ETV Bharat / state

ବ୍ୟାରେଜକୁ ଖସିଲା କାର: 2 ମୃତ, 3 ଗୁରୁତର ଆହତ - accident in andhra pradesh

ବିଳମ୍ବିତ ରାତିରେ ବ୍ୟାରେଜକୁ ଖସିପଡିଲା କାର । ଏହା ଯୋଗୁଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 3 ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

accident in andhra pradesh
ବ୍ୟାରେଜକୁ ଖସିଲା କାର; 2 ମୃତ, 3 ଗୁରୁତର ଆହତ
author img

By

Published : Jan 31, 2020, 12:04 PM IST

ପାରଳାଖେମୁଣ୍ଡି: ବିଳମ୍ବିତ ରାତିରେ ବ୍ୟାରେଜକୁ ଖସିପଡିଲା କାର । ଏହା ଯୋଗୁଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡିରୁ କାକିନାଡା ଅଭିମୁଖେ ଯାଉଥିବା ଗୋଟିଏ କାର ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜକୁ ଖସି ପଡିବା ଫଳରେ 2ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦ୍ବୟ ହେଉଛନ୍ତି କାକିନାଡାର ଏନଭିଏସ.ପବନ(32), ଖମାମର ବି.ଚନ୍ଦ୍ର(45)।

ବ୍ୟାରେଜକୁ ଖସିଲା କାର; 2 ମୃତ, 3 ଗୁରୁତର ଆହତ

ସେହିପରି ଗୁରୁତର ହେଉଛନ୍ତି କାକିନାଡାର ଏସ୍.ପ୍ରବୀଣ, ବୋବିଲିର ଏସ୍.ମହେଶ୍ବର ରାଓ ଓ ମଗୋଲତୁରୁର ପି.ଭି.ଗିରିପ୍ରସାଦ ବୋଲି ହିରମଣ୍ଡଳ ଥାନା ଅଧିକାରୀ ଜଣାଇଛନ୍ତି। ସେମାନେ ସାଙ୍ଗ ବାହାଘରକୁ ପାରଳାଖେମୁଣ୍ଡି ଆସି ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଗୁରୁବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡିରୁ କାକିନାଡ଼ା ଅଭିମୁଖେ ଯାଉଥିବା ଏକ କାର ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜକୁ ଖସିପଡ଼ିବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ୨ଜଣ ହେଲେ କାକିନାଡ଼ାର ଏନଭିଏସ.ପବନ(୩୨), ଖମାମର ବି.ଚନ୍ଦ୍ର(୪୫)। ସେହିପରି ଗୁରୁତର ମାନେ ହେଲେ କାକିନାଡ଼ା ର ଏସ୍.ପ୍ରବୀଣ, ବୋବିଲିର ଏସ୍.ମହେଶ୍ବର ରାଓ, ଏବଂ ମଗୋଲତୁରୁର ପି.ଭି.ଗିରିପ୍ରସାଦ ବୋଲି ହିରମଣ୍ଡଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏ ସମସ୍ତେ କରମଣ୍ଡଳ ଫେର୍ଟିଲାଇଜର୍ସରେ କାମ କରୁଥିଲେ। ଜଣେ ସାଙ୍ଗର ବାହାଘର ପାଇଁ ପାରଳାଖେମୁଣ୍ଡି ଆସି ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା ।Body:ଗୁରୁବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡିରୁ କାକିନାଡ଼ା ଅଭିମୁଖେ ଯାଉଥିବା ଏକ କାର ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜକୁ ଖସିପଡ଼ିବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ୨ଜଣ ହେଲେ କାକିନାଡ଼ାର ଏନଭିଏସ.ପବନ(୩୨), ଖମାମର ବି.ଚନ୍ଦ୍ର(୪୫)। ସେହିପରି ଗୁରୁତର ମାନେ ହେଲେ କାକିନାଡ଼ା ର ଏସ୍.ପ୍ରବୀଣ, ବୋବିଲିର ଏସ୍.ମହେଶ୍ବର ରାଓ, ଏବଂ ମଗୋଲତୁରୁର ପି.ଭି.ଗିରିପ୍ରସାଦ ବୋଲି ହିରମଣ୍ଡଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏ ସମସ୍ତେ କରମଣ୍ଡଳ ଫେର୍ଟିଲାଇଜର୍ସରେ କାମ କରୁଥିଲେ। ଜଣେ ସାଙ୍ଗର ବାହାଘର ପାଇଁ ପାରଳାଖେମୁଣ୍ଡି ଆସି ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା ।Conclusion:ଗୁରୁବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡିରୁ କାକିନାଡ଼ା ଅଭିମୁଖେ ଯାଉଥିବା ଏକ କାର ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜକୁ ଖସିପଡ଼ିବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ୨ଜଣ ହେଲେ କାକିନାଡ଼ାର ଏନଭିଏସ.ପବନ(୩୨), ଖମାମର ବି.ଚନ୍ଦ୍ର(୪୫)। ସେହିପରି ଗୁରୁତର ମାନେ ହେଲେ କାକିନାଡ଼ା ର ଏସ୍.ପ୍ରବୀଣ, ବୋବିଲିର ଏସ୍.ମହେଶ୍ବର ରାଓ, ଏବଂ ମଗୋଲତୁରୁର ପି.ଭି.ଗିରିପ୍ରସାଦ ବୋଲି ହିରମଣ୍ଡଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏ ସମସ୍ତେ କରମଣ୍ଡଳ ଫେର୍ଟିଲାଇଜର୍ସରେ କାମ କରୁଥିଲେ। ଜଣେ ସାଙ୍ଗର ବାହାଘର ପାଇଁ ପାରଳାଖେମୁଣ୍ଡି ଆସି ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.