ETV Bharat / state

ମିଳିଲାନି ମହାପ୍ରୟାଣ, 3 କିମି ଖଟିଆରେ ବୁହା ହେଲା ମୃତଦେହ - ଗଜପତିରେ ମୃତକଙ୍କୁ ମିଳିଲାନି ମହାପ୍ରୟାଣ

ପୁଣି ମୃତ ଦେହକୁ ଅଣଦେଖା । ମୃତକଙ୍କୁ ମିଳିଲାନି ମହାପ୍ରୟାଣ । ବାଧ୍ୟ ହୋଇ ମୃତ ଦେହକୁ 3 କିମି ଖଟିଆରେ ବୋହିନେଲେ ପରିବାର ଲୋକେ ।

ମିଳିଲାନି ମହାପ୍ରୟାଣ, 3 କିମି ଖଟିଆରେ ବୁହା ହେଲା ମୃତଦେହ
author img

By

Published : Sep 12, 2019, 4:09 AM IST

ଗଜପତି: ଜିଲ୍ଲାର ରାୟଗଡ ବ୍ଲକରେ ଅଭାବନୀୟ ଘଟଣା । ପୁଣି ମୃତ ଦେହକୁ ଅଣଦେଖା । ମୃତକଙ୍କୁ ମିଳିଲାନି ମହାପ୍ରୟାଣ । ବାଧ୍ୟ ହୋଇ ମୃତ ଦେହକୁ 3 କିମି ଖଟିଆରେ ବୋହିନେଲେ ପରିବାର ଲୋକେ ।

ମିଳିଲାନି ମହାପ୍ରୟାଣ, 3 କିମି ଖଟିଆରେ ବୁହା ହେଲା ମୃତଦେହ

ଏଠାରେ ସୂଚନାଯୋଗ୍ୟ, ରାୟଗଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର କଲୋନୀ ବାସିନ୍ଦା କାର୍ତ୍ତୀକ ଶବର(60) ଜ୍ବର ଓ ଝାଡା ରୋଗରେ ଆକ୍ରାନ୍ତ ଥିଲେ । ଯେଉଁ କାରଣରୁ ତାଙ୍କୁ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଏହାପରେ ପରିବାର ଲୋକେ ମହାପ୍ରୟାଣକୁ ଫୋନରେ ଯୋଗାଯୋଗ କରିଥିଲେ । ମାତ୍ର ଗାଡି ଉପଲବ୍ଧ ନଥିବାରୁ ସେମାନେ ମୃତ ଦେହକୁ ଖଟିଆରେ 3 କିମି ନିଜ ଗାଁ କୁ ବୋହି ନେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଘଟିଛି ଅଭାବନୀୟ ଘଟଣା .ଶବ କୁ ଅଣଦେଖା .ଚିକିଛାଧୀନ ସମୟରେ ରୋଗୀର ମୃତ୍ୟୁ ଘଟିବାପରେ ମିଳିଲାନି ମହାପ୍ରୟାଣ .ବାଧ୍ୟ ହୋଇ 3 କିମି ଖଟିଆ ରେ ବୋହିନେଲେ ପରିବାର ଲୋକେ .ସୂଚନାଥାଉ କି ଯେ ରାୟଗଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ପୁର କଲୋନୀ ବାସିନ୍ଦା କାର୍ତିକ ଶବର ବୟସ 60 ଜ୍ୱର ଓ ଝାଡା ରୋଗ ରେ ଆକ୍ରାନ୍ତ ହୋଇ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛାଧୀନ ସମୟ ରେ ମୃତ୍ୟୁ ବରଣ କରିଥିଲେ .ତେବେ ପରିବାର ଲୋକେ ମହାପ୍ରୟାଣ କୁ ଫୋନ ରେ ଯୋଗାଯୋଗ କରିଥିଲେ କିନ୍ତୁ ଗାଡି ଉପଲବ୍ଧ ନଥିବା ରୁ ସେମାନେ ଶବ କୁ ଖଟିଆ ରେ 3 କିମି ନିଜ ଗାଁ କୁ ବୋହି ନେଇଥିଲେ.Body:ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଘଟିଛି ଅଭାବନୀୟ ଘଟଣା .ଶବ କୁ ଅଣଦେଖା .ଚିକିଛାଧୀନ ସମୟରେ ରୋଗୀର ମୃତ୍ୟୁ ଘଟିବାପରେ ମିଳିଲାନି ମହାପ୍ରୟାଣ .ବାଧ୍ୟ ହୋଇ 3 କିମି ଖଟିଆ ରେ ବୋହିନେଲେ ପରିବାର ଲୋକେ .ସୂଚନାଥାଉ କି ଯେ ରାୟଗଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ପୁର କଲୋନୀ ବାସିନ୍ଦା କାର୍ତିକ ଶବର ବୟସ 60 ଜ୍ୱର ଓ ଝାଡା ରୋଗ ରେ ଆକ୍ରାନ୍ତ ହୋଇ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛାଧୀନ ସମୟ ରେ ମୃତ୍ୟୁ ବରଣ କରିଥିଲେ .ତେବେ ପରିବାର ଲୋକେ ମହାପ୍ରୟାଣ କୁ ଫୋନ ରେ ଯୋଗାଯୋଗ କରିଥିଲେ କିନ୍ତୁ ଗାଡି ଉପଲବ୍ଧ ନଥିବା ରୁ ସେମାନେ ଶବ କୁ ଖଟିଆ ରେ 3 କିମି ନିଜ ଗାଁ କୁ ବୋହି ନେଇଥିଲେ.Conclusion:ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଘଟିଛି ଅଭାବନୀୟ ଘଟଣା .ଶବ କୁ ଅଣଦେଖା .ଚିକିଛାଧୀନ ସମୟରେ ରୋଗୀର ମୃତ୍ୟୁ ଘଟିବାପରେ ମିଳିଲାନି ମହାପ୍ରୟାଣ .ବାଧ୍ୟ ହୋଇ 3 କିମି ଖଟିଆ ରେ ବୋହିନେଲେ ପରିବାର ଲୋକେ .ସୂଚନାଥାଉ କି ଯେ ରାୟଗଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ପୁର କଲୋନୀ ବାସିନ୍ଦା କାର୍ତିକ ଶବର ବୟସ 60 ଜ୍ୱର ଓ ଝାଡା ରୋଗ ରେ ଆକ୍ରାନ୍ତ ହୋଇ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛାଧୀନ ସମୟ ରେ ମୃତ୍ୟୁ ବରଣ କରିଥିଲେ .ତେବେ ପରିବାର ଲୋକେ ମହାପ୍ରୟାଣ କୁ ଫୋନ ରେ ଯୋଗାଯୋଗ କରିଥିଲେ କିନ୍ତୁ ଗାଡି ଉପଲବ୍ଧ ନଥିବା ରୁ ସେମାନେ ଶବ କୁ ଖଟିଆ ରେ 3 କିମି ନିଜ ଗାଁ କୁ ବୋହି ନେଇଥିଲେ.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.