ETV Bharat / state

ଢେଙ୍କାନାଳରୁ 40 କେଜିର କଇଁଛ ଉଦ୍ଧାର - ଢେଙ୍କାନାଳ ସ୍ଥାନୀୟ ବାସିନ୍ଦାଙ୍କ ଘରୁ କଇଁଛ ଉଦ୍ଧାର

ଢେଙ୍କାନାଳର ଷଡ଼ଙ୍ଗୀ ରେଞ୍ଜରେ ଏକ କଇଁଛ ସ୍ଥାନୀୟ ବାସିନ୍ଦାଙ୍କ ଘର ଭିତରକୁ କୌଣସି ପ୍ରକାରେ ପଶି ଆସିଥିଲା । ବନ ବିଭାଗ ଏ ସଂପର୍କରେ ଖବର ପାଇ ଉକ୍ତ କଇଁଛଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ସ୍ଥାନୀୟ ବାସିନ୍ଦାଙ୍କ ଘରୁ 40କେଜିର କଇଁଛ ଉଦ୍ଧାର

author img

By

Published : Oct 13, 2020, 4:54 PM IST

ଢେଙ୍କାନାଳ: ଜିଲ୍ଲାର ବନଖଣ୍ଡ ଅନ୍ତର୍ଗତ ଷଡ଼ଙ୍ଗୀ ରେଞ୍ଜରେ 40କେଜିର ଏକ କଇଁଛ ସ୍ଥାନୀୟ ବାସିନ୍ଦାଙ୍କ ଘରେ ପଶି ଯାଇଥିଲା । ତେବେ ଉକ୍ତ ସ୍ଥାନରେ ବନବିଭାଗ ପହଞ୍ଚି କଇଁଛକୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ସ୍ଥାନୀୟ ବାସିନ୍ଦାଙ୍କ ଘରୁ 40କେଜିର କଇଁଛ ଉଦ୍ଧାର

ମିଳିଥିବା ତଥ୍ୟ ଅନୁସାରେ ଗଁଦିଆ ବ୍ଲକ ତଳକାଶୀପୁର ଗ୍ରାମର ଭ୍ରମର ତରାଇଙ୍କ ଘରେ ଏକ କଇଁଛ ପଶି ଆସିଥିଲା । କଇଁଛଟିକୁ ଦେଖିବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି କଇଁଛଟିକୁ ଉଦ୍ଧାର କରିଛି। ତେବେ ଏହାର ଓଜନ ପ୍ରାୟ 40କେଜିରୁ ଊର୍ଦ୍ଧ୍ବ ଥିବା ବନ ବିଭାଗ ସୂଚନା ଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.