ETV Bharat / state

ଭ୍ରାମ୍ୟମାଣ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ଗାଡି ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଭ୍ରାମ୍ୟମାଣ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ଗାଡି ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ..

ଭ୍ରାମ୍ୟମାଣ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ଗାଡି ଉଦଘାଟିତ
ଭ୍ରାମ୍ୟମାଣ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ଗାଡି ଉଦଘାଟିତ
author img

By

Published : Sep 12, 2020, 3:38 PM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଭ୍ରାମ୍ୟମାଣ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ଗାଡି ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତାରାଣୀ ମିଶ୍ର ପତାକା ଦେଖାଇ ଭ୍ରାମ୍ୟମାଣ ମାନସିକ ଗାଡିକୁ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟ କରିବାକୁ ଶୁଭାରମ୍ଭ କରିଥିଲେ।

ଏହି ଭ୍ରାମ୍ୟମାଣ ମାନସିକ ଗାଡିର ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ସମସ୍ତ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଓ ସଂଗରୋଧ ଗୃହମାନଙ୍କୁ ଯାଇ ପ୍ରତ୍ୟେକ ରୋଗୀଙ୍କୁ ସଚେତନ କରିବା ସହ ମାନସିକ ରୋଗ ସମ୍ବନ୍ଧରେ ପରାମର୍ଶ ଦିଆଯିବ।

ଜରୁରୀକାଳୀନ ମାନସିକ ରୋଗୀଙ୍କ ପାଇ ଏହି ଭ୍ରାମ୍ୟମାଣ ଗାଡିକୁ ବ୍ୟବହାର କରାଯିବ। ଏହି ସେବା ଦ୍ବାରା ଜିଲ୍ଲାର ବହୁ ମାନସିକ ରୋଗୀ ଉପକୃତ ହେବେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.