ETV Bharat / state

ଭୁବନ ତହସିଲରେ ଏକ ଘଣ୍ଟାରେ ଜମିପଟ୍ଟା - ଭୁବନ ତହସିଲ

ଭୁବନ ତହସିଲରେ ମାତ୍ର ଏକ ଘଣ୍ଟା ମଧ୍ୟରେ ମିଳିଯାଉଛି ଜମିର ପଟ୍ଟା । ଗୁରୁବାର ଦୁଇଜଣ ଆବେଦନକାରୀଙ୍କୁ ଗୋଟିଏ ଘଣ୍ଟା ମଧ୍ୟରେ ଜମିପଟ୍ଟା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଭୁବନ ତହସିଲରେ ଏକ ଘଣ୍ଟାରେ ଜମିପଟ୍ଟା
ଭୁବନ ତହସିଲରେ ଏକ ଘଣ୍ଟାରେ ଜମିପଟ୍ଟା
author img

By

Published : Jun 25, 2020, 4:54 PM IST

Updated : Jun 25, 2020, 5:01 PM IST

ଢେଙ୍କାନାଳ: ଭୁବନ ତହସିଲରେ ମାତ୍ର ଏକ ଘଣ୍ଟା ମଧ୍ୟରେ ମିଳିଯାଉଛି ଜମିର ପଟ୍ଟା । ଗୁରୁବାର ଦୁଇଜଣ ଆବେଦନକାରୀଙ୍କୁ ଗୋଟିଏ ଘଣ୍ଟା ମଧ୍ୟରେ ଜମିପଟ୍ଟା ପ୍ରଦାନ କରାଯାଇଛି । ଭୁବନ ତହସିଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି ।

ଭୁବନ ତହସିଲରେ ଏକ ଘଣ୍ଟାରେ ଜମିପଟ୍ଟା

ଭୁବନ ବ୍ଲକ ଅଁଳାଝରୀ ଗ୍ରାମର ପ୍ରମୋଦ କୁମାର ବେହେରା ଓ କିର୍ତ୍ତନପୁର ଗ୍ରାମର ଝୁମର କମାର ଜମିପଟ୍ଟା ପାଇଁ ଆବେଦନ କରିଥିବା ବେଳେ ମାତ୍ର ଦୁଇଘଣ୍ଟାରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ତହସିଲଦାର ଶକ୍ତିକାନ୍ତ ରାୟ , ଅତିରିକ୍ତ ତହସିଲଦାର ମନୋଜ ମାଝୀ ଓ ଆରଆଇ ଶ୍ରୀକାନ୍ତ ପରିଡାଙ୍କ ଉପସ୍ଥିତରେ ଏହି ପଟ୍ଟା ପ୍ରଦାନ କରାଯାଇଥିଲା । ଭୁବନ ତହସିଲର ଏହି ଉଦ୍ୟମକୁ ପ୍ରଶଂସା କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jun 25, 2020, 5:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.