ETV Bharat / state

ପାରିବାରିକ କଳହରୁ ଜୀବନ ହାରିଲେ ମହିଳା

ପାରିବାରିକ କଳହରୁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଭୁବନ ଥାନା ଅନ୍ତର୍ଗତ ଏକତାଳି ଗ୍ରାମରେ ଏହି ଅଘଟଣ ଘଟିଛି । ଅଧିକ ପଢନ୍ତୁ...

women suicide due to family dispute
ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା
author img

By

Published : Feb 13, 2020, 8:47 PM IST

ଢେଙ୍କାନାଳ: ପାରିବାରିକ କଳହରୁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଭୁବନ ଥାନା ଅନ୍ତର୍ଗତ ଏକତାଳି ଗ୍ରାମରେ ଏହି ଅଘଟଣ ଘଟିଛି । ଅତ୍ମହତ୍ୟା କରିଥିବା ମହିଳା ଜଣଙ୍କ ନାମ ସୁଲୋଚନା ରାଉତ ।

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ପ୍ରକାଶଥାଉକି, ସ୍ବାମୀ ତପନ ରାଉତଙ୍କ ସହ ସୁଲୋଚନାଙ୍କ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ପରିଣାମ ସ୍ବରୂପ ଆଜି(ଗୁରୁବାର) ଅପରାହ୍ନରେ ସୁଲୋଚନା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ପଡୋଶୀମାନଙ୍କଠାରୁ ଖବର ପାଇଁ ସ୍ବାମୀ ତପନ ରାଉତ ଘରେ ପହଞ୍ଚି ବେକରୁ ରଶି ଖୋଲି ଭୁବନ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ସ୍ବାମୀ ତପନ ରାଉତଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.