ETV Bharat / state

ବୋଲେରୋରୁ 60କେଜି ଗଞ୍ଜେଇ ଜବତ, 3 ଗିରଫ - gajapati

ପାଟ୍ରୋଲିଂ ବେଳେ ଧରାପଡ଼ିଲା ଗଞ୍ଜେଇ ବୋଝେଇ ବୋଲେରୋ । ଗାଡ଼ିରେ 60 କେଜିର ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ପୋଲିସ ଗାଡ଼ି ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଗଜପତି
author img

By

Published : Aug 3, 2019, 7:27 PM IST

ଗଜପତି: ମୋହନା ପୋଲିସର ପାଟ୍ରୋଲିଂ ବେଳେ ରାଇସିଂ ଛକରୁ 59.5 କେଜି ଗଞ୍ଜେଇ ବୋଝେଇ ବୋଲେରୋ ଜବତ । ସମ୍ପୃକ୍ତ ଥିବା ତିନିଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ତିନି ଜଣ ହେଲେ ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଜାମଗୁପଡା ଗାଁର ଇସାକ ମାଝୀ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ସନ୍ତୋଷ ବିଶ୍ବାଳ ଓ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସୁନ୍ଦରିଗୁଡା ଗ୍ରାମର କବି ବିଡିକା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଗଜପତି

