ETV Bharat / state

କୋଭିଡ ହସ୍ପିଟାଲରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ମକ ଡ୍ରିଲ - fire-mock-drill-program-held-in-Dhenkanal

କୋଭିଡ ଭଳି ମହାମାରୀ ସମୟରେ କିଭଳି ଜରୁରୀ ଦୁର୍ଘଟଣାରୁ ଲୋକଙ୍କୁ ସୁରକ୍ଷା ଦିଆଯିବ ସେ ସମ୍ପର୍କରେ ସଚେତନ ପାଇଁ ଏକ ମକ ଡ୍ରିଲ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଗୁଳ ମଣ୍ଡଳ ପକ୍ଷରୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଏହି ମକ ଡ୍ରିଲ ଅଭ୍ୟାସ କରାଯାଇଛି । ଅଧିକ ପଢନ୍ତୁ...

fire-mock-drill-program-held-in-Dhenkanal
କୋଭିଡ ହସ୍ପିଟାଲରେ ନିୟୋଜିତ ସୁରକ୍ଷା କର୍ମୀମାନଙ୍କୁ ନେଇ ମକ ଡ୍ରିଲ
author img

By

Published : May 11, 2021, 5:12 PM IST

ଢେଙ୍କାନାଳ : କୋଭିଡ ଭଳି ମହାମାରୀ ସମୟରେ କିଭଳି ଜରୁରୀ ଦୁର୍ଘଟଣାରୁ ଲୋକଙ୍କୁ ସୁରକ୍ଷା ଦିଆଯିବ ସେ ସମ୍ପର୍କରେ ସଚେତନ ପାଇଁ ଏକ ମକ ଡ୍ରିଲ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଗୁଳ ମଣ୍ଡଳ ପକ୍ଷରୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଏହି ମକ ଡ୍ରିଲ ଅଭ୍ୟାସ କରାଯାଇଛି । ଅନୁଗୁଳ ମଣ୍ଡଳର ଡେପୁଟି ଫାୟାର ଅଫିସର ସୀମାଞ୍ଚଳ ପାଢୀଙ୍କ ତତ୍ୱବାଧାନରେ ଢେଙ୍କାନାଲ ଅଗ୍ନି ସେବାଶ୍ରମ ବିଭାଗର କର୍ମଚାରୀ ଓ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ନିୟୋଜିତ ସୁରକ୍ଷାକର୍ମୀ ମାନଙ୍କୁ ନେଇ ଏହି ଅଭ୍ୟାସ କରାଯାଇଛି ।

କୋଭିଡ ହସ୍ପିଟାଲରେ ନିୟୋଜିତ ସୁରକ୍ଷା କର୍ମୀମାନଙ୍କୁ ନେଇ ମକ ଡ୍ରିଲ

ଆକ୍ରାନ୍ତଙ୍କ ସୁରକ୍ଷା ତଥା କୋଭିଡ ଡାକ୍ତରଖାନାରେ ଜରୁରୀ ଦୁର୍ଘଟଣାକୁ କିପରି ସାମ୍ନା କରାଯିବ ତଥା ସଂକ୍ରମଣରୁ ନିଜେ ସୁରକ୍ଷିତ ରହି କିପରି ସାନିଟାଇଜ ସହ ସହାୟତା ପ୍ରଦାନ କରାଯିବ ସେ ସମ୍ପର୍କରେ ଏହି ମକ ଡ୍ରିଲ ରେ ଅଭ୍ୟାସ କରାଯାଇଥିଲେ । ତେବେ ନିଜେ ସୁରକ୍ଷିତ ରହିବ ଓ ବିପଦପୂର୍ଣ୍ଣ ଦୁର୍ଘଟଣା ସମୟରେ ଅନ୍ୟକୁ ସହାୟତା ଯୋଗାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି ଅନୁଗୁଳ ମଣ୍ଡଳର ଡେପୁଟି ଫାୟାର ଅଫିସର ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.