ETV Bharat / state

Panchayat Poll: ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତି - ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି(ମଙ୍ଗଳବାର) ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଓ ଭୁବନ ବ୍ଲକର ମୋଟ ୩୯ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ । ଅଧିକ ପଢନ୍ତ

Panchayat Poll : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ,ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତି

author img

By

Published : Feb 21, 2022, 6:35 PM IST

ଢେଙ୍କାନାଳ: ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତାକାଲି(ମଙ୍ଗଳବାର) ଅନୁଷ୍ଠିତ ହେବ । ଏ କ୍ରମରେ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଓ ଭୁବନ ବ୍ଲକର ମୋଟ ୩୯ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ । ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Panchayat Poll : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ,ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତି

ଏହାବି ପଢନ୍ତୁ : Panchayat Poll: ଚତୁର୍ଥ ପର୍ଯ୍ୟାୟ ଭୋଟ, ଆବଶ୍ୟକ ନାହିଁ RTPCR ଟେଷ୍ଟ

ଜିଲ୍ଲାର ମୋଟ ୮ଟି ବ୍ଲକରୁ ୬ଟି ବ୍ଲକରେ ପୂର୍ବରୁ ଭୋଟ ଗ୍ରହଣ ଶେଷ ହୋଇଛି । କଙ୍କଡାହାଡ଼ ବ୍ଲକର ୨୧ଟି ଓ ଭୁବନ ବ୍ଲକର ୧୮ ପଞ୍ଚାୟତରେ ଏହି ଭୋଟ ଗ୍ରହଣ କରାଯିବ । ୩୯ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ୩୯ଟି, ଜିଲ୍ଲା ପରିଷଦ ପାଇଁ ୬ଟି ଓ ୱାର୍ଡ ମେମ୍ବର ୫୩୪ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଉଭୟ ବ୍ଲକରେ ମୋଟ ୫୩୪ଟି ବୁଥ ପ୍ରସ୍ତୁତ ହୋଇଥିବା ବେଳେ ସେଥିରୁ ୭୧ଟି ବୁଥ ସମ୍ବେଦନଶୀଳ ରହିଛି । ଫଳରେ କଡା ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.