ETV Bharat / state

ଢେଙ୍କାନାଳରେ ମାସର 3ୟ ସପ୍ତାହରେ ଜାରି ରହିଛି ସଟଡାଉନ

ରାଜ୍ୟ ସହ ଜିଲ୍ଲାର ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତ ମାସ 31 ଯାଏଁ ପ୍ରତ୍ୟେକ ଶନିବାର ଓ ରବିବାର କରାଯାଉଥିବା ସଟଡାଉନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ଢେଙ୍କାନାଳରେ ମାସର 3ୟ ସପ୍ତାହରେ ଜାରି ରହିଛି ସଟଡାଉନ
ଢେଙ୍କାନାଳରେ ମାସର 3ୟ ସପ୍ତାହରେ ଜାରି ରହିଛି ସଟଡାଉନ
author img

By

Published : Jul 26, 2020, 4:55 PM IST

ଢେଙ୍କାନାଳ: ଚଳିତ ଜୁଲାଇ ମାସ ଆରମ୍ଭରୁ ସାପ୍ତାହିକ ଦୁଇ ଦିନ ସଟଡାଉନ ଜାରି ରହିଥିବା ବେଳେ ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଘୋଷଣା ହୋଇଥିଲା । ଫଳରେ ଏହି ଘୋଷଣ ମୁତାବକ ଆଜି(ରବିବାର) ଢେଙ୍କାନାଳରେ ସମ୍ପୂର୍ଣ ଦୋକାନ ବଜାର ବନ୍ଦ ରହିଛି।

ଜିଲ୍ଲାରେ ଲକଡାଉନକୁ ନେଇ ରାସ୍ତାଘାଟ ଶୁନଶାନ ରହିଥିବା ଦେଖାଯାଇଛି । କେବଳ ଔଷଧ ଦୋକାନ ଓ ମିଲ୍କ ବୁଥକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି । ସାଧାରଣ ଯାତାୟାତ ପ୍ରାୟତଃ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ସମ୍ପୂର୍ଣ ଠପ ରହିଥିବା ଦେଖିବାକୁ ମିଳିଛି । ତେବେ ଢେଙ୍କାନାଳ ସହରବାସୀ ଏହି ସଟଡାଉନକୁ ସ୍ବତଃପ୍ରୋତଃ ଭାବେ ମାନିନେଇଛନ୍ତି।

ଢେଙ୍କାନାଳରେ ମାସର 3ୟ ସପ୍ତାହରେ ଜାରି ରହିଛି ସଟଡାଉନ

ଅପରପକ୍ଷରେ ରବିବାର ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାରେ କୌଣସି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.