ETV Bharat / state

ତିନି ଦିନରେ ୯ ଜୀବନ ନେଲା କରୋନା - ଢେଙ୍କାନାଳ କରୋନା

ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମଣ ୫ ପ୍ରତିଶତ ହ୍ରାସ ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ହେଲା ମୃତ୍ୟୁ ସଂଖ୍ୟା ଲଗାତର ବୃଦ୍ଧି ଘଟୁଛି। ଅଧିକ ପଢନ୍ତୁ...

ତିନି ଦିନରେ ୯ ଜୀବନ ନେଲା କରୋନା
ତିନି ଦିନରେ ୯ ଜୀବନ ନେଲା କରୋନା
author img

By

Published : Jul 4, 2021, 8:22 PM IST

ଢେଙ୍କାନାଳ: ଜିଲ୍ଲାରେ କରୋନା ସଂକ୍ରମଣ ୫ ପ୍ରତିଶତ ହ୍ରାସ ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେଲା ମୃତ୍ୟୁ ସଂଖ୍ୟା ଲଗାତର ବୃଦ୍ଧି ଘଟୁଛି । ଢେଙ୍କାନାଳ ଜିଲ୍ଲାରେ ତିନିଦିନ ଭିତରେ କରୋନା ମହାମାରୀ ୯ ଜଣଙ୍କର ନେଲାଣି ଜୀବନ। ତେବେ ଆଜି ସୁଦ୍ଧ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି ।

ଆଜି(ରବିବାର) ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶନିବାର ୪ ଜଣଙ୍କର ଓ ଶୁକ୍ରବାର ଦିନ ୩ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କଙ୍କଡାହାଡ ବ୍ଳକର ୪୬ ବର୍ଷୀୟ ପୁରୁଷ, ଓଡାପଡା ବ୍ଳକର ୪୦ ବର୍ଷୀୟ ପୁରୁଷ ଓ ୭୨ ବର୍ଷୀୟ ବୃଦ୍ଧ, ଭୁବନ ବ୍ଳକର ୬୫ ବର୍ଷୀୟ ମହିଳା, ସଦର ବ୍ଳକର ୬୫ ବର୍ଷୀୟ ପୁରୁଷ ବୋଲି ସୂଚନା ମିଳିଛି । ତେବେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଚିନ୍ତା ବିଷୟ ପାଲଟିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.