ETV Bharat / state

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ

author img

By

Published : Feb 12, 2021, 5:12 PM IST

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ପରମ ହଂସପୁର ଛକ ଠାରେ ଥିବା ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗୁରୁବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲୂଟ ହୋଇଥିବା ଜଣାପଡିଛି l ଆଜି ବ୍ୟାଙ୍କ କାର୍ଯ୍ୟାଳୟ ଖୋଲିଲା ବେଳକୁ ମୁଖ୍ୟ ଫାଟକ ଖୋଲାଥିଲା । ଅଧିକ ପଢନ୍ତୁ...

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ପରମ ହଂସପୁର ଛକ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଶାଖା ପରମ ହଂସପୁର ଛକ ଠାରେ ଥିବା ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗୁରୁବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲୁଟ ହୋଇଥିବା ଜଣାପଡିଛି l ଆଜି ବ୍ୟାଙ୍କ କାର୍ଯ୍ୟାଳୟ ଖୋଲିଲା ବେଳକୁ ମୁଖ୍ୟ ଫାଟକ ଖୋଲାଥିଲା ।

ଚୋରି ହୋଇଥିବା ସନ୍ଦେହରେ ବ୍ୟାଙ୍କ ମ୍ୟାନେଜର ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତରୁ ବ୍ୟାଙ୍କରୁ ମୋଟ ୧୩ ହଜାର ଟଙ୍କା ଦୁର୍ବୃତ୍ତ ନେଇଯାଇଥିବା ସୂଚନା ମିଳିଛି । ଏହା ସହ ଅନ୍ୟ କେତକ ଗୁରୁତ୍ୱପୂର୍ଣ କାଗଜପତ୍ର ଲୁଟ ହୋଇଥିବା ଜଣାପଡିଛି । ତେବେ ଲୁଟ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.