ETV Bharat / state

ଦନ୍ତା ଆକ୍ରମଣରେ ମାମୁଁ ଭାଣିଜୀ ଆହତ

ଢେଙ୍କାନାଳ ମହାବୀର ରୋଡ ବନାଞ୍ଚଳର ଡିହଡୋଳ ସେକ୍ସନରେ ଦନ୍ତାହାତୀ ଆକ୍ରମଣରେ ମାମୁଁ ଭାଣିଜୀ ଆହତ । ଅଧିକ ପଢ଼ନ୍ତୁ...

two person injured in elephant attack, elephant attack in dhenkanal, ଦନ୍ତା ଆକ୍ରମଣରେ ମାମୁଁ ଭାଣିଜୀ ଆହତ, ଦନ୍ତାହାତୀ ଆକ୍ରମଣ, ଡିହଡୋଳ ସେକ୍ସନରେ ଦନ୍ତାହାତୀ ଆତଙ୍କ, ମହାବିରୋଡ ବନାଞ୍ଚଳ
ଦନ୍ତା ଆକ୍ରମଣରେ ମାମୁଁ ଭାଣିଜୀ ଆହତ
author img

By

Published : Jan 8, 2020, 10:02 PM IST

ଢେଙ୍କାନାଳ: ଜିଲ୍ଲା ମହାବୀର ରୋଡ ବନାଞ୍ଚଳର ଡିହଡୋଳ ସେକ୍ସନରେ ପୁଣି ଦନ୍ତାହାତୀ ଆତଙ୍କ । ଦନ୍ତାହାତୀ ଆକ୍ରମଣରେ ବୁଧବାର 2ଜଣ ଆହତ ହୋଇଛନ୍ତି। 2ଆହତ ହେଲେ ଆମ୍ବପଳାଶ ଗ୍ରାମର ଟୁନା ନାଥ ଓ ତାଙ୍କ ଭାଣିଜୀ ମାମାଲି ନାଥ ।

ଦନ୍ତା ଆକ୍ରମଣରେ ମାମୁଁ ଭାଣିଜୀ ଆହତ

ତେବେ ହାତୀ ଆକ୍ରମଣରୁ କୌଣସି ପ୍ରକାରେ ବର୍ତ୍ତି ଯାଇଥିବା ମାମୁଁ ଭାଣିଜୀ ଉଭୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପର୍ଜଙ୍ଗ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି।

ସୂଚନା ଅନୁସାରେ ମାମାଲି ଓ ମାମୁଁ ଟୁନା ଘର ପଛପଟେ ବସିଥିବା ବେଳେ ଏକ ଦନ୍ତାହାତୀ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ତେବେ କୌଣସି ମତେ ସେମାନେ ଅଳ୍ପକେ ଜୀବନ ବଞ୍ଚାଇ ଖସିଆସିଥିଲେ। କିନ୍ତୁ ଦନ୍ତା ଆକ୍ରମଣରେ ସେମାନେ ଆହାତ ହୋଇଥିବା ଜଣାପଡିଛି । ଚିକିତ୍ସା ପରେ ଉଭୟ ବିପଦମୁକ୍ତ ଥିବା ଜଣା ପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:
ଆଙ୍କର-ଢେଙ୍କାନାଳ ଜିଲ୍ଲା ମହାବିରୋଡ ବନାଞ୍ଚଳର ଡିହଡୋଳ ସେକ୍ସନରେ ପୁ୍ଣି ଦନ୍ତାହାତୀ ମାତିଛି। ଏହି ଦନ୍ତାହାତୀ ଆକ୍ରମଣରେ ବୁଧବାର ୨ଜଣ ଆହତ ହୋଇଛନ୍ତି।
Body:ଆହାତ ୨ ଜଣ ହେଲେ ଆମ୍ବପଳାଶ ଗ୍ରାମର ଟୁନା ନାଥ ଓ ତାଙ୍କ ଭାଣିଜୀ ମାମାଲି ନାଥ । ଉଭୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପର୍ଜଙ୍ଗ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି।ମାମିଲି ଓ ମାମାୁଁ ଟୁନା ଘର ପଛପଟେ ବସିଥିବା ବେଳେ ଏକ ଦନ୍ତାହାତୀ ପଳାଇ ଆସିଥିଲା। ସେମାନଙ୍କୁ ଆକ୍ରମଣ କରିବାରୁ ସେମିନେ ଅଳ୍ପକେ ଜୀବନ ବଞ୍ଚାଇ ଖସିଆସିଥିଲେ।
Conclusion:
ମାତ୍ର ଆକ୍ରମଣରେ ସେମାନେ ଆହାତ ହୋଇଥିବା ଜଣାପଡିଛି। ଚିକିତ୍ସା ପରେ ସେମାନେ ବିପଦମୁକ୍ତ ହୋଇଛନ୍ତି।ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.