ETV Bharat / state

କୃମି ଔଷଧ ଖାଇ 17 ଛାତ୍ରଛାତ୍ରୀ ଅସୁସ୍ଥ - ଛାତ୍ରଛାତ୍ରୀ ଅସୁସ୍ଥ

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଟିଶିରି ପୁର ଓ ଲୁହା ସିରିପୁର ଗ୍ରାମରେ କୃମି ଔଷଧ ଖାଇ 17 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି
author img

By

Published : Aug 20, 2019, 2:18 PM IST

ଗଜପତି: ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଟିଶିରି ପୁର ଓ ଲୁହା ସିରିପୁର ଗ୍ରାମରେ ଅଭାବନୀୟ ଘଟଣା । କୃମି ଔଷଧ ଖାଇ 17 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଘଟଣାସ୍ଥଳରେ ଗୁରାଣ୍ଡି ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଅନଙ୍କ ସଦନ ଭୂୟାଁଙ୍କ ନେତୃତ୍ବରେ ଡାକ୍ତର ଦଳ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ତେବେ ଧୀରେ ଧୀରେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ସୂଚନା ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ବାଟିଶିରି ପୁର ଓ ଲୁହା ସିରିପୁର ଗ୍ରାମ ରେ କୁରୁମୀ ଔଷଧ ଖାଇ 17 ଜଣ ଛାତ୍ର ଛାତ୍ରୀ ଅସୁସ୍ଥ .ଘଟଣା ସ୍ଥଳ ରେ ଗୁରାଣ୍ଡି ସ୍ଵାସ୍ତ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଅନଙ୍କ ସଦନ ଭୂୟାଁ ନେତୃତ୍ୱ ରେ ଡାକ୍ତର ଦଳ ପହଂଚିଛୀ .ଚିକିଛା ଜାରି ରହିଛି ଓ ଧୀରେ ଧୀରେ ଛାତ୍ର ଛାତ୍ରୀ ଙ୍କ ସ୍ଵାସ୍ତ୍ୟ ଅବସ୍ତା ରେ ଉର୍ନତି ଘଟିବ ସୂଚନା ମିଳିଛି .Body:ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ବାଟିଶିରି ପୁର ଓ ଲୁହା ସିରିପୁର ଗ୍ରାମ ରେ କୁରୁମୀ ଔଷଧ ଖାଇ 17 ଜଣ ଛାତ୍ର ଛାତ୍ରୀ ଅସୁସ୍ଥ .ଘଟଣା ସ୍ଥଳ ରେ ଗୁରାଣ୍ଡି ସ୍ଵାସ୍ତ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଅନଙ୍କ ସଦନ ଭୂୟାଁ ନେତୃତ୍ୱ ରେ ଡାକ୍ତର ଦଳ ପହଂଚିଛୀ .ଚିକିଛା ଜାରି ରହିଛି ଓ ଧୀରେ ଧୀରେ ଛାତ୍ର ଛାତ୍ରୀ ଙ୍କ ସ୍ଵାସ୍ତ୍ୟ ଅବସ୍ତା ରେ ଉର୍ନତି ଘଟିବ ସୂଚନା ମିଳିଛି .Conclusion:ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ବାଟିଶିରି ପୁର ଓ ଲୁହା ସିରିପୁର ଗ୍ରାମ ରେ କୁରୁମୀ ଔଷଧ ଖାଇ 17 ଜଣ ଛାତ୍ର ଛାତ୍ରୀ ଅସୁସ୍ଥ .ଘଟଣା ସ୍ଥଳ ରେ ଗୁରାଣ୍ଡି ସ୍ଵାସ୍ତ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଅନଙ୍କ ସଦନ ଭୂୟାଁ ନେତୃତ୍ୱ ରେ ଡାକ୍ତର ଦଳ ପହଂଚିଛୀ .ଚିକିଛା ଜାରି ରହିଛି ଓ ଧୀରେ ଧୀରେ ଛାତ୍ର ଛାତ୍ରୀ ଙ୍କ ସ୍ଵାସ୍ତ୍ୟ ଅବସ୍ତା ରେ ଉର୍ନତି ଘଟିବ ସୂଚନା ମିଳିଛି .
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.