ETV Bharat / state

ସି’ ଟିମ ପରେ ସାରାଙ୍କ ମିଶନ 'ଉଡାନ', ସେନାରେ ଭର୍ତ୍ତି ପାଇଁ ଦେବେ ଟ୍ରେନିଂ

ବେକାର ଯୁବକଙ୍କୁ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏଥିରେ ଜିଲ୍ଲାର ବଛା ବଛା 500 ଯୁବକଙ୍କୁ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏସପି ସାରା ଶର୍ମା ।

author img

By

Published : Aug 1, 2019, 8:40 PM IST

ଫଟୋ ସୌଜନ୍ୟ:ପ୍ରତିନିଧି,ଗଜପତି

ଗଜପତି: ପୁଣି ଚର୍ଚ୍ଚାରେ ଗଜପତି ପୁଲିସ । କେତେବେଳେ ଫନି ପାଇଁ ଅର୍ଥ ଯୋଗାଡ କରିବାକୁ ଭିକ୍ଷାଥାଳ ଧରିଥିଲେ ତ ପୁଣି କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ସି'ଟିମ ଗଠନ କରି ଚର୍ଚ୍ଚାକୁ ଆସିଥିଲେ ଗଜପତି ଏସପି ସାରା ଶର୍ମା। ଏଥର ପୁଣି ଅପରାଧକୁ ରୋକିବା ଓ ନିଯୁକ୍ତି ବଢାଇବା ପାଇଁ ବେକାର ଯୁବକଙ୍କୁ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ଗଜପତି

ଯେଉଁଥିରେ ବେକାର ଯୁବକଙ୍କୁ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବା ପାଇଁ ଶାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଏକ ତାଲିମ କାର୍ଯ୍ୟକ୍ରମ 'ଉଡାନ' । ଏଥିରେ ଜିଲ୍ଲାର ବଛା ବଛା 500 ଯୁବକଙ୍କୁ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖି ଏସପି ସାରା ଶର୍ମା ।

ଗାଁରେ ରହୁଥିବା ଯୁବକମାନେ ଯେକୌଣସି ଚାକିରି ପାଇଁ ସାକ୍ଷାତକାର ପାଇଁ ଗଲେ ବିଫଳ ହେଉଛନ୍ତି । ସାକ୍ଷାତକାର ସଂପର୍କରେ କୌଣସି ଜ୍ଞାନ ନଥିବା ଯୋଗୁଁ ଯୁବକମାନେ ବିଫଳ ହେଉଛନ୍ତି । ଫଳରେ ଯୁବକମାନେ ବିପଥଗାମୀ ହେଉଛନ୍ତି । ତେବେ ଏହାକୁ ରୋକିବା ପାଇଁ ପିଲାଙ୍କୁ ଶାରିରୀକ ଓ ମନସିକ ସ୍ତରରେ ପ୍ରସ୍ତୁତ କରାଇବାର ଲକ୍ଷ୍ୟ ନେଇ ଏହି ତାଲିମ ଶିବିର ଆୟୋଜିତ ହୋଇଥିବା କହିଛନ୍ତି ଗଜପତି ଏସପି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - UDAAN INUGRATION
FORMAT - AVB
REPORT-HARIHARA PATNAIK
PLACE - GAJAPATI
DATE - 01.08.2019
ଭିଓ - ବେକାର ଯୁବକଙ୍କୁ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀରେ ଯୋଗଦଦେବା ପାଇଁ ସାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଏକ ତାଲିମ କାର୍ଯ୍ୟକ୍ରମ ଉଡାନ୍ । ଜିଲ୍ଲାର ବଛା ବଛା 500 ଯୁବକଙ୍କୁ ଏହି ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖି ଏସପି ସାରା ଶର୍ମା ଏକ ନିଆରା ପଦେକ୍ଷପ ଗ୍ରହଣ କରିଛନ୍ତି । ଗାଁରେ ରହୁଥିବା ଯୁବକମାନେ ଯେକୌଣସି ଚାକିରି ପାଇଁ ସାକ୍ଷାତକାର ପାଇଁ ଗଲେ ବିଫଳ ହେଉଛନ୍ତି । ସାକ୍ଷାତକାର ସଂପର୍କରେ କୌଣସି ଜ୍ଞାନ ନଥିବା ଯୋଗୁଁ ଯୁବକମାନେ ବିଫଳ ହେଉଛନ୍ତି । ଫଳରେ ଯୁବକମାନେ ବିପଥଗାମୀ ହୋଇଥାନ୍ତି । ତେବେ ଏହାକୁ ରୋକିବା ସହ ସାକ୍ଷାତକାର ପାଇଁ ପିଲାଙ୍କୁ ଶାରିରୀକ ଓ ମନସିକ ସ୍ତରରେ ପ୍ରସ୍ତୁତ କରାଇବାର ଲକ୍ଷ୍ୟ ନେଇ ଏହି ତାଲିମ ଶିବିର ଆଯୋଜିତ ହୋଇଛି । ଏହି ସିବିରରେ ପିଲାମାନଙ୍କୁ ଶାରିରୀକ ଏବଂ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବ ବୋଲି ଏସପି କହିଛନ୍ତି ।................
ବାଇଟ -ସାରା ଶର୍ମା(ଏସପି,ଗଜପତି)Body:ଭିଓ - ବେକାର ଯୁବକଙ୍କୁ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀରେ ଯୋଗଦଦେବା ପାଇଁ ସାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଏକ ତାଲିମ କାର୍ଯ୍ୟକ୍ରମ ଉଡାନ୍ । ଜିଲ୍ଲାର ବଛା ବଛା 500 ଯୁବକଙ୍କୁ ଏହି ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖି ଏସପି ସାରା ଶର୍ମା ଏକ ନିଆରା ପଦେକ୍ଷପ ଗ୍ରହଣ କରିଛନ୍ତି । ଗାଁରେ ରହୁଥିବା ଯୁବକମାନେ ଯେକୌଣସି ଚାକିରି ପାଇଁ ସାକ୍ଷାତକାର ପାଇଁ ଗଲେ ବିଫଳ ହେଉଛନ୍ତି । ସାକ୍ଷାତକାର ସଂପର୍କରେ କୌଣସି ଜ୍ଞାନ ନଥିବା ଯୋଗୁଁ ଯୁବକମାନେ ବିଫଳ ହେଉଛନ୍ତି । ଫଳରେ ଯୁବକମାନେ ବିପଥଗାମୀ ହୋଇଥାନ୍ତି । ତେବେ ଏହାକୁ ରୋକିବା ସହ ସାକ୍ଷାତକାର ପାଇଁ ପିଲାଙ୍କୁ ଶାରିରୀକ ଓ ମନସିକ ସ୍ତରରେ ପ୍ରସ୍ତୁତ କରାଇବାର ଲକ୍ଷ୍ୟ ନେଇ ଏହି ତାଲିମ ଶିବିର ଆଯୋଜିତ ହୋଇଛି । ଏହି ସିବିରରେ ପିଲାମାନଙ୍କୁ ଶାରିରୀକ ଏବଂ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବ ବୋଲି ଏସପି କହିଛନ୍ତି ।................
ବାଇଟ -ସାରା ଶର୍ମା(ଏସପି,ଗଜପତି)Conclusion:ଭିଓ - ବେକାର ଯୁବକଙ୍କୁ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀରେ ଯୋଗଦଦେବା ପାଇଁ ସାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଏକ ତାଲିମ କାର୍ଯ୍ୟକ୍ରମ ଉଡାନ୍ । ଜିଲ୍ଲାର ବଛା ବଛା 500 ଯୁବକଙ୍କୁ ଏହି ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖି ଏସପି ସାରା ଶର୍ମା ଏକ ନିଆରା ପଦେକ୍ଷପ ଗ୍ରହଣ କରିଛନ୍ତି । ଗାଁରେ ରହୁଥିବା ଯୁବକମାନେ ଯେକୌଣସି ଚାକିରି ପାଇଁ ସାକ୍ଷାତକାର ପାଇଁ ଗଲେ ବିଫଳ ହେଉଛନ୍ତି । ସାକ୍ଷାତକାର ସଂପର୍କରେ କୌଣସି ଜ୍ଞାନ ନଥିବା ଯୋଗୁଁ ଯୁବକମାନେ ବିଫଳ ହେଉଛନ୍ତି । ଫଳରେ ଯୁବକମାନେ ବିପଥଗାମୀ ହୋଇଥାନ୍ତି । ତେବେ ଏହାକୁ ରୋକିବା ସହ ସାକ୍ଷାତକାର ପାଇଁ ପିଲାଙ୍କୁ ଶାରିରୀକ ଓ ମନସିକ ସ୍ତରରେ ପ୍ରସ୍ତୁତ କରାଇବାର ଲକ୍ଷ୍ୟ ନେଇ ଏହି ତାଲିମ ଶିବିର ଆଯୋଜିତ ହୋଇଛି । ଏହି ସିବିରରେ ପିଲାମାନଙ୍କୁ ଶାରିରୀକ ଏବଂ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବ ବୋଲି ଏସପି କହିଛନ୍ତି ।................
ବାଇଟ -ସାରା ଶର୍ମା(ଏସପି,ଗଜପତି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.