ETV Bharat / state

ପୁଣି ଚର୍ଚ୍ଚାରେ ସାରା, ଲୋକଙ୍କୁ ନଚାଇ ଦେଲେ ଫିଟନେସ ଫଣ୍ଡା - gajapati sp sara sharma

ପୁଣି ଚର୍ଚ୍ଚାକୁ ଆସିଲେ ଗଜପତି ଏସପି ସାରା ଶର୍ମା । ଏଥର ଏରୋବିକ ମ୍ୟୁଜିକରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟନେସ ଫଣ୍ଡା ବତାଇଛନ୍ତି ଏହି ଲେଡି ଆଇପିଏସ ।

ଡିଜାଇନ ଫଟୋ
author img

By

Published : Nov 19, 2019, 8:53 PM IST

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାକୁ ଆସିଲେ ଗଜପତି ଏସପି ସାରା ଶର୍ମା । ଏଥର ଏରୋବିକ ମ୍ୟୁଜିକରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟନେସ ଫଣ୍ଡା ବତାଇଛନ୍ତି ଏହି ଲେଡି ଆଇପିଏସ । ସ୍ବାସ୍ଥ୍ୟ ହିଁ ସମ୍ପଦ ହୋଇଥିବାବେଳେ ସମସ୍ତେ କିଭଳି ସ୍ବାସ୍ଥ୍ୟବାନ ରହିବେ ସେହି ଆଭିମୁଖ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ସାରା । ଏସପିଙ୍କ ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ପୁଣି ଚର୍ଚ୍ଚାରେ ସାରା, ଲୋକଙ୍କୁ ନଚାଇ ଦେଲେ ଫିଟନେସ ଫଣ୍ଡା

ନାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ହେଉ କିମ୍ବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାରେ, କି ଅକ୍ଷୟ ଦାନ ପାତ୍ର କାର୍ଯ୍ୟକ୍ରମ ହେଉ ବିଭିନ୍ନ ସମୟରେ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ଥାନ୍ତି ସେ । ହେଲେ ମଙ୍ଗଳବାର ଏରୋବିକ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କୁ ଫିଟନେସ ଫଣ୍ଡା ବିତାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାରା ।

ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ଏସପି ଏଭଳି କାର୍ଯ୍ୟକ୍ରମ କରିଥିବାବେଳେ ଏଥିରେ ଜିଲ୍ଲା ପୋଲିସର ଶତାଧିକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷିରେ ସ୍ବାସ୍ଥ୍ୟ ହିଁ ସମ୍ପଦ, ସ୍ବାସ୍ଥ୍ୟକୁ ନିରୋଗ ରଖିବା ପାଇଁ ବ୍ୟାୟାମ ଏକ ପ୍ରକୃଷ୍ଟ ମାଧ୍ୟମ । ତେଣୁ ଲୋକଙ୍କୁ ସ୍ବାସ୍ଥ୍ୟବାନ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଏସପି କହିଛନ୍ତି ।

