ETV Bharat / state

ଗଜପତିରେ 500 ପାର କଲା କୋରୋନା ମାମଲା

author img

By

Published : Jul 7, 2020, 2:49 PM IST

ରାଜ୍ୟରେ ସାଙ୍ଘାତିକ ହେଉଛି କୋରୋନା ପରିସ୍ଥିତି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 56 ଜଣ କେବଳ ଗଜପତିରୁ ଜଣାପଡିଛି । ଅଧିକ ପଢନ୍ତୁ...

ଗଜପତିରେ 500 ପାର କଲା କୋରୋନା ମାମଲା
ଗଜପତିରେ 500 ପାର କଲା କୋରୋନା ମାମଲା

ଗଜପତି: ରାଜ୍ୟରେ ଉଦବେଗ ହେଉଛି କୋରୋନା ସ୍ଥିତି । ଦୈନିକ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ମାମଲା । ଗଜପତି ଜିଲ୍ଲାରେ ମଧ୍ୟରେ 500 ପାର କରିଛି କୋରୋନା ମାମଲା । ଆଜି ଜିଲ୍ଲାରୁ 56 ଜଣ ଚିହ୍ନଟ ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 516ରେ ପହଞ୍ଚିଛି । ପ୍ରଶାସନର ନିଦ ହଜିଛି ।

ଗଜପତିରେ 500 ପାର କଲା କୋରୋନା ମାମଲା

ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ କୋଭିଡ କେୟାର ଓ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ସଦର ମହକୁମା ପାରଳାଖେମୁଣ୍ଡି ଓ ଗୋଷାଣୀ ବ୍ଲକରେ ଅଧିକ ଆକ୍ରାନ୍ତ ସଂଖ୍ୟା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ହୋଇଛି । ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ଜଣ କୋଭିଡ ଯୋଦ୍ଧା ରହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.