ETV Bharat / state

୪ର୍ଥ ଦିନରେ ଗଜପତିରେ ୨୫ ଜଣ ପ୍ରାର୍ଥୀ ନାମାଙ୍କନ କଲେ ଦାଖଲ - ଗଜପତି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ

ଗଜପତି ଜିଲ୍ଲାରେ ପ୍ରଥମ ୨ ଦିନ କୌଣସି ଦଳ ପକ୍ଷରୁ ନାମାଙ୍କନ ଦାଖଲ ହୋଇନଥିବା ବେଳେ ତୃତୀୟ ଦିନରେ କଂଗ୍ରେସର ୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଅଧିକ ପଢନ୍ତୁ

୪ର୍ଥ ଦିନରେ ଜିଲ୍ଲାରେ ୨୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି

author img

By

Published : Jan 21, 2022, 9:58 AM IST

ଗଜପତି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଆଉ ଦିନକ ପରେ ଏହା ଶେଷ ହେବ । ଗଜପତି ଜିଲ୍ଲାରେ ପ୍ରଥମ ୨ ଦିନ କୌଣସି ଦଳ ପକ୍ଷରୁ ନାମାଙ୍କନ ଦାଖଲ ହୋଇନଥିବା ବେଳେ ତୃତୀୟ ଦିନରେ କଂଗ୍ରେସର ୬ ଜଣ ପ୍ରାର୍ଥୀ ନାମଙ୍କନ ଦାଖଲ କରିଥିଲେ ।

୪ର୍ଥ ଦିନରେ ଜିଲ୍ଲାରେ ୨୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି

ତେବେ ୪ର୍ଥ ଦିନରେ ୨୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହି ୨୫ ଜଣଙ୍କ ମଧ୍ୟରୁ ବିଜେପିର ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ବିଜେଡିର ୮ଜଣ, କଂଗ୍ରେସର ୫ ଜଣ ଏବଂ ସିପିଆଇ(ଏମ)ର ୩ ଜଣ ପ୍ରାର୍ଥୀ ରହିଛନ୍ତି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ବଳକା ପ୍ରାର୍ଥୀମାନେ ମଧ୍ୟ ନାମଙ୍କନ ଦାଖଲ କରିବେ ବୋଲି ସବୁ ଦଳ ପକ୍ଷରୁ କୁହାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.