ସେପଟେ ଏସପିଙ୍କ ଏହି ଫିଟନେସ ଫଣ୍ଡା ଶିଖିବା ପାଇଁ ମଙ୍ଗଳବାର ସକାଳୁ ଷ୍ଟାଡିୟମ ପରିସରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସହରର ବରିଷ୍ଠ ନାଗରିକ ଏବଂ ଜନପ୍ରତିନିଧି ଭଳି ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ପ୍ରାୟ ଘଣ୍ଟାଏ ଧରି ଏମାନେ ଏରୋବିକ ମ୍ୟୁଜିକର ତାଳେ ତାଳେ ନାଚିବା ସହ ବ୍ୟାୟାମ କରିଥିଲେ । ସହରର ପ୍ରଥମ ଥର ପାଇଁ ଏଭଳି ଶିବିର ଆୟୋଜିତ ହୋଇଥିବାରୁ ସମସ୍ତେ ବେଶ୍‌ ଉତ୍ସାହିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - SARA SHARMA FITNESS FUNDA
FORMAT - PKG
REPORTER- HARIHARA PATNAIK
PLACE - GAJAPATI
DATE - 19.11.2019
ଆଙ୍କର - ପୁଣି ଚର୍ଚ୍ଚାକୁ ଆସିଲେ ଗଜପତି ଏସପି । ଏଥର ଏରୋବିକ ମ୍ୟୁଜିକରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟନସର ଫଣ୍ଡା ବତାଇଛନ୍ତି ଏହି ଲେଡି ଆଇପିଏସ । ସ୍ବାସ୍ଥ୍ୟ ହିଁ ସଂପଦ ହୋଇଥିବା ବେଳେ ସମସ୍ତେ କିଭଳି ସ୍ବାସ୍ଥ୍ୟବାନ ରହିବେ ସେହି ଆଭିମୁଖ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ସାରା । ଏସପିଙ୍କ ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଭିଓ 01- ନାରୀଙ୍କ ସରୁକ୍ଷା ପାଇଁ ପଦକ୍ଷେପ ନେବା ହେଉ କିମ୍ବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାରେ କି ଅକ୍ଷୟ ଦାନ ପାତ୍ର କାର୍ଯ୍ୟକ୍ରମ ହେଉ ବିଭିନ୍ନ ସମୟରେ ନିଆରା କାର୍ଯ୍ୟକ୍ରମ କରି ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥିବା ଗଜପତି ଏସପି ସାରା ଶର୍ମା ବର୍ତମାନ ଏରୋବିକ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କୁ ଫିଟନେସ ଫାଣ୍ଡା ବତାଇ ପୁଣି ଚର୍ଚାକୁ ଆସିଛନ୍ତି । ମଙ୍ଗଳବାର ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ଏସପି ଏଭଳି କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ ଜିଲ୍ଲା ପୋଲିସର ଶତାଧୀକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ସ୍ବାସ୍ଥ୍ୟ ହିଁ ସଂପଦ, ସ୍ବାସ୍ଥ୍ୟକୁ ନିରୋଗୀ ରଖିବା ପାଇଁ ବ୍ୟାୟାମ ଏକ ପ୍ରକୃଷ୍ଠ ମାଧ୍ୟମ । ତେଣୁ ଲୋକଙ୍କୁ ସ୍ବାସ୍ଥ୍ୟବାନ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଏସପି କହିଥିବା ବେଳେ ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିବା କହିଛନ୍ତି । ଯଦି ଲୋକ ସଂଖ୍ୟ ବୃଦ୍ଧି ପାଏ ତାହା ହେଲେ ଯୋଗ,ବ୍ୟାୟାମ, ଟ୍ରାକିଂ ଆଦିକୁ ମଧ୍ୟ ସାମିଲ କରାଯିବ ବୋଲି ସେ କହିଛନ୍ତି ।
                  ବାଇଟ 01- ସାରା ଶର୍ମା ( ଏସପି, ଗଜପତି )
ଭିଓ 02- ଏସପିଙ୍କ ଏହି ଫିଟନେସ ଫଣ୍ଡା ଶିଖିବା ପାଇଁ ଆଜି ସକାଳୁ ଷ୍ଟାଡିୟମ ପରିସରରେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ସହରର ବରିଷ୍ଠ ନାଗରିକ ଏବଂ ଜନପ୍ରତିନିଧୀ ଭଳି ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ପ୍ରାୟ ଘଣ୍ଟାଏ ଧରି ଏମାନେ ଏରୋବିକ ମ୍ୟୁଜିକର ତାଳେ ତାଳେ ନାଚିବା ସହ ବ୍ୟାୟାମ କରିଥିଲେ । ସହରର ପ୍ରଥମ ଥର ପାଇଁ ଏଭଳି ଶିବିର ଆୟୋଜିତ ହୋଇଥିବାରୁ ସମସ୍ତେ ବେସ ଉତ୍ସାହିତ ଥିଲେ ।
                  ବାଇଟ 02- କେ.ସୁରିୟା ରାଓ ( ପୂର୍ବତନ ବିଧାୟକ )
ଫାଭିଓ - ଏଭଳି ଶିବିର ଆୟୋଜନ କରି ଲୋକଙ୍କୁ ସ୍ବାସ୍ଥ୍ୟବାନ ରଖିବା ସହ ପୋଲିସ ଯେ, ସାଧାରଣ ଲୋକଙ୍କ ବନ୍ଧୁ ଏସପି ସାରାଙ୍କ ଏହି କାର୍ଯ୍ୟକ୍ରମ ଦ୍ବାରା ଏହା ପ୍ରମାଣିତ ହେଉଛି ।
........ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।......Body:SLUG - SARA SHARMA FITNESS FUNDA

........ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।....Conclusion:SLUG - SARA SHARMA FITNESS FUNDA

........ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।....
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.