ETV Bharat / state

ମହେନ୍ଦ୍ର ତନୟା ପ୍ରକଳ୍ପ ପରିଦର୍ଶନ କଲେ ବ୍ରହ୍ମପୁର ସାଂସଦ

ଗଜପତି  ଗସ୍ତରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ନିଜ ଗସ୍ତରେ ସେ ମହେନ୍ଦ୍ରତନୟା ନଦୀର ଉପର ମୁଣ୍ଡରେ ପ୍ରସ୍ଥାବିତ ଡମ୍ବାପୁର ଠାରେ ନିର୍ମିତ ମହେନ୍ଦ୍ର ତନୟା ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ:

author img

By

Published : Jan 23, 2020, 10:55 PM IST

Updated : Jan 23, 2020, 11:40 PM IST

MP VISIT mahendra tanaya project
ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଗଜପତି ଗସ୍ତରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ନିଜ ଗସ୍ତରେ ସେ ମହେନ୍ଦ୍ରତନୟା ନଦୀର ଉପର ମୁଣ୍ଡରେ ପ୍ରସ୍ଥାବିତ ଡମ୍ବାପୁର ଠାରେ ନିର୍ମିତ ମହେନ୍ଦ୍ର ତନୟା ପ୍ରକଳ୍ପ ପରିଦର୍ଶନ କରିଛନ୍ତି । 2009 ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ଏବେ ସୁଦ୍ଧା ଅସପୂର୍ଣ୍ଣ ଅବସ୍ଥାରେ ପଡି ରହିଛି । ତେବେ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ ସହ ଏହା କିଭଳି କାର୍ଯ୍ୟକ୍ଷମ ହେବ ସେନେଇ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

କିଛି ବୈଷୟିକ ସମସ୍ୟା ଯୋଗୁଁ ପ୍ରକଳ୍ପର କେନାଲ କାର୍ଯ୍ୟ ଆରମ୍ଭ ହୋଇପାରୁନଥିଲା । ବର୍ତ୍ତମାନ ପ୍ରସ୍ତାବିତ ପ୍ରକଳ୍ପ ବାକି ରହିଥିବାବେଳେ ବିଭିନ୍ନ କେନାଲ କାମର ସର୍ଭେ ସରିଯାଇଛି । ଯଥାଶୀଘ୍ର ସମସ୍ତ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଯଥାଶ୍ରୀଘ୍ର ସଂପୁର୍ଣ୍ଣ ହେବେ ବୋଲି ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG- MP VISIT MAHENDRATANAYA PROJECT
FORMAT - AVB
REPORTER-HARIHARA PATNAIK
PLACE - GAJAPATI
DATE- 23.01.2020
ଭିଓ - ଆଜି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରତନୟା ନଦୀର ଉପରେ ମୁଣ୍ଡରେ ପ୍ରସ୍ଥାବିତ ଡମ୍ବାପୁର ଠାରେ ନିର୍ମିତ ମହେନ୍ଦ୍ର ତନୟା ପ୍ରକଳ୍ପ ପରିଦର୍ଶନ କରିଛନ୍ତି । 2009 ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ଅସପୁର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହା କିଭଳି କାର୍ଯ୍ୟକ୍ଷମ ହେବ କେଉଁ ସ୍ଥାନରେ ଅଟକି ରହିଯାଇଛି ଏହାର ସରଜମିନ ତଥ୍ୟ ସଂଗ୍ରହ ପାଇଁ ସାଂସଦ ପ୍ରସ୍ଥାବିତ ପ୍ରକଳ୍ପ ଅଂଚଳ ପରିଦର୍ଶନ କରିବା ସହ ନିର୍ବାହୀଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ପ୍ରକଳ୍ପଟି କିଛି ବୈଷୟିକ ସମସ୍ୟା ଲାଗି ପ୍ରକଳ୍ପର କେନାଲ କାର୍ଯ୍ୟ ଆରମ୍ଭ ହୋଇପାରୁନଥିଲା । ବର୍ତମାନ ପ୍ରସ୍ତାବିତ ପ୍ରକଳ୍ପର ବାକି ରହିଥିବା ବିଭିନ୍ନ କେନାଲ କାମର ସର୍ଭେ ସରିଯାଇଛି ଯଥାଶୀଘ୍ର ସ୍ସମସ୍ତ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଏହି ପ୍ରକଳ୍ପ ଦ୍ବାରା ମୁଖ୍ୟତଃ ଗୋଷାଣୀ ଏବଂ ରାୟଗ଼ଡବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ଆରମ୍ଭ କରାଯାଇଥିଲା । ଯଥାଶ୍ରୀଘ୍ର ସଂପୁର୍ଣ୍ଣ ହେବେ ବୋଲି ସାଂସଦ କହିଛନ୍ତି ।
         ବାଇଟ - ଚନ୍ଦ୍ରଶେଖର ସାହୁ ( ବ୍ରହ୍ମପୁର ସାଂସଦ )Body:SLUG- MP VISIT MAHENDRATANAYA PROJECT

         ବାଇଟ - ଚନ୍ଦ୍ରଶେଖର ସାହୁ ( ବ୍ରହ୍ମପୁର ସାଂସଦConclusion:SLUG- MP VISIT MAHENDRATANAYA PROJECT
FORMAT - AVB
REPORTER-HARIHARA PATNAIK
PLACE - GAJAPATI
DATE- 23.01.2020
ଭିଓ - ଆଜି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରତନୟା ନଦୀର ଉପରେ ମୁଣ୍ଡରେ ପ୍ରସ୍ଥାବିତ ଡମ୍ବାପୁର ଠାରେ ନିର୍ମିତ ମହେନ୍ଦ୍ର ତନୟା ପ୍ରକଳ୍ପ ପରିଦର୍ଶନ କରିଛନ୍ତି । 2009 ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ଅସପୁର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହା କିଭଳି କାର୍ଯ୍ୟକ୍ଷମ ହେବ କେଉଁ ସ୍ଥାନରେ ଅଟକି ରହିଯାଇଛି ଏହାର ସରଜମିନ ତଥ୍ୟ ସଂଗ୍ରହ ପାଇଁ ସାଂସଦ ପ୍ରସ୍ଥାବିତ ପ୍ରକଳ୍ପ ଅଂଚଳ ପରିଦର୍ଶନ କରିବା ସହ ନିର୍ବାହୀଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ପ୍ରକଳ୍ପଟି କିଛି ବୈଷୟିକ ସମସ୍ୟା ଲାଗି ପ୍ରକଳ୍ପର କେନାଲ କାର୍ଯ୍ୟ ଆରମ୍ଭ ହୋଇପାରୁନଥିଲା । ବର୍ତମାନ ପ୍ରସ୍ତାବିତ ପ୍ରକଳ୍ପର ବାକି ରହିଥିବା ବିଭିନ୍ନ କେନାଲ କାମର ସର୍ଭେ ସରିଯାଇଛି ଯଥାଶୀଘ୍ର ସ୍ସମସ୍ତ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଏହି ପ୍ରକଳ୍ପ ଦ୍ବାରା ମୁଖ୍ୟତଃ ଗୋଷାଣୀ ଏବଂ ରାୟଗ଼ଡବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ଆରମ୍ଭ କରାଯାଇଥିଲା । ଯଥାଶ୍ରୀଘ୍ର ସଂପୁର୍ଣ୍ଣ ହେବେ ବୋଲି ସାଂସଦ କହିଛନ୍ତି ।
         ବାଇଟ - ଚନ୍ଦ୍ରଶେଖର ସାହୁ ( ବ୍ରହ୍ମପୁର ସାଂସଦ
Last Updated : Jan 23, 2020, 11:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.