ETV Bharat / state

ଢେଙ୍କାନାଳ ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ - ଢେଙ୍କାନାଳ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ସହରର ମୁଖ୍ୟ 10ଟି ସମସ୍ୟାର ସମାଧାନ ପାଇଁ ଓକିଲ ସଙ୍ଘ ଏହି ଦାବିପତ୍ର ପ୍ରଦାନ କରିଛି । ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଓକିଲ ସଙ୍ଘ ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

author img

By

Published : Oct 17, 2020, 5:34 PM IST

ଢେଙ୍କାନାଳ: ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଆଜି(ଶନିବାର) ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଓକିଲ ସଙ୍ଘ 10 ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

ଦାବି ଗୁଡିକ ମଧ୍ୟରୁ ଜିଲ୍ଲାରେ କୋଭିଡ ସ୍ଥିତିର ସଠିକ ପରିଚାଳନା, ମୁଖ୍ୟ ହସ୍ପିଟାଲରେ ସଠିକ ସ୍ବାସ୍ଥ୍ୟ ସେବା, ସହରାଞ୍ଚଳରରେ ବୁଲା ଗାଈଗୋରୁଙ୍କୁ ନେଇ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା, ପୌରାଞ୍ଚଳରେ ଡ୍ରେନେଜ ସମସ୍ୟା ଇତ୍ୟାଦି ସମସ୍ୟାଗୁଡିକ ତୁରନ୍ତ ସମାଧାନ କରିବାକୁ ଓକିଲ ସଂଘ ଦାବି କରିଛି। ଓକିଲ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତେବେ ଯଦି ଏ ସମସ୍ତ ଦାବି ପୂରଣ ନହୁଏ ଆଗାମୀ ଦିନରେ ଓକିଲ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.