ETV Bharat / state

ଗଜପତିରେ 6 ବର୍ଷର ଶିଶୁ ନିଖୋଜ, ଖେଳୁଥିଲା ଉଠାଇ ନେଲେ ଦୁର୍ବୃତ୍ତ

author img

By

Published : Dec 17, 2020, 9:47 AM IST

ଗଜପତି ଜିଲ୍ଲା କୁମୁଟ ସାହିର ଜଣେ 6 ବର୍ଷର ଶିଶୁ ନିଖୋଜ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଗଜପତିରେ ନାବାଳକ ନିଖୋଜ
ଗଜପତିରେ ନାବାଳକ ନିଖୋଜ

ଗଜପତି: ରାଜ୍ୟରେ ଅସୁରକ୍ଷିତ ଶିଶୁ । ନୟାଗଡର ଦୁଇ ଦୁଇଟି ଶିଶୁ ନିଖୋଜ ଘଟଣାର ନିଆଁ ଲିଭି ନଥିବା ବେଳ ରାଜ୍ୟ ପୁଣି ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସିଛି । ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କୁମୁଟି ସାହିର ଜଣେ ଶିଶୁ ନିଖୋଜ ଥିବା ଜଣାପଡିଛି ।

ସୂଚନାଅନୁସାରେ, କୁମୁଟ ସାହିର 6 ବର୍ଷର ବାଳକ ଜାମ୍ମୀ ହାର୍ଦ୍ଧିକ ଘର ନିକଟରେ ଖେଳୁଥିଲା। ହଠାତ୍ ଦୁଇଜଣ ଅଜଣା ବ୍ୟକ୍ତି ବାଇକରେ ଆସି ବାଳକଟିକୁ ନେଇ ଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଘର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏ ଯାଏଁ ନିଖୋଜ ଶିଶୁର କୌଣସି ପତ୍ତା ମିଳି ପାରିନାହିଁ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.