ETV Bharat / state

କାଉ ନେଇଗଲା ବସ୍‌ ହେଲପରଙ୍କ ଜୀବନ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 30 ବର୍ଷୀୟ ବସ ହେଲପରର ମୃତ୍ୟୁ ହୋଇଛି ।

author img

By

Published : Sep 16, 2019, 7:01 PM IST

Updated : Sep 16, 2019, 10:44 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: କାଉ ନେଇଗଲା ବସ ହେଲପରର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ମୃତକ ହେଲେ ରାୟଗଡା ଜିଲ୍ଲା ନଇରା ଗ୍ରାମର 30 ବର୍ଷୀୟ ଦିନବନ୍ଧୁ ।

ଆଜି ଭୋର 4ଟା ବେଳେ ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିବା ସପ୍ତଗିରି ନାମକ ବସ୍ ପାରଳାଖେମୁଣ୍ଡି ଗୁମ୍ମା ଗଡାର ଏକ ନାଳ ନିକଟରେ ବସ ରହିଥିଲା । ବସର ଡ୍ରାଇଭର ଓ ହେଲପର ଗାଡିକୁ ସଫା କରିବା ପରେ ନିଜର ନିତ୍ୟକର୍ମ ସାରି ନିଜ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ତେବେ ବସଟି ପାର୍କିଂ ହୋଇଥିବା ସ୍ଥାନଟି ବିପଦପୂର୍ଣ୍ଣ ଥିଲା । ଯାହା ବସର ଡ୍ରାଇଭର ଓ ହେଲପର ଜାଣିପାରିନଥିଲେ । ବସ ଡ୍ରାଇଭର ଗାଡିକୁ ଷ୍ଟାର୍ଟ କରିବା ବେଳେ ହେଲପର ବସର ମୁଖ୍ୟ ଫାଟକରେ ଛିଡା ହୋଇଥିଲେ । ଏହି ସମୟରେ ବସ ଉପରେ ଥିବା ବିଦ୍ୟୁତ ତାରରେ ଏକ କାଉ ବସିବାରୁ ବସଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହେଲପରର ମୃତ୍ୟୁ ହୋଇଛି । ଡ୍ରାଇଭର କୌଣସି ମତେ ନିଜ ଜୀବନ ବଞ୍ଚାଇ ବସରୁ ବାହାରକୁ ଡେଉଁପଡିଥିଲେ ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କୃପାସିନ୍ଧୁଙ୍କ ମୃତଦେହ ଜବତ କରି ପାରଳାଖେମଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:କାଉ ହେଲା କାଳ ,ମୁହୂର୍ତକ ରେ ଗଲା ଜୀବନ .ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଚି ହେଲେ ସତ .ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ନିକଟ ରେ ଘଟିଛି ଏମିତି ଘଟଣା .ଭୋର ସକାଳ ସମୟ 4 ଟା ବେଳେ ପାରଳାଖେମୁଣ୍ଡି ରୁ ନବରଂଗପୁର ଯାଉଥିବା ସପ୍ତଗିରି ବସ୍ ପାରଳାଖେମୁଣ୍ଡି ନିକଟସ୍ଥ ଗୁମ୍ମା ଗଡା ଏକ ନାଳ ନିକଟ ରେ ରଖି ବସ୍ କୁ ସଫା ସୁତୁରା କରିବା ସଂଗେ ନିଜର ନିତ୍ୟ କର୍ମ ସାରିଥିଲେ .ଏହାପରେ ଡ୍ରାଇଭର ବସ୍ କୁ ଷ୍ଟାର୍ଟ କରିବା ପରେ ହେଲ୍ପର ମଧ୍ୟ ବସ୍ ର କବାଟ ନିକଟ ରେ ଠିଆ ହେଲେ .ହେଲେ ବସ୍ ଟି ବ୍ୟୁଦୂତ ତାର ତଳେ ଏକ ବିପଦ ପୁର୍ଣ ସ୍ଥଳ ରେ ପୀର୍କିଙ୍ଗ ହାଇଛି ବୋଲି ଜାଣି ପାରିନଥିଲେ . ବସ୍ ଉପରେ ଦେଇ ଯାଇଥିବା ଏକ ବ୍ୟୁଦୂତ ତାର ଉପରେ ଆସି ବସିଗଲା କାଉ .ଏହାପରେ ତାର ଟି ବସ୍ ର ସଂନ୍ସ୍ୱ ସ ରେ ଆସିବା କ୍ଷଣି ଘଟଣା ସ୍ଥଳ ରେ ହେଲ୍ପର ର ମୃତ୍ୟୁ ହାଇଥିବା ବେଳେ ଡ୍ରାଇଭର ବସ୍ ରୁ ଡେଇ ନିଜ ଜୀବନ ବଂଚାଇ ବାର ସକ୍ଷମ ହୋଇପାରିଥିଲେ.ବର୍ତ୍ତମାନ ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ କୁ ଜବତ କରି ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିଛାଲୟ କୁ ପଠାଇ ଦିଆଯାଇଛି .ପ୍ରାଥମିକ ତଦନ୍ତ ରୁ ଜଣ ପଡିଛି ଜେ ମୃତକ ଜଣକ ହେଲେ ରାୟଗଡା ଜିଲ୍ଲା ଅନ୍ତଗତ ଗୁଡାରି ଗ୍ରାମ ନିକଟସ୍ଥ ନଇରା ଗ୍ରାମ ର କୃପାସିନ୍ଧୁ ବୟସ 30 .Body:କାଉ ହେଲା କାଳ ,ମୁହୂର୍ତକ ରେ ଗଲା ଜୀବନ .ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଚି ହେଲେ ସତ .ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ନିକଟ ରେ ଘଟିଛି ଏମିତି ଘଟଣା .ଭୋର ସକାଳ ସମୟ 4 ଟା ବେଳେ ପାରଳାଖେମୁଣ୍ଡି ରୁ ନବରଂଗପୁର ଯାଉଥିବା ସପ୍ତଗିରି ବସ୍ ପାରଳାଖେମୁଣ୍ଡି ନିକଟସ୍ଥ ଗୁମ୍ମା ଗଡା ଏକ ନାଳ ନିକଟ ରେ ରଖି ବସ୍ କୁ ସଫା ସୁତୁରା କରିବା ସଂଗେ ନିଜର ନିତ୍ୟ କର୍ମ ସାରିଥିଲେ .ଏହାପରେ ଡ୍ରାଇଭର ବସ୍ କୁ ଷ୍ଟାର୍ଟ କରିବା ପରେ ହେଲ୍ପର ମଧ୍ୟ ବସ୍ ର କବାଟ ନିକଟ ରେ ଠିଆ ହେଲେ .ହେଲେ ବସ୍ ଟି ବ୍ୟୁଦୂତ ତାର ତଳେ ଏକ ବିପଦ ପୁର୍ଣ ସ୍ଥଳ ରେ ପୀର୍କିଙ୍ଗ ହାଇଛି ବୋଲି ଜାଣି ପାରିନଥିଲେ . ବସ୍ ଉପରେ ଦେଇ ଯାଇଥିବା ଏକ ବ୍ୟୁଦୂତ ତାର ଉପରେ ଆସି ବସିଗଲା କାଉ .ଏହାପରେ ତାର ଟି ବସ୍ ର ସଂନ୍ସ୍ୱ ସ ରେ ଆସିବା କ୍ଷଣି ଘଟଣା ସ୍ଥଳ ରେ ହେଲ୍ପର ର ମୃତ୍ୟୁ ହାଇଥିବା ବେଳେ ଡ୍ରାଇଭର ବସ୍ ରୁ ଡେଇ ନିଜ ଜୀବନ ବଂଚାଇ ବାର ସକ୍ଷମ ହୋଇପାରିଥିଲେ.ବର୍ତ୍ତମାନ ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ କୁ ଜବତ କରି ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିଛାଲୟ କୁ ପଠାଇ ଦିଆଯାଇଛି .ପ୍ରାଥମିକ ତଦନ୍ତ ରୁ ଜଣ ପଡିଛି ଜେ ମୃତକ ଜଣକ ହେଲେ ରାୟଗଡା ଜିଲ୍ଲା ଅନ୍ତଗତ ଗୁଡାରି ଗ୍ରାମ ନିକଟସ୍ଥ ନଇରା ଗ୍ରାମ ର କୃପାସିନ୍ଧୁ ବୟସ 30 .Conclusion:କାଉ ହେଲା କାଳ ,ମୁହୂର୍ତକ ରେ ଗଲା ଜୀବନ .ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଚି ହେଲେ ସତ .ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ନିକଟ ରେ ଘଟିଛି ଏମିତି ଘଟଣା .ଭୋର ସକାଳ ସମୟ 4 ଟା ବେଳେ ପାରଳାଖେମୁଣ୍ଡି ରୁ ନବରଂଗପୁର ଯାଉଥିବା ସପ୍ତଗିରି ବସ୍ ପାରଳାଖେମୁଣ୍ଡି ନିକଟସ୍ଥ ଗୁମ୍ମା ଗଡା ଏକ ନାଳ ନିକଟ ରେ ରଖି ବସ୍ କୁ ସଫା ସୁତୁରା କରିବା ସଂଗେ ନିଜର ନିତ୍ୟ କର୍ମ ସାରିଥିଲେ .ଏହାପରେ ଡ୍ରାଇଭର ବସ୍ କୁ ଷ୍ଟାର୍ଟ କରିବା ପରେ ହେଲ୍ପର ମଧ୍ୟ ବସ୍ ର କବାଟ ନିକଟ ରେ ଠିଆ ହେଲେ .ହେଲେ ବସ୍ ଟି ବ୍ୟୁଦୂତ ତାର ତଳେ ଏକ ବିପଦ ପୁର୍ଣ ସ୍ଥଳ ରେ ପୀର୍କିଙ୍ଗ ହାଇଛି ବୋଲି ଜାଣି ପାରିନଥିଲେ . ବସ୍ ଉପରେ ଦେଇ ଯାଇଥିବା ଏକ ବ୍ୟୁଦୂତ ତାର ଉପରେ ଆସି ବସିଗଲା କାଉ .ଏହାପରେ ତାର ଟି ବସ୍ ର ସଂନ୍ସ୍ୱ ସ ରେ ଆସିବା କ୍ଷଣି ଘଟଣା ସ୍ଥଳ ରେ ହେଲ୍ପର ର ମୃତ୍ୟୁ ହାଇଥିବା ବେଳେ ଡ୍ରାଇଭର ବସ୍ ରୁ ଡେଇ ନିଜ ଜୀବନ ବଂଚାଇ ବାର ସକ୍ଷମ ହୋଇପାରିଥିଲେ.ବର୍ତ୍ତମାନ ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ କୁ ଜବତ କରି ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିଛାଲୟ କୁ ପଠାଇ ଦିଆଯାଇଛି .ପ୍ରାଥମିକ ତଦନ୍ତ ରୁ ଜଣ ପଡିଛି ଜେ ମୃତକ ଜଣକ ହେଲେ ରାୟଗଡା ଜିଲ୍ଲା ଅନ୍ତଗତ ଗୁଡାରି ଗ୍ରାମ ନିକଟସ୍ଥ ନଇରା ଗ୍ରାମ ର କୃପାସିନ୍ଧୁ ବୟସ 30 .
Last Updated : Sep 16, 2019, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.