ETV Bharat / state

ଫୋକସରେ ଭୋଟର, ଗଜପତି ପ୍ରଶାସନର ବ୍ୟାପକ ବନ୍ଦୋବସ୍ତ - ଗଜପତି ପ୍ରଶାସନ

ଭୋଟର କିପରି ସୁରୁଖୁରୁରେ ଭୋଟ୍ ଦେବେ ଗଜପତି ଜିଲ୍ଲାପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Apr 11, 2019, 4:06 PM IST

ଗଜପତି: ସାରା ଦେଶରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ଭୋଟର। ପ୍ରଥମ ପ୍ରର୍ଯ୍ୟାୟରେ 18ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଚାଲିଛି। ତେବେ ଗଜପତି ଜିଲ୍ଲାରେ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଭୋଟର ମାନେ କିପରି ସୁରୁଖୁରୁରେ ଭୋଟ୍ ଦେବେ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲାପ୍ରଶାସନ । ତେବେ ଭୋଟର ପାଇଁ କଣ କଣ ବନ୍ଦୋବସ୍ତ କରାଯାଇଥିଲା ଏନେଇ ଭୋଟରଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

aslkjalks

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.