ପୂର୍ବରୁ ସୂଚନା ପାଇ ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସକାଳେ ମୋହନା ପୋଲିସ ପକ୍ଷରୁ ପାଟ୍ରୋଲିଂ କରିବା ସହ ରାଇସିଂ ଛକରେ ବ୍ଳକିଂ କରାଯାଇଥିଲା । ଏହି ସମୟରେ ଉକ୍ତ ବୋଲେରୋକୁ ସନ୍ଦେହ କରି ଯାଞ୍ଚ କରାଯିବାରୁ ଗଞ୍ଜେଇ ଚାଲାଣ ହେଉଥିବା ଧରାପଡିଥିଲା । ଜବତ ଗଞ୍ଜେଇର ଆନୂମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ । ଉକ୍ତ ଗଞ୍ଜେଇ କେନ୍ଦୁଗୁଡା ଠାରୁ ବ୍ରହ୍ମପୁର ଚାଲାଣ ହେଉଥିବା ତଦନ୍ତରୁ ଜଣାପଡିଥିବା ସୂଚନା ଦେଇଛନ୍ତି ଆର.ଉଦୟଗିରି ଏସଡିପିଓ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-GANJAE JABAT
FORMAT-AVB
REPORTER-HARIHARA PATNAIK
PLACE-GAJAPATI
DATE-03/08/19
ଅଙ୍କର - ଗଜପତି ଜିଲ୍ଲା ମୋହନା ପୋଲିସ ର ପେଟ୍ରୋଲିଂ ବେଳେ ରାଇସିଂ ଛକରୁ 59.500କେଜି ଗଞ୍ଜେଇ ବୋଝେଇ ବୋଲେରୋ ଜବତ କରିବା ସହ ସମୃକ୍ତ ତିନି ଜଣ ଙ୍କୁ ଗିରଫ କରିଛି ପୋଲିସ। ଗିରଫ ତିନି ଜଣ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଜାମଗୁପଡା ଗାଁ ର ଇସାକ ମାଝୀ ,କନ୍ଧମାଳ ଜିଲ୍ଲା ର ରାଇକିଆ ଥାନା ଅଞ୍ଚଳର ସନ୍ତୋଷ ବିଶ୍ବାଳ ଓ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସୁନ୍ଦରିଗୁଡା ଗାଁ ର କବି ବିଡିକା । ପୁର୍ବରୁ ସୁଚନା ପାଇ ଗଜପତି ଏସ ପି ସାରା ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସକାଳେ ମୋହନା ପୋଲିସ ପକ୍ଷରୁ ପେଟ୍ରୋଲିଂ କରିବା ସହ ରାଇସିଂ ଛକରେ ବ୍ଳକିଙ୍ଗ କରାଯାଇଥିଲା । ଏହି ସମୟରେ ଉକ୍ତ ବୋଲେରୋ କୁ ସନ୍ଦେହ କରି ଯାଂଚ କରାଯିବାରୁ ଗଂଜେଇ ଚାଲାଣ ହେଉଥିବା ଧରାପଡିଥିଲା । ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ । ଉକ୍ତ ଗଞ୍ଜେଇ କେନ୍ଦୁଗୁଡା ଠାରୁ ବ୍ରହ୍ମପୁର ଚାଲାଣ ହେଉଥିବା ତଦନ୍ତ ରୁ ଜଣାପଡିଥିବା ସୁଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ।
ବାଇଟ-ଅଶୋକ କୁମାର ମହାନ୍ତି (ଆର ଉଦୟଗିରି ଏସଡିପିଓ)Body:ଅଙ୍କର - ଗଜପତି ଜିଲ୍ଲା ମୋହନା ପୋଲିସ ର ପେଟ୍ରୋଲିଂ ବେଳେ ରାଇସିଂ ଛକରୁ 59.500କେଜି ଗଞ୍ଜେଇ ବୋଝେଇ ବୋଲେରୋ ଜବତ କରିବା ସହ ସମୃକ୍ତ ତିନି ଜଣ ଙ୍କୁ ଗିରଫ କରିଛି ପୋଲିସ। ଗିରଫ ତିନି ଜଣ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଜାମଗୁପଡା ଗାଁ ର ଇସାକ ମାଝୀ ,କନ୍ଧମାଳ ଜିଲ୍ଲା ର ରାଇକିଆ ଥାନା ଅଞ୍ଚଳର ସନ୍ତୋଷ ବିଶ୍ବାଳ ଓ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସୁନ୍ଦରିଗୁଡା ଗାଁ ର କବି ବିଡିକା । ପୁର୍ବରୁ ସୁଚନା ପାଇ ଗଜପତି ଏସ ପି ସାରା ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସକାଳେ ମୋହନା ପୋଲିସ ପକ୍ଷରୁ ପେଟ୍ରୋଲିଂ କରିବା ସହ ରାଇସିଂ ଛକରେ ବ୍ଳକିଙ୍ଗ କରାଯାଇଥିଲା । ଏହି ସମୟରେ ଉକ୍ତ ବୋଲେରୋ କୁ ସନ୍ଦେହ କରି ଯାଂଚ କରାଯିବାରୁ ଗଂଜେଇ ଚାଲାଣ ହେଉଥିବା ଧରାପଡିଥିଲା । ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ । ଉକ୍ତ ଗଞ୍ଜେଇ କେନ୍ଦୁଗୁଡା ଠାରୁ ବ୍ରହ୍ମପୁର ଚାଲାଣ ହେଉଥିବା ତଦନ୍ତ ରୁ ଜଣାପଡିଥିବା ସୁଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ।
ବାଇଟ-ଅଶୋକ କୁମାର ମହାନ୍ତି (ଆର ଉଦୟଗିରି ଏସଡିପିଓ)Conclusion:ଅଙ୍କର - ଗଜପତି ଜିଲ୍ଲା ମୋହନା ପୋଲିସ ର ପେଟ୍ରୋଲିଂ ବେଳେ ରାଇସିଂ ଛକରୁ 59.500କେଜି ଗଞ୍ଜେଇ ବୋଝେଇ ବୋଲେରୋ ଜବତ କରିବା ସହ ସମୃକ୍ତ ତିନି ଜଣ ଙ୍କୁ ଗିରଫ କରିଛି ପୋଲିସ। ଗିରଫ ତିନି ଜଣ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଜାମଗୁପଡା ଗାଁ ର ଇସାକ ମାଝୀ ,କନ୍ଧମାଳ ଜିଲ୍ଲା ର ରାଇକିଆ ଥାନା ଅଞ୍ଚଳର ସନ୍ତୋଷ ବିଶ୍ବାଳ ଓ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସୁନ୍ଦରିଗୁଡା ଗାଁ ର କବି ବିଡିକା । ପୁର୍ବରୁ ସୁଚନା ପାଇ ଗଜପତି ଏସ ପି ସାରା ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସକାଳେ ମୋହନା ପୋଲିସ ପକ୍ଷରୁ ପେଟ୍ରୋଲିଂ କରିବା ସହ ରାଇସିଂ ଛକରେ ବ୍ଳକିଙ୍ଗ କରାଯାଇଥିଲା । ଏହି ସମୟରେ ଉକ୍ତ ବୋଲେରୋ କୁ ସନ୍ଦେହ କରି ଯାଂଚ କରାଯିବାରୁ ଗଂଜେଇ ଚାଲାଣ ହେଉଥିବା ଧରାପଡିଥିଲା । ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ । ଉକ୍ତ ଗଞ୍ଜେଇ କେନ୍ଦୁଗୁଡା ଠାରୁ ବ୍ରହ୍ମପୁର ଚାଲାଣ ହେଉଥିବା ତଦନ୍ତ ରୁ ଜଣାପଡିଥିବା ସୁଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ।
ବାଇଟ-ଅଶୋକ କୁମାର ମହାନ୍ତି (ଆର ଉଦୟଗିରି ଏସଡିପିଓ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.