ETV Bharat / state

ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଉଦଯାପିତ

author img

By

Published : Nov 2, 2019, 4:22 AM IST

ଦୁର୍ନୀତିକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ପରାମର୍ଶ । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ପକ୍ଷରୁ ଆୟୋଜିତ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ଏପରି ମରାମର୍ଶ ଦେଇଛନ୍ତି ଅବସର ପ୍ରାପ୍ତ ଭିଜିଲାନ୍ସ ଜର୍ଜ ଭିକାରୀ ଚରଣ ରାଉତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଢେଙ୍କାନାଳ

ଢେଙ୍କାନାଳ: ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଦୁର୍ନୀତି ନିବାରଣ ସପ୍ତାହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଭିଜିଲାନ୍ସ ଜର୍ଜ ଭିକାରୀ ଚରଣ ରାଉତ ଯୋଗଦେଇଥିଲେ।

ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଉଦଯାପିତ

ସମାଜରୁ କିପରି ଭାବରେ ଦୁର୍ନୀତିକୁ ମୁକ୍ତ କରାଯାଇ ପାରିବ ଏହା ଉପରେ ଅତିଥି ମାନେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ଅଧ୍ୟ୍ୟକ୍ଷତା କରିଥିଲେ ।ଏହି ଅବସରରେ ବିଭିନ୍ନ ସରକାରୀ ପଦାଧିକାରୀ, ବୁଦ୍ଧିଜିବୀ ଓ ସମାଜସେବୀ ବୈଠକରେ ଯୋଗଦେଇଥିଲେ। ମିଳିତ ଭାବେ ଦୁର୍ନୀତିକୁ ଦୂର୍ଇବାକୁ ସମସ୍ତଙ୍କ ପ୍ରୟାସ ଆବଶ୍ୟକତା ବୋଲି କହିଛନ୍ତି
ଇଟିଭି ଭାରତ ଭିକାରୀ ଚରଣ ରାଉତ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ଜିଲ୍ଲାକାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଦୁର୍ନୀତି ନିବାରଣ ସପ୍ତାହ ଉଦଯାପିତ ହୋଇଯାଇଛି। Body:ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଭିଜିଲାନ୍ସ ଜର୍ଜ ଭିକାରୀ ଚରଣ ରାଉତ ଯୋଗଦେଇଥିଲେ।ସମାଜରୁ କିପରି ଭାବରେ ଦୁର୍ନୀତି କୁ ମୁକ୍ତ କରାଯାଇ ପାରିବ ଏହା ଉପରେ ଅତିଥି ମାନେ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ଅଧ୍ୟ୍ୟକ୍ଷତା କରିଥିଲେ।Conclusion:ଏହି ଅବସରରେ ବିଭିନ୍ନ ସରକାରୀ ପଦାଧିକାରୀ , ବୁଦ୍ଧିଜିବୀ ଓ ସମାଜସେବୀ ବୈଠକରେ ଯୋଗଦେଇଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.