ETV Bharat / state

ସଡକ ଦୁର୍ଘଟଣାରେ ଦୁଇ ସ୍କୁଲ ଛାତ୍ରୀ ଗୁରୁତର - 2 student injured

ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ଗ୍ରାମର ଦୁଇ ଛାତ୍ରୀ ହେଉଛନ୍ତି ରଶ୍ମିତା ନାଗ (15)ଓ ଖୁସି ନାଗ ଜୟା ନନ୍ଦ ହାଇସ୍କୁଲ ଯାଉଥିବା ବେଳେ ଏକ ମିନି ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏ ଦୁର୍ଘଟଣାରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ରଶ୍ମିତା ନାଗଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଗଜପତି
author img

By

Published : Aug 3, 2019, 2:22 PM IST

ଗଜପତି: ସଡକ ର୍ଦୁଘଟଣାରେ ଦୁଇ ଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଅଭାଗନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ଗ୍ରାମ ନିକଟରେ । ଗୁରୁତର ଦୁଇ ଛାତ୍ରୀ ହେଉଛନ୍ତି ରଶ୍ମିତା ନାଗ (15)ଓ ଖୁସି ନାଗ (15) ।

ସୂଚନା ଅନୁଯାୟୀ, ରଶ୍ମିତା ଓ ଖୁସି ବିଜୟା ନନ୍ଦ ହାଇସ୍କୁଲରେ ଦଶମ ଶ୍ରେଣୀର ପାଠ ପଢନ୍ତି । ପ୍ରତିଦିନ ପରି ଶନିବାର ମଧ୍ୟ ସେମାନେ ସ୍କୁଲ ଯାଉଥିଲେ । ଏହି ସମୟରେ ପାରଳାଖେମୁଣ୍ଡିରୁ ଗୁଣୁପୁର ଯାଉଥିବା ଗୋଟିଏ ମିନି ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଗଜପତି

ଫଳରେ ଘଟଣା ସ୍ଥଳ ରେ ଦୁଇ ଛାତ୍ରୀ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ରଶ୍ମିତା ନାଗଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-ACCIDENT
FORMAT-AVO
REPORTER-HARIHARA PATNAIK
PLACE -GAJAPATI
DATE-03/08/19
ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ଅଲଡ଼ା ଗ୍ରାମ ନିକଟ ରେ ଘଟିଛି ଏକ ସଡକ ଦୁର୍ଘଟଣା .ଏହିଦୁର୍ଘଟଣା ରେ ଦୁଇ ଜଣ ସ୍କୁଲ ଛାତ୍ରୀ ଗୁରୁତର ହୋଇଛନ୍ତି .ରଶ୍ମିତା ନାଗ (15)ଓ ଖୁସି ନାଗ (15) ଉଭୟ ଦଶମ ଶ୍ରେଣୀର ଛାତ୍ରୀ ଅଲଡ଼ା ଗ୍ରାମ ର ବିଜୟା ନନ୍ଦ ହାଇ ସ୍କୁଲ ରେ ପଢନ୍ତି .ସବୁ ଦିନ ପରି ଆଜି ମଧ୍ୟ ସେମାନେ ସ୍କୁଲ ଯିବା ସମୟରେ ପାରଳାଖେମୁଣ୍ଡି ରୁ ଗୁଣୁପୁର ଯାଉଥିବା ଗୋଟିଏ ମିନି ଭ୍ୟାନ୍ od 26 h 8425 ହଠାତ ଧକ୍କା ଦେଇଥିବା ରୁ ଘଟଣା ସ୍ଥଳ ରେ ଦୁଇଟି ଛାତ୍ରୀ ଗୁରୁତର ହୋଇଛନ୍ତି .ଦୁଇଜଣ କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିଛାଳୟ କୁ ସ୍ଥାନାନ୍ତର କରାଯାଇଥିଲା ତେଵେ ରଶ୍ମିତା ନାଗ ଙ୍କ ଅବସ୍ଥା ଅତି ଗୁରୁତର ହୋଇଥିବା ରୁ ଅଧିକ ଚିକିଛ ପାଇଁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି .Body:ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ଅଲଡ଼ା ଗ୍ରାମ ନିକଟ ରେ ଘଟିଛି ଏକ ସଡକ ଦୁର୍ଘଟଣା .ଏହିଦୁର୍ଘଟଣା ରେ ଦୁଇ ଜଣ ସ୍କୁଲ ଛାତ୍ରୀ ଗୁରୁତର ହୋଇଛନ୍ତି .ରଶ୍ମିତା ନାଗ (15)ଓ ଖୁସି ନାଗ (15) ଉଭୟ ଦଶମ ଶ୍ରେଣୀର ଛାତ୍ରୀ ଅଲଡ଼ା ଗ୍ରାମ ର ବିଜୟା ନନ୍ଦ ହାଇ ସ୍କୁଲ ରେ ପଢନ୍ତି .ସବୁ ଦିନ ପରି ଆଜି ମଧ୍ୟ ସେମାନେ ସ୍କୁଲ ଯିବା ସମୟରେ ପାରଳାଖେମୁଣ୍ଡି ରୁ ଗୁଣୁପୁର ଯାଉଥିବା ଗୋଟିଏ ମିନି ଭ୍ୟାନ୍ od 26 h 8425 ହଠାତ ଧକ୍କା ଦେଇଥିବା ରୁ ଘଟଣା ସ୍ଥଳ ରେ ଦୁଇଟି ଛାତ୍ରୀ ଗୁରୁତର ହୋଇଛନ୍ତି .ଦୁଇଜଣ କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିଛାଳୟ କୁ ସ୍ଥାନାନ୍ତର କରାଯାଇଥିଲା ତେଵେ ରଶ୍ମିତା ନାଗ ଙ୍କ ଅବସ୍ଥା ଅତି ଗୁରୁତର ହୋଇଥିବା ରୁ ଅଧିକ ଚିକିଛ ପାଇଁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି .Conclusion:ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ଅଲଡ଼ା ଗ୍ରାମ ନିକଟ ରେ ଘଟିଛି ଏକ ସଡକ ଦୁର୍ଘଟଣା .ଏହିଦୁର୍ଘଟଣା ରେ ଦୁଇ ଜଣ ସ୍କୁଲ ଛାତ୍ରୀ ଗୁରୁତର ହୋଇଛନ୍ତି .ରଶ୍ମିତା ନାଗ (15)ଓ ଖୁସି ନାଗ (15) ଉଭୟ ଦଶମ ଶ୍ରେଣୀର ଛାତ୍ରୀ ଅଲଡ଼ା ଗ୍ରାମ ର ବିଜୟା ନନ୍ଦ ହାଇ ସ୍କୁଲ ରେ ପଢନ୍ତି .ସବୁ ଦିନ ପରି ଆଜି ମଧ୍ୟ ସେମାନେ ସ୍କୁଲ ଯିବା ସମୟରେ ପାରଳାଖେମୁଣ୍ଡି ରୁ ଗୁଣୁପୁର ଯାଉଥିବା ଗୋଟିଏ ମିନି ଭ୍ୟାନ୍ od 26 h 8425 ହଠାତ ଧକ୍କା ଦେଇଥିବା ରୁ ଘଟଣା ସ୍ଥଳ ରେ ଦୁଇଟି ଛାତ୍ରୀ ଗୁରୁତର ହୋଇଛନ୍ତି .ଦୁଇଜଣ କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିଛାଳୟ କୁ ସ୍ଥାନାନ୍ତର କରାଯାଇଥିଲା ତେଵେ ରଶ୍ମିତା ନାଗ ଙ୍କ ଅବସ୍ଥା ଅତି ଗୁରୁତର ହୋଇଥିବା ରୁ ଅଧିକ ଚିକିଛ ପାଇଁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି .
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.