ETV Bharat / state

କଲେଜ ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଅଭିଯୋଗରେ ରାସ୍ତାରୋକ - କଲେଜ ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଅଭିଯୋଗ

କଲେଜ ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ବଳଦିଆବନ୍ଧ ସ୍ଥିତ ବିଦ୍ୟାର୍ଥୀ ନାମକ ଆବାସିକ ଯୁକ୍ତ ଦୁଇ କଲେଜ ନାମରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ପିଲାଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

dhenkanal
ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଅଭିଯୋଗ
author img

By

Published : Jan 23, 2020, 7:53 PM IST

ଢେଙ୍କାନାଳ: ଯୁକ୍ତ ଦୁଇ କଲେଜ ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ମାଡ଼ ଖାଇଥିବା ଛାତ୍ର ଜଣଙ୍କ । ଢେଙ୍କାନାଳ ଜିଲ୍ଲା ବଳଦିଆବନ୍ଧ ସ୍ଥିତ ବିଦ୍ୟାର୍ଥୀ ନାମକ ଆବାସିକ ଯୁକ୍ତ ଦୁଇ କଲେଜ ନାମରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ ।

ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଅଭିଯୋଗ

ଏହି ଅଭିଯୋଗ କରିଥିବା ଛାତ୍ର ଜଣଙ୍କ ହେଲେ ସୁଧାଂଶୁ ଶେଖର ଦଳେଇ । କଲେକର ଜଣେ ଅଧ୍ୟାପିକା ସୁଧାଂଶୁ ଶେଖରଙ୍କୁ ମାଡ ମାରିବା ସହ ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ କରିଦେବାକୁ ଦମକ ଦେଇଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉତ୍ୟକ୍ତ ଛାତ୍ରମାନେ କଲେଜ ସମ୍ମୁଖ ବଳଦିଅବନ୍ଧ ଠାରେ ପ୍ରତିବାଦ କରିବା ସହ ଏନଏଚ-୫୫କୁ ଅବରୋଧ କରିଥିଲେ।

କଲେଜରେ ବିଭିନ୍ନ ଅବ୍ୟବସ୍ଥା ଓ ଛାତ୍ରଙ୍କୁ ମାଡ ମାରିଥିବା ଅଧ୍ୟାପିକାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ । ଖବର ପାଇ ସଦର ପୁଲିସ ଘଟଣାସ୍ଥଳକୁ ଯାଇ ଛାତ୍ରମାନଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:
ଆଙ୍କର: ଆବାସିକ କଲେଜ ରେ ଛାତ୍ରଙ୍କୁ ମାଡ ଓ ନିର୍ଯାତନା । ଏହି ଅଭିଯୋଗ ଖୋଦ  ମାଡ଼ ଖାଇଥିବା ଛାତ୍ର ଜଣଙ୍କ ଅଭିଯୋଗ ଉଠାଇଛନ୍ତି ।
Body:ଢେଙ୍କାନାଳ ଜିଲ୍ଲା ବଳଦିଆ ବନ୍ଧ ସ୍ଥିତ ବିଦ୍ୟାର୍ଥୀ ନାମକ ଏହି ଆବାସିକ ଯୁକ୍ତ ଦୁଇ କଲେଜ ନାମରେ ଉଠିଛି ଏପରି ସଙ୍ଗୀନ ଅଭିଯୋଗ।  କଲେକର ଜଣେ ଅଧ୍ୟାପିକା ସୁଧାଂଶୁ ଶେଖର ଦଳେଇ ବୋଲି ଜଣାପଡିଛି।ଏପରିକି ଉତ୍ୟକ୍ତ ଛାତ୍ର ମାନେ  କଲେଜ ସମୁଖ ବଳଦିଅବନ୍ଧ ଠାରେ ଏନେଚ-୫୫କୁ ଅବରୋଧ କରିଛନ୍ତି । କଲେଜରେ ବିଭିନ ଅବ୍ୟବସ୍ଥା ଓ ଛାତ୍ରଙ୍କୁ ମଦ ମାରିଥିବା ଅଧ୍ୟାପିକାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀରେ ଅଡ଼ି ବସିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ୟେଜନା ପ୍ରକାଶ ପାଇଛି । ଖବର ପାଇ ସଦର ପୁଲିସ ଘଟଣାସ୍ଥଳକୁ ଯାଇ ଛାତ୍ର ମାନଙ୍କୁ ବୁଝା ସୁଝା ଜାରି ରଖିଛି। Conclusion:ତେବେ କଲେଜର ଚେୟାରମାନ ଏହାକୁ ସ୍ୱୀକାର କରୁଥିଲେ ମଧ୍ୟ ଅତି ହାଲ କା ଭାବେ ନେଇଛନ୍ତି। ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ବାଇଟ: ସୁଧାଂଶୁ ଶେଖର ଦଳେଇ, ମାଡ଼ ଶିକାର ଛାତ୍ର
ବାଇଟ: ଜ୍ଞାନରଞ୍ଜନ ସାହୁ,ଚେୟାରମ୍ୟାନ,ବିଦ୍ୟାର୍ଥୀ କଲେଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.