତିରେ କିନ୍ନରଙ୍କୁ ଥଇଥାନ କରିବା ପାଇଁ ଓମ୍ଫେଡ ପାର୍ଲର ଖୋଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା ।

କିନ୍ନରଙ୍କ ପାଇଁ ଖୋଲିଲା ଓମ୍ଫେଡ ପାର୍ଲର

ସରକାରୀ ହସ୍ପିଟାଲ ସମ୍ମୁଖରେ ଏହାକୁ ସ୍ଥାପନ କରାଯାଇଥିବାବେଳେ ବୁଧବାର ଏହାକୁ ଉଦଘାଟନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ଏହି ଅବସରରେ ବିଧାୟକ କହିଛନ୍ତି ଯେ, ଏସପି ଜିଲ୍ଲାରେ ଯୋଗଦେବା ପର ଠାରୁ ଲୋକଙ୍କ ଉନ୍ନତି ପାଇଁ ସବୁବେଳେ ଚେଷ୍ଟିତ ଅଛନ୍ତି । ସେଥିପାଇଁ ସେ ବିଭିନ୍ନ ସମୟରେ ଭିନ୍ନ କିଛି କରି ଦେଖାଇଛନ୍ତି । ତେଣୁ ସେ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ଅଟନ୍ତି ବୋଲି ବିଧାୟକ କହିଛନ୍ତି ।

ଅନ୍ୟପଟେ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ କିନ୍ନରମାନଙ୍କ ସଂପର୍କରେ ତାଙ୍କର ଭିନ୍ନ ମତ ରହିଥିଲା । ହେଲେ ସେମାନଙ୍କ ସଂପର୍କରେ ଅଧିକ ପଢାପଢି କରିବା ପରେ ତାଙ୍କର ଅସଲ ଦୁଃଖ ଜଣାପଡିଥିଲା । ସେହିଦିନ ଠାରୁ ସେମାନଙ୍କ ପାଇଁ କିଛି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲି । ଅନ୍ୟପଟେ କିନ୍ନରମାନଙ୍କୁ ରୋଜଗାର ପନ୍ଥା ମିଳିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଓମଫେଡ ପାର୍ଲର 24ଘଣ୍ଟା ଖୋଲା ରହିବା ସହ,ଏଠାରେ ଚାହା, କଫି ଏବଂ ଗରମ କ୍ଷୀର ସାଙ୍ଗକୁ ପାଣି ମଧ୍ୟ ବିକ୍ରି କରାଯିବ ବୋଲି ସେମାନେ କହିଛନ୍ତି । ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସଂପର୍କୀୟଙ୍କୁ ବହୁ ମାତ୍ରାରେ ଏହା ସୁବିଧା ଦେବ । ତେବେ ଏସପିଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - OMFED PARLOUR INUGRATION
FORMAT - PKG
REPORTER- HARIHARA PATNAIK
PLACE - GAJAPATI
DATE - 25.12.2019
ଆଙ୍କର-କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଓମ୍ଫେଡ ପାର୍ଲର ଖୋଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା । ସ୍ଥାନୀୟ ହସ୍ପିଟାଲ ସମ୍ମୁଖରେ ଏହାକୁ ସ୍ଥାପନ କରାଯାଇଥିବା ବେଳେ ବୁଧବାର ସନ୍ଧ୍ୟାରେ ଏହା ଉଦଘାଟିତ ହୋଇଛି । ଏହାଦ୍ଵାରା କିନ୍ନରମାନେ ମୁଖ୍ୟସ୍ରୋତକୁ ଫେରିପାରିବେ ବୋଲି ଏସପି କହିଥିବା ବେଳେ କିନ୍ନରମାନେ ମଧ୍ୟ ରୋଜଗାର ପନ୍ଥ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।.............
ଭିଓ 01- ସାଧରଣତଃ କିନ୍ନର ମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖିଆସିଛି । ଏପରିକି ସେମାନଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କ ନିଜ ଠାରୁ ଦୂରେଇ ଦେବାକୁ ପଛାଉ ନାହାଁନ୍ତି । ଏଭଳି ସ୍ଥିତିରେ ନିଜର ଜୀବନ ଜିବିକା ସଂଗ୍ରହ ପାଇଁ କିନ୍ନରମାନେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତି ଭଳି କୁତ୍ସିତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । କାରଣ ସେମାନଙ୍କୁ କୌଣସି ସ୍ଥାନରେ କର୍ମସଂସ୍ଥାନ ମିଳେ ନାହିଁ । ସେହି ସମାନ ଅବସ୍ଥାରେ ଥିଲେ ପାରଳାଖେମୁଣ୍ଡିର କିନ୍ନର ମାନେ । ଏହାକୁ ଦେଖିବା ପରେ ଗଜପତି ଏସପି ସାରା ଶର୍ମା ଏମାନଙ୍କ ପାଇଁ କର୍ମ ନିୟୋଜନର ବ୍ୟବସ୍ଥା କରିବାକୁ ଚିନ୍ତା କରିବା ସହ ସେମାନଙ୍କ ପାଇଁ ସ୍ଥାନୀୟ ହସ୍ପିଟାଲ ପରିସରରେ ଏକ ଓମଫେଡ ପାର୍ଲର ଟିଏ ନିର୍ମାଣ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଏହାକୁ ଉଦଘାଟନ କରିଥିଲେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ଏନେଇ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ କିନ୍ନରମାନଙ୍କ ସଂପର୍କରେ ତାଙ୍କର ଭିନ୍ନ ମତ ରହିଥିଲା । ହେଲେ ସେମାନଙ୍କ ସଂପର୍କରେ ଅଧିକ ପଢା ପଢି କରିବା ବେଳେ ତାଙ୍କର ଅସଲ ଦୁଃଖ ଜଣା ପଡିବା ସହ ସେମାନେ ଭିକ୍ଷାବୃତି ଭଳି କୁତ୍ସିତ କାର୍ଯ୍ୟକୁ କାହିଁକି ଆପଣାଇଥାନ୍ତି ତାହା ଜାଣିବାକୁ ପାଇଥିଲେ । ସେହିଦିନ ଠାରୁ ସେମାନଙ୍କ ପାଇଁ କିଛି କରି ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ସେମାନଙ୍କ ପାଇଁ ଏହି ଓମଫେଡ ପାର୍ଲର ନିର୍ମାଣ କରିଛନ୍ତି । ଏହାଦ୍ଵାରା କିନ୍ନରମାନେ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ପାର୍ଲରକୁ ଉଦଘାଟନ କରିବା ଅବସରରେ ପାରଳାଖେମୁଣ୍ଡି ବିଧାୟକ କହିଛନ୍ତି ଯେ, ଏସପି ସାରା ଶର୍ମା ଜିଲ୍ଲାରେ ଯୋଗଦେବା ପର ଠାରୁ ଏଠାକାର ଲୋକଙ୍କ ଉନ୍ନତି ପାଇଁ ସବୁ ବେଳେ ଚେଷ୍ଟିତ ଅଛନ୍ତି । ସେଥିପାଇଁ ସେ ବିଭିନ୍ନ ସୂମୟରେ ଭିନ୍ନ କିଛି କରି ଦେଖାଇଛନ୍ତି । ତେଣୁ ଏ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ବୋଲି ବିଧାୟକ କହିଛନ୍ତି ।...........
         ବାଇଟ 01- ସାରା ଶର୍ମା ( ଏସପି, ଗଜପତି)
         ବାଇଟ 02- କେ.ନାରାୟଣ ରାଓ ( ବିଧାୟକ , ପାରଳାଖେମୁଣ୍ଡି )
ଭିଓ 02-ପାର୍ଲର ଉଦଘାଟନ ପରେ କିନ୍ନର ମାନେ ବେଶ ଖୁସି ପ୍ରକାଶ କରିବା ସହ ଏଥିରେ କଷ୍ଟ କରି ସେମାନେ ଜିବିକା ନିର୍ବାହ କରିବେ ବୋଲି କହିଛନ୍ତି । ଆମ ନିକଟରେ ପ୍ରତିଭା ରହିଥିଲେ ମଧ୍ୟ ସମାଜରେ ଆମକୁ ଏକ ପ୍ରକାର ଅଛୁଆଁ କରିଦିଆଯାଇଥିବାରୁ ଆମେ ବଂଚିବା କଷ୍ଟକର ହୋଇପଡିଛି । ତେଣୁ ବାଧ୍ୟ ହୋଇ ଟ୍ରେନ କିମ୍ବା ବସରେ ବୁଲି ଭିକ୍ଷାବୃତି କରି ବଞ୍ଚିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ମଧୁ କିନ୍ନର କହିଛନ୍ତି । ହେଲେ ଏସପିଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଏହି ପାର୍ଲର ତାଙ୍କ ନୂତନ ରାହା ଦେବ ବୋଲି ଆଶା ପ୍ରକାଶ କରିବା ସହ ଏଥିପାଇଁ ସେମାନଙ୍କୁ ଯାହା କଷ୍ଠ ସହିବାକୁ ପଦ ତାହ କରି ନିଜର ପ୍ରତିଭା ପ୍ରଦର୍ଶନ କରିବୁ ବୋଲି ସେ ହୃଦୟ ବ୍ୟକ୍ତି ପ୍ରକାଶ କରିଛନ୍ତି । ଏହା 24ଘଣ୍ଟା ଖୋଲା ରହିବା ସହ ଏଠାରେ ଚାହା,କଫି ଏବଂ ଗରମ କ୍ଷୀର ସାଙ୍ଗକୁ ପାଣି ମଧ୍ୟ ବିକ୍ରି କରାଯିବ ବୋଲି ସେମାନେ କହିଛନ୍ତି ।...............
         ବାଇଟ 03- ମଧୁ (କିନ୍ନର)
         ବାଇଟ 04- ସୁନିତା ( କିନ୍ନର)
ଫାଭିଓ-ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସଂପର୍କୀୟ ଏସବୁ ପାଇଁ ଆଗରୁ ଯେଉଁ ଅସୁବିଧା ଭୋଗ କରୁଥିଲେ ତାହା ଦୂର ହୋଇପାରିବା ସହ କିନ୍ନରମାନେ ମଧ୍ଯ ରୋଜଗାର ପନ୍ଥା ପରାଇଛନ୍ତି । ତେଣୁ ଏସପିଙ୍କ ଏଭଳି କାମକୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି ।...........
.......ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ।..............Body:SLUG - OMFED PARLOUR INUGRATION

.......ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ।..............Conclusion:SLUG - OMFED PARLOUR INUGRATION

.......ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ।..............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.