ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା, ବୃଦ୍ଧା ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ଗାଁରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା। ଅଗ୍ନିକାଣ୍ଡରେ ପୋଡି ହୋଇ ଜଣେ ବୃଦ୍ଧା ଗୁରୁତର। ଅଧିକ ଖବର ପଢନ୍ତୁ...

author img

By

Published : Jan 7, 2020, 11:04 AM IST

kamakhyanagar fire break
ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା, ବୃଦ୍ଧ ଗୁରୁତର

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଥାନାର ବାଉଁଶପାଳ ଗାଁରେ ଅଗ୍ନିକାଣ୍ଡ। ଏଥିରେ ଦୁଇ ବଖରା ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ପୋଡି ହୋଇ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି।

ଏହି ଗ୍ରାମର ପୁରୁଣାପାଣି ସାହିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗରୁତର ହୋଇଥିବା ବୃଦ୍ଧା ଜଣକ ହେଲେ ଜହ୍ନ ବିଶ୍ବାଳ। ସୋମବାର ରାତିରେ ଘରେ ନିଆଁ ପୁଇଁ ହେଉଥିବା ବେଳେ ତାଙ୍କ ଘର ଚାଳକୁ ନିଆଁ ଲାଗି ଯାଇଥିଲା।

ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା, ବୃଦ୍ଧ ଗୁରୁତର

ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହର ପ୍ରାୟ ୭୦ ଭାଗ ପୋଡି ଯାଇଛି। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ଘରର ସମସ୍ତ ଆସବାବ ପତ୍ର ସହ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା।ଅଗ୍ନିକାଣ୍ଡରେ ପୋଡି ହୋଇ ଜଣେ ବୃଦ୍ଧା ଗୁରୁତର
ଅାଙ୍କର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପୁରୁଣାପାଣି ସାହିରେ ଅଗ୍ନୀକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇବଖରା ଘର ଜଳିଜବା ସହ ଜଣେ ବୃଦ୍ଧା ଗରୁତର ଆହାତ ହୋଇଛନ୍ତି।Body:ଗୁରୁତର ହେଲେ ଜହ୍ନ ବିଶ୍ବାଳ। ସୋମବାର ରାତିରେ ଘରେ ନିଅାଁ ଜାଳି ପୋହିଁ ହେଉଥିବା ବେଳେ ତାଙ୍କ ଘର ଚାଳକୁ ନିଅାଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
ତାଙ୍କ ଦେହର ପ୍ରାୟ ୭୦ ଭାଗ ପୋଡି ଯାଇଛି। ଖବର ପାଇ କାମାକ୍ଷାନଗର ଅଗ୍ନୀସମ ବାହିନୀ ପହଞ୍ଚି ନିଅାଁକୁ ଅାୟତ କରିଥିଲା। Conclusion:ନିଅାଁ ଅାୟତ କଲା ବେଳକୁ ଘରର ସମସ୍ତ ଅାସବା ପତ୍ର ସହ ଘର ସମ୍ପୁର୍ଣ୍ଣ ପୋଡି ପାଉଁସ ହୋଇଯାଇଛି। ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.