ETV Bharat / state

ମାଟ୍ରିକ ପରୀକ୍ଷା ଫଳ: ଢେଙ୍କାନାଳ ଜିଲ୍ଲାରେ ୭୫.୮୬ ପ୍ରତିଶତ ପାସ୍ - metric result in dhenkanal

ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଢେଙ୍କାନାଳ ଜିଲ୍ଲାରେ ପାସ ହାର ଶତକଡା ୭୫.୮୬ ପ୍ରତିଶତ ଥିବା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳ ଜିଲ୍ଲାରେ ୭୫.୮୬ ପ୍ରତିଶତ ପାସ୍
ଢେଙ୍କାନାଳ ଜିଲ୍ଲାରେ ୭୫.୮୬ ପ୍ରତିଶତ ପାସ୍
author img

By

Published : Jul 29, 2020, 6:41 PM IST

ଢେଙ୍କାନାଳ: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଢେଙ୍କାନାଳ ଜିଲ୍ଲାରର ପାସ ହାର ଶତକଡା ୭୫.୮୬ ପ୍ରତିଶତ ଥିବା ଜଣାପଡିଛି । ଜିଲ୍ଲାରେ ସର୍ବମୋଟ ପରୀକ୍ଷା ଦେଇଥିବା ୧୬ ହଜାର ୨୯୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ 12,367 ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ୭୫.୮୬ ପ୍ରତିଶତ ପାସ୍

ସେମାନଙ୍କ ମଧ୍ୟରୁ A-1ରେ ୨୩୩ ଓ A-2ରେ ୨୭୪ ଜଣ, B-1ରେ ୬୦୯ ଓ B-2ରେ ୧୬୯୨ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି C ଗ୍ରେଡରେ ୧୬୨୮ଜଣ ପାସ କରିଥିବା ଜଣାପଡ଼ିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.