ETV Bharat / state

ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ

ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରସଣ୍ଢା ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 14, 2021, 10:41 PM IST

Updated : Jan 15, 2021, 6:46 AM IST

ଜୁଆ ଆଡ୍ଡା ଚଢାଉ ବେଳେ ପୋଲିସ ଉପରେ ଆକ୍ରଣ
ଜୁଆ ଆଡ୍ଡା ଚଢାଉ ବେଳେ ପୋଲିସ ଉପରେ ଆକ୍ରଣ

ଗଜପତି: ରାଜ୍ୟରେ ପୋଲିସ ଉପରେ ଏବେ ବୃଦ୍ଧି ପାଉଛି ଆକ୍ରମଣ ଘଟଣା । କେଉଁଠି ପୋଲିସ ଗାଡି ଉପରେ ଆକ୍ରମଣ କରାଯାଉଛି ତ ଆଉ କେଉଁଠି ପୋଲିସ ଉପରକୁ ପଥର ଫିଙ୍ଗୁଛନ୍ତି ଅସାମାଜିକ ଲୋକେ । ତେବେ ଗୁରୁବାର ଗଜପତି ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଘଟଣା ।

ଜୁଆ ଆଡ୍ଡା ଚଢାଉ ବେଳେ ପୋଲିସ ଉପରେ ଆକ୍ରଣ

ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରସଣ୍ଢା ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ପଥର ମାଡରେ ପୋଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି ।

ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ

ଜୁଆ ଖେଳ ଚାଲିଥିବା ଖବର ପାଇ ଗୁରାଣ୍ଡି ଥା ଅଧିକାରୀ ମମତା ପଣ୍ଡା ଚଢ଼ଉ ପାଇଁ ଯାଇଥିବା ବେଳେ ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ଏସପି ତପନ କୁମାର ପଟ୍ଟନାୟକ। ଘଟଣାସ୍ଥଳକୁ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଏବଂ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଯାଇଥିବା ସୂଚନା।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 15, 2021, 6:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.