ETV Bharat / state

ସୁଦୃଢ ହେବ ସ୍ୱାସ୍ଥ୍ୟସେବା, ନୂଆ ହସ୍ପିଟାଲ ଉଦଘାଟନ କଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢେଙ୍କାନାଳ ସହରର ଶକ୍ତି ସୁଗାର ନିକଟରେ ସିଆରାମ ନାମକ ଏକ ନୂତନ ଘରୋଇ ଡାକ୍ତରଖାନା ଉଦଘାଟନ କରିଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଅଧିକ ପଢନ୍ତୁ

author img

By

Published : May 5, 2022, 10:28 PM IST

ନୂତନ ଘରୋଇ ଡାକ୍ତରଖାନାକୁ ଉଦଘାଟନ କଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢେଙ୍କାନାଳ: ଢେଙ୍କାନାଳ ସହରର ଶକ୍ତି ସୁଗାର ନିକଟରେ ସିଆରାମ ନାମକ ଏକ ନୂତନ ଘରୋଇ ଡାକ୍ତରଖାନା ଉଦ୍‌ଘାଟିତ ହୋଇଛି । ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଡାକ୍ତରଖାନାକୁ ଉଦ୍‌ଘାଟନ କରିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ଢେଙ୍କାନାଳ ନଗରପାଳ ଜୟନ୍ତୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ନୂତନ ଘରୋଇ ଡାକ୍ତରଖାନା ସ୍ୱାସ୍ଥ୍ୟ ସେବାରେ ଏକ ବିକଳ୍ପ ମାଧ୍ୟମ ରୂପେ ସଫଳତା ହାସଲ କରିବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି ।

ଏହି ନୂତନ ଡାକ୍ତରଖାନାରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ସେବାରେ ଢେଙ୍କାନାଳରେ ଏକ ବିପ୍ଳବ ଆଣିଦେବ ବୋଲି ଡାକ୍ତରଖାନାର